ବିହାରରେ ବଦଳିବ ମୁଖ୍ୟମନ୍ତ୍ରୀ! ଭାଜପା ନେତାଙ୍କ ବୟାନକୁ ନେଇ ବଢିଲା ନୀତୀଶଙ୍କ ଟେନସନ୍, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୨୭।୬: ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ମଧ୍ୟ ରାଜନୀତି ଚର୍ଚ୍ଚା ଶେଷ ହୋନାହିଁ। ଗୋଟିଏ ପଟେ ଇଣ୍ଡିଆ ସହଯୋଗୀ ଦଳର ନେତାଙ୍କ ପକ୍ଷରୁ କ୍ଷମତା ବଦଳାଇବା ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା ଗଠବନ୍ଧନ ମଧ୍ୟରେ…
ସଂସଦରେ ହଟ୍ଟଗୋଳ, ହେଲେ ବାହାରେ ଭାଜପା-କଂଗ୍ରେସ ନେତାଙ୍କ ବନ୍ଧୁତ୍ୱ
ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଅନେକ ଅଭିଯୋଗ ହୋଇଥିଲା। ସଂସଦର ଅଧିବେଶନ ସମୟରେ ମଧ୍ୟ ଉଭୟ ଦଳର ଏମପିଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, କିନ୍ତୁ ଯେତେବେଳେ କଂଗ୍ରେସ ଓ ଭାଜପାର ନେତାମାନେ ସଂସଦ…
ମୋବାଇଲ ଆପ୍ରେ ସ୍ଲଟ ବୁକିଂ କରି ମହାପ୍ରଭୁଙ୍କୁ କରିବେ ଦର୍ଶନ! ଜାଣନ୍ତୁ କ’ଣ କହିଲେ ଗଜପତି
ଭୁବନେଶ୍ୱର,୨୭।୬: ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ ବ୍ୟବସ୍ଥା ବିଷୟରେ ବଡ଼ ସୂଚନା ଦେଇଛନ୍ତି ସୂଚନା ଗଜପତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ମୋବାଇଲ ଆପ୍ରେ ସ୍ଲଟ ବୁକିଂ ଦ୍ୱାରା ଦର୍ଶନ ଯୋଜନା ରହିଛି। ଯେକେହି ଦର୍ଶନାର୍ଥୀ ସ୍ଲଟ ବୁକିଂ କରି…
ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାଙ୍କ ଜୀବନ
ସମ୍ବଲପୁର/ପଡିଆବାହାଲ,୨୭ା୬(ପ୍ରମୋଦ ବହିଦାର/ରାଧାମୋହନର ଷଢ଼ଙ୍ଗୀ): ସମ୍ବଲପୁର ସଦର ଥାନା ଅଧୀନ ବୁଦେଲଛିଣ୍ଡା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ପୁଅର ଠେଙ୍ଗାମାଡ଼ରେ ବାପା ରାମ ପ୍ରସାଦ ବାଗ୍ ଓରଫ ରାମିଆଁ(୬୦)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୋଲିସ ଅଭିଯୁକ୍ତ ପୁଅ ଧୀରେନ…
ଏବେ କେଉଁଠି ଆଇପିଏସ ଆଶିଷ ସିଂ? ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଲା ଗୃହ ବିଭାଗ
ଭୁବନେଶ୍ୱର,୨୭।୬: ଆଇପିଏସ ଆଶିଷ ସିଂ ଏବେ କେଉଁଠି ବୋଲି ଗୃହ ବିଭାଗ ପ୍ରଶ୍ନ କରିଛି। ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଛନ୍ତି। ତେବେ…
ଲାଗୁ ହେଲା ନୂଆ ଟ୍ରାଫିକ କଟକଣା
ଭୁବନେଶ୍ୱର,୨୭।୬: କଟକ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି। କଟକ ସହରର ପ୍ରମୁଖ ୧୯ଟି ରୁଟକୁ କମିଶନରେଟ ପୋଲିସ ନୋ ପାର୍କିଂ ଜୋନ ଘୋଷଣା କରିଛି । ନୋ ପାର୍କିଂ ରୁଟରେ ବେଆଇନ ଭାବେ…
ମଇଁଷି ଖୋଜିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଗଲେ
ବାଲିଗୁଡ଼ା,୨୬।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକର ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରତର ହୋଇଛନ୍ତି। ସେ ହେଲେ ଅଖିଳ ପ୍ରଧାନୀ (୩୫)। ଅଖିଳ ଗୁରୁବାର ଗାଁ ଜଙ୍ଗଲକୁ ମଇଁଷି…
ମୋବାଇଲ ରିଚାର୍ଜ ଦାମ୍ ବଢାଇଲା ଜିଓ ରିଲାଏନ୍ସ, ୩ ଜୁଲାଇରୁ ହେବ ଲାଗୁ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ପ୍ଲାନ୍
ନୂଆଦିଲ୍ଲୀ,୨୭।୬: ମୋବାଇଲ ରିଚାର୍ଜ ଶୁଳ୍କ ମହଙ୍ଗା ହୋଇଛି। ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ମୋବାଇଲ ରିଚାର୍ଜ ଶୁଳ୍କ ବୃଦ୍ଧି କରି ଏକ ନୂତନ ଶୁଳ୍କ ଯୋଜନା ପ୍ରଣୟନ କରିଛି। ଜିଓର ନୂତନ ଶୁଳ୍କ ଯୋଜନା ୨୦୨୪ ଜୁଲାଇ…
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ
ନୂଆଦିଲ୍ଲୀ,୨୭।୬: ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଏମ୍ସ ହସ୍ପିଟାଲରୁ ଗୁରୁବାର ଡିସ୍ଚାର୍ଜ ହୋଇଛନ୍ତି। ବୁଧବାର ରାତିରେ ଆଡଭାନୀ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା…
ବିହାରର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ କହିଲେ ଅଶ୍ୱିନୀ ଚୌବେ
ଭାଗଲପୁର,୨୭।୬: ଭାଗଲପୁରରେ ବିହାର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ ହେବ ତାହା ଭାଜପା ନେତା ଅଶ୍ୱିନୀ କୁମାର ଚୌବେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ ଇଚ୍ଛା କରୁଛି ଏବଂ ମୁଁ ଦଳର ନେତୃତ୍ୱକୁ ମଧ୍ୟ କହିଛି ଯେ…
୨୦୧୮ରୁ ଅନ୍ଲାଇନ୍ରେ ଅର୍ଡର କରିଛନ୍ତି ଚପଲ, ଏଯାଏ ହୋଇନି ଡେଲିଭରି
ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବ୍ୟକ୍ତି ଜଣକ ୨୦୧୮ରୁ ଅନ୍ଲାଇନ୍ରେ ଏକ ଚପଲ ଅର୍ଡର କରିଥିଲେ। ଏହି ସମୟରେ ସେ ଅନେକ ବର୍ଷା, ବନ୍ୟା, ମହାମାରୀ ଦେଖିଲେ, ଭାରତ ବିଶ୍ୱକପ…
ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବିଗ୍ରେଡ୍
ଜର୍ଜଟାଉନ୍,୨୬ା୬: ଟି୨୦ କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଇଂଲଣ୍ଡ। ଗୁଏନାରେ ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ୨୦୨୨ ଟି୨୦ ବିଶ୍ୱକପ୍ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ୨୦୨୨ରେ ଅନୁଷ୍ଠିତ ଗତ ବିଶ୍ୱକପ୍ର ସେମିଫାଇନାଲରେ ଭାରତକୁ…
Archives


