ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୨ା୫: ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଜିଂ ଖାଦ୍ୟସାମଗ୍ରୀଗୁଡ଼ିକରେ ଲାଗିଥିବା ଲେବୁଲ୍ର ଦାବି ବିଭ୍ରାନ୍ତିକର ହୋଇପାରେ। ଦେଶର ଶୀର୍ଷ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏନେଇ ସତର୍କ କରାଇଛି। ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସମୟରେ ଗ୍ରାହକମାନେ…
ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର
ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର ଥାନା ଅଞ୍ଚଳର ଅଭିରାମ ସାହୁ(୪୫) । ଏମକେସିଜିରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା…
୨୦୨୫ ସୁଦ୍ଧା ୪ର୍ଥ ବୃହତ୍ ଅର୍ଥବ୍ୟବସ୍ଥା ହେବ ଭାରତ:ନୀତି ଆୟୋଗର ପୂର୍ବତନ ସିଇଓଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨ା୫:ଭାରତ ୨୦୨୫ ସୁଦ୍ଧା ଜାପାନକୁ ଟପି ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି। ଭାରତର ଜି-୨୦ ଶେର୍ପା ଥିବା ଅମିତାଭ ବିଭିନ୍ନ ସକାରାତ୍ମକ ମାକ୍ରୋ ଅର୍ଥନୀତି…
ପ୍ଲେ ଅଫ୍ ରାସ୍ତାକୁ ଆହୁରି ସହଜ କଲା ଚେନ୍ନାଇ: ରାଜସ୍ଥାନ ପାଇଁ ବଢିଲା ଚିନ୍ତା
ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପ୍ଲେ ଅଫରେ ପହଞ୍ଚିବା ପାଇଁ ସେମାନଙ୍କର ଦାବିକୁ ଆହୁରି ମଜଭୁତ କରିଛି। ଟାର୍ଗେଟକୁ ପିଛା କରି ଚେନ୍ନାଇ…
ପ୍ରଶାନ୍ତ କିଶୋରଙ୍କୁ ଲାଗିଲା ବଡ ଝଟ୍କା
ନୂଆଦିଲ୍ଲୀ,୧୨।୫: ସାରଣ ସ୍ଥାନୀୟ ଅଞ୍ଚଳର ସ୍ବାଧୀନ ଏମଏଲସି ଏବଂ ଜନସୁରାଜର ସଂରକ୍ଷକ ଇଞ୍ଜିନିୟର ସଚ୍ଚିଦାନନ୍ଦ ରାୟ ସୋମବାର ଦିନ ଛପରାଠାରେ ପ୍ରସ୍ତାବିତ ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଭାଜପାକୁ ଫେରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି
ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲାର ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ରବିବାର…
ରାଜସ୍ଥାନକୁ ଧୂଳି ଚଟେଇଲା ଚେନ୍ନାଇ
ଚେନ୍ନାଇ,୧୨।୫: ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିବା ପାଇଁ ସେମାନଙ୍କର ଦାବିକୁ ମଜଭୁତ କରିଛି। ଟାର୍ଗେଟକୁ ପିଛା କରି ଚେନ୍ନାଇ ୧୮.୨ ଓଭରରେ ୫ ଉଇକେଟ୍ ହରାଇ ଜିତିଥିଲା। କ୍ୟାପଟେନ ରୁତୁରାଜ…
ହସ୍ପିଟାଲ୍ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ସ୍କୁଲଗୁଡିକୁ ବୋମା ପକାଇ ଉଡାଇ ଦେବା ଧମକ ଆସିବା ପରେ ଏବେ ଦୁଇଟି ହସ୍ପିଟାଲ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି। ଏଥର ମଧ୍ୟ ଧମକ ଦେଉଥିବା ବ୍ୟକ୍ତି ପୁରୁଣା ଢାଞ୍ଚାର ପୁନରାବୃତ୍ତି ପାଇଁ ଏକ ଇମେଲ…
ଟି ୨୦ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍
ନୂଆଦିଲ୍ଲୀ,୧୨।୫: ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଜିମ୍ବାୱେ ଅଲରାଉଣ୍ଡର ସେନ୍ ୱିଲିୟମ୍ସ୍। ବାଂଲାଦେଶରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ୱିଲିୟମ୍ସ୍ ଏହି ନିଷ୍ପତି ନେଇଛନ୍ତି। ରବିବାର ଜିମ୍ବାୱେ ସାନ୍ତ୍ୱନାମୂଳକ ବିଜୟ ପାଇବା ପୂର୍ବରୁ ବାଂଲାଦେଶ…
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଅଭିନେତ୍ରୀ
ତେଲୁଗୁ ଟେଲିଭିଜନ ଧାରାବାହିକ ‘ତ୍ରିନୟନୀ’ରେ ତିଳେତ୍ତମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ରବିବାର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ମେହବୁବନଗର ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ପବିତ୍ରାଙ୍କ କାରଟି ନିୟନ୍ତ୍ରଣ…
ଚତୁର୍ଥ ପର୍ଯ୍ୟାୟରେ ୯୬ ଆସନରେ ହେବ ଭୋଟ ଗ୍ରହଣ: ଏହି ସବୁ ହେଭିୱେଟ କରିବେ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨।୫: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍ରେ ଭୋଟ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର…
ଏହି କ୍ରିକେଟର୍ଙ୍କ ପାଇଁ ମଡେଲିଂ ଛାଡିଦେଇଥିଲେ ସ୍ତ୍ରୀ: ଜାଣନ୍ତୁ ହୃଦୟଛୁଆଁ ପ୍ରେମହାକାଣୀ ବିଷୟରେ…
ନୂଆଦିଲ୍ଲୀ,୧୨।୫: ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟ ଖେଳାଳି ଜେମ୍ସ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦ ବର୍ଷର ଚମତ୍କାର କ୍ୟାରିୟର ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଣ୍ଡରସନଙ୍କ କାହାଣୀ କେବଳ କ୍ରିକେଟ ମଧ୍ୟରେ ସୀମିତ ନୁହେଁ କିନ୍ତୁ…

