Home Left

ପୁଣି ପ୍ରାର୍ଥୀ ହେବା ନେଇ ଆଶଙ୍କାରେ ୩ ବିଧାୟକ

ବ୍ରହ୍ମପୁର,୨୧ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିରୁ ୧୨ ବିଧାୟକ ନିର୍ବାଚିତ ହୋଇଥିଲେ। କେବଳ ସାନଖେମୁଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଗୋପାଳପୁରରୁ ନିର୍ବାଚିତ ବିଧାୟକ ବିଜେଡିରୁ…

ଡିସେମ୍ବର ୨୬ରେ ପ୍ରତାପ ଜେନାଙ୍କ ପରବର୍ତ୍ତୀ ଶୁଣାଣି

ନିଶ୍ଚିନ୍ତକୋଇଲି,୨୧।୧୧ (ଅଶୋକ କୁମାର ମହାପାତ୍ର):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍‌ଏଫ୍‌ସି(ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ ଏହି ମାମଲାର ପରବର୍ତ୍ତୀ…

ଫାର୍ମାସିଷ୍ଟ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର

ଖଜୁରିପଡ଼ା,୨୧ା୧୧(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ ବାରିକୁମ୍ପା ମେଡ଼ିକାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଛି। ଲୋକଙ୍କୁ ମିଳୁଛି ଦିନ ବେଳା ଡାକ୍ତର ବିହୀନ ଚିକିତ୍ସା ସୁବିଧା। ରାତିରେ ମିଳୁଛି ଆଟେନାନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା। ଆଜକୁ ୧୩ ଦିନ ହେଲା ଫାର୍ମାସିଷ୍ଟ ଭରସାରେ…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ସାଲୁଗା ପ୍ରଧାନ

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ଉପବାଚସ୍ପତି ନିର୍ବାଚନ ପାଇଁ ସେ ସୋମବାର ପୂର୍ବାହ୍ନରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ନଭେମ୍ବର ୮ରେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି…

ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ପୁଣି ମିଳିବ କି ସୁଯୋଗ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦଳର କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡ ୨୦୨୧ରେ ଟିମ ଇଣ୍ଡିଆର କୋଚ ପଦର ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ୱକପ ଫାଇନାଲ ସହିତ ରାହୁଲ ଦ୍ରାବିଡଙ୍କ କୋଚ ଭାବରେ କାର୍ଯ୍ୟକାଳ ଶେଷ…

ଇତିହାସ ରଚିଲେ ବୀର ଦାସ, ବେଷ୍ଟ କମେଡି ପାଇଁ ଜିତିଲେ ଏମି ପୁରସ୍କାର

ମୁମ୍ବାଇ,୨୧।୧୧: ପ୍ରସିଦ୍ଧ ଷ୍ଟାଣ୍ଡ ଅପ କମେଡିଆନ ବୀର ଦାସ ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ରେ ବେଷ୍ଟ ୟୁନିକ କମେଡି ପାଇଁ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଶୋ ‘ବୀର୍‌ ଦାସ ଲ୍ୟାଣ୍ଡିଂ’ ପାଇଁ ସେ ଏମି…

ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ଜିତାଇଥିବା ଟ୍ରାଭିସ ହେଡଙ୍କ ବର୍ଷକର ଝିଅଙ୍କୁ ବଳାତ୍କାର ଧମକ

ନୂଆଦିଲ୍ଲୀ,୨୧।୧୧: ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆରେ ଟ୍ରାଭିସ ହେଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଟାର୍ଗେଟକୁ ପିଛା କରିବା ବେଳେ ହେଡ ୧୫ ଚୌକା ଓ ୪ ଛକା ସହାୟତାରେ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଥିଲେ। ବର୍ତ୍ତମାନ…

ଏକ ଦେଶ ଏକ ନିର୍ବାଚନ ଦ୍ୱାରା ଉପକୃତ ହେବେ ଲୋକେ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଦେଶ, ଏକ ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ କରିବା ଦ୍ୱାରା ଅନେକ ସୁବିଧା ଆସିବ। ଜାତୀୟ ସ୍ବାର୍ଥରେ ଏହା ଏକ ପଦକ୍ଷେପ, ମୁଁ…

ଆଉ ୪ ବର୍ଷ ଅପେକ୍ଷା:ଜାଣନ୍ତୁ କେବେ, କେଉଁଠାରେ ଖେଳାଯିବ ଆଗାମୀ ଦିନିକିଆ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପ ୨୦୨୩ ଶେଷ ହୋଇଛି। ଫାଇନାଲରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ଏଠାରେ ଟ୍ରଫି ଉଠାଇବାକୁ ବଞ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଟିମ ଇଣ୍ଡିଆ ହାତରେ ବିଶ୍ୱକପ ଟ୍ରଫି ଦେଖିବାକୁ ଆଉ ଚାରି ବର୍ଷ ଅପେକ୍ଷା କରିବାକୁ…

ଗୋଲାପଜାମୁକୁ ନେଇ ମହାଭାରତ: ୨ ଗୋଷ୍ଠୀ ମଧ୍ୟରେ ଲଢେଇ, ଅନେକ ଆହତ

ଲକ୍ଷ୍ନୌ,୨୧।୧୧: ବିବାହରେ ଡିଜେ କିମ୍ବା ନୃତ୍ୟକୁ ନେଇ ଝଗଡା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ, କିନ୍ତୁ ୟୁପିର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିବାହ ସମାରୋହରେ ଗୋଲାପଜାମୁକୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ…

ଭାଜପା ଯୋଗୁ ବିଶ୍ୱକପ୍‌ରେ ଭାରତ ହାରିଲା: ଅଜୟ ରାୟ

ଲକ୍ଷ୍ନୌ,୨୧।୧୧: ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିଶ୍ୱକପରେ ଭାରତର ପରାଜୟ ପାଇଁ ସେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଭାଜପା ପୂରା ମ୍ୟାଚକୁ…

ଅଜବ ସଂଯୋଗ: ପଣ୍ଟିଂ, ଧୋନି, ମୋର୍ଗାନଙ୍କ ପରେ ଏବେ କମିଂସ… ବିବାହର ଗୋଟିଏ ବର୍ଷ ପରେ ହୋଇଗଲେ ଓ୍ବାର୍ଲଡ ଚାମ୍ପିଅନ

କାନବେରା,୨୧।୧୧: ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହି ଦଳ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହିତ ପ୍ୟାଟ କମିନ୍ସ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଛନ୍ତି। ଏବେ ପ୍ୟାଟ କମିନ୍ସ ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri