Home Left

୧୫.୬ ଗ୍ରାମ୍‌ ବ୍ରାଉନସୁଗାର ସହ ଧରାପଡ଼ିଲେ ବେପାରୀ

ଭଦ୍ରକ,୧୨।୧(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ପାଟ୍ରୋଲିଂ ବେଳେ ୧୫.୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ପାଟ୍ରୋଲିଂ କରିବା ବେଳେ ଭଦ୍ରକ ଚରମ୍ପା ମାଷ୍ଟର କଲୋନୀ ବଉଳପୋଖରୀ ଠାରେ ୨ ଯୁବକ ବୁଲୁଥିବାର…

ପୋଲିସ ଏସ୍‌ଆଇ ଚୟନ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୧୨ା୧(କାର୍ତ୍ତିକ ସାହୁ): ପୋଲିସ ଏସ୍‌ଆଇ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏ ସଂକ୍ରାନ୍ତରେ ଜବାବ ଦାଖଲ ନିମନ୍ତେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌…

ଜାନୁଆରୀ ୩୧ରୁ ବଜେଟ ଅଧିବେଶନ ଆରମ୍ଭ, ଉପସ୍ଥାପିତ ହେବ ୧୭ତମ ଲୋକ ସଭାର ଅନ୍ତିମ ବଜେଟ

ନୂଆଦିଲ୍ଲୀ,୧୨।୧: ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ୧୭ତମ ଲୋକ ସଭାର ଅନ୍ତିମ ବଜେଟ ହେବ। ଏନେଇ ଶୁକ୍ରବାର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ…

ଭାଜପା ଯୁବ ସମାବେଶରେ ଉଡିଲା ଚେୟାର

ନିଶ୍ଚିନ୍ତକୋଇଲି,୧୨।୧(ଅଶୋକ କୁମାର ମହାପାତ୍ର ): କଟକ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ହନୁମାନ ମନ୍ଦିର ପାଖରେ ଭାଜପା ପକ୍ଷରୁ ଯୁବ ସମାବେଶ ହୋଇଥିଲା। ଏହି ସଭାରେ ୫ ହଜାର ଯୁବକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏତେ ସଂଖ୍ୟକ ଯୁବକଙ୍କୁ ଦେଖିବାକୁ ମିଳି…

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ୩ କି.ମି ବୁହାହେଲେ ପ୍ରସୂତି

ରାୟଗଡା,୧୨।୧(ଭାଗ୍ୟଶ୍ରୀ ମିଶ୍ର): ମା’ଙ୍କୁ ସମ୍ମାନ ନାରା ପ୍ରହସନ। ଦୁର୍ଗମରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ବାଟରେ ପ୍ରସବ କଲେ ମହିଳା। ଏଭଳି ଏକ ଘଟିଛି କଲ୍ୟାଣସିଂହପୁରୁ…

ନିଶା ଇଞ୍ଜେକଶନ୍‌ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା  ଡାକ୍ତରଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୧୨।୧(ସୁବାସ ଚନ୍ଦ୍ର ପାଢ଼ୀ) : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ…

ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଡିନର ଡେଟରେ ଗଲେ ସୋନାକ୍ଷି

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହୁଏତ ଜହିର ଇକବାଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହି ନଥିବେ, କିନ୍ତୁ ସେମାନଙ୍କର ସୁନ୍ଦର ଫଟୋ ଏବଂ ପରସ୍ପରର ପୋଷ୍ଟରେ ସ୍ନେହପୂର୍ଣ୍ଣ ମନ୍ତବ୍ୟ ପ୍ରମାଣ କରେ ଯେ ସେମାନେ ପରସ୍ପରକୁ ପାଗଳ ଭାବରେ…

ନାଗାଲାଣ୍ଡରେ ବିବାହ କଲେ ସିଙ୍ଗର ସନମ ପୁରୀ

ମୁମ୍ବାଇ: ଭାରତୀୟ ପପ ରକ ବ୍ୟାଣ୍ଡ ସନାମର ଲିଡ ସିଙ୍ଗର-ମ୍ୟୁଜିସିୟାନ ସନାମ ପୁରୀ ବିବାହ କରିଛନ୍ତି। ହଁ, ମୋଷ୍ଟ ଡିଜାୟରିଂ ବ୍ୟାଚେଲର୍‌ ସନମ ବର୍ତ୍ତମାନ ବିବାହିତ। ସେ ନାଗାଲାଣ୍ଡରେ ବିବାହ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଖ୍ରୀଷ୍ଟିଆନ…

ବିଜୟ ସହ ନ୍ୟୁଜିଲାଣ୍ଡର ଟି୨୦ ଅଭିଯାନ ଆରମ୍ଭ

ଇର୍ଡେନ୍‌ ପାର୍କ,୧୨।୧: ଇର୍ଡେନ୍‌ ପାର୍କରେ ଶୁକ୍ରବାର ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ…

୨୧ ବର୍ଷରେ ହେବ ଝିଅର ବିବାହ, କ୍ୟାବିନେଟରେ ପ୍ରସ୍ତାବ ପାସ

ଶିମଲା,୧୨।୧: ଶୁକ୍ରବାର ଶିମଲାରେ ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଝିଅମାନେ ୨୧ବର୍ଷ ବୟସରେ ରାଜ୍ୟରେ ବିବାହ କରିପାରିବେ। କ୍ୟାବିନେଟ (ହିମାଚଳ କ୍ୟାବିନେଟ ବୈଠକ) ଝିଅର ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ପ୍ରସ୍ତାବ…

କାନ୍ଧରେ ବ୍ୟାଟିଂ, ଗୋଡରେ ବୋଲିଂ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି ଏହି ଖେଳାଳି: ଦେଖନ୍ତୁ ଭିଡିଓ

ଶ୍ରୀନଗର: କୁହାଯାଏ ଯେ ତୁମେ ଯାହା ମନ ସ୍ଥିର କର, ତାହା ସମ୍ପନ୍ନ ହୁଏ। କାର୍ଯ୍ୟଟି ଯେତେ ଚ୍ୟାଲେଞ୍ଜିଂ ହେଉନା କାହିଁକି, ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି। ଜମ୍ମୁ-କାଶ୍ମୀରର ବିଜବେହାରାରୁ ଏଭଳି ଖବରସାମ୍ନାକୁ ଆସିଛି। ବିଜବେହାରର ୱାଗାମା…

ଶାହାରୁଖଙ୍କୁ ନୋଟିସ, ବଢିପାରେ ସମସ୍ୟା

ମୁମ୍ବାଇ,୧୨।୧: ଅଭିନେତା ଶାହାରୁଖ ଖାଁଙ୍କ ସମସ୍ୟା ବଢିପାରେ। ବିହାରର ମୁଜାଫରପୁର ଜିଲା ଗ୍ରାହକ ଆୟୋଗ ଅଭିନେତା ଶାହାରୁଖ ଖାଁଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ। ଫୁଟବଲର୍‌ ଲିଓନେଲ ମେସିଙ୍କୁ ମଧ୍ୟ ନୋଟିସ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri