Home Left

ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ:ଫଡନଭିସଙ୍କୁ ଭେଟିବା ପରେ ଉଦ୍ଧବ ଠାକ୍‌ରେ କହିଲେ…

ପୁଣେ,୨୭।୬: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଭେଟ ହୋଇଛି। ଏହାର ଫଟୋ ଭାଇରାଲ ହେଉଛି। ଏନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ସେ ଆଜି ଲିଫ୍ଟରେ ହଠାତ୍‌…

୭୦ ବର୍ଷରୁ ଅଧିକ ପ୍ରତ୍ୟେକ ଭାରତୀୟଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଦେବେ ସରକାର

ନୂଆଦିଲ୍ଲୀ,୨୭।୬: ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କହିଛନ୍ତି। ଦେଶରେ ୨୫,୦୦୦ ଜନ ଔଷଧି କେନ୍ଦ୍ରର ଉଦଘାଟନ…

ଭାଜପା ଅଫିସ୍‌ ଭାଙ୍ଗିଦେଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୨୭।୬: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ରାଜ୍ୟର ଅନେକ ଜିଲାରେ ଉଚ୍ଛେଦ ଅଭିଯାନକୁ ପୋଲିସ ଜୋରଦାର କରିଛି। ଏହା ଅଧୀନରେ କୋଲକାତାର ଗୋରାଗାଚାଠାରେ ଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି।…

ସରକାରୀ ଜାଗାରୁ ମୋରମ ଖୋଳି ଲୁଟୁଛନ୍ତି ମାଫିଆ, ଟାକ୍ଟର-ଜେସିବି ଜବତ

ହାଟଡିହୀ,୨୭ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ପୋଲିସ ମୋରମ ଏବଂ ପଥର ମାଫିଆମାନଙ୍କ ପାଇଁ ଏବେ କଣ୍ଟା ସାଜିଛି। ନିକଟରେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଥିବା ବେଳେ ଏହି ଥାନା ଅଞ୍ଚଳଟି ଉଭୟ ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ସଂଲଗ୍ନ କରୁଛି।…

ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି

ଭୁବନେଶ୍ୱର,୨୭ା୬: ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଦଳର ଶୋଚନୀୟ ପରାଜୟ ପାଇଁ ପିସିସି…

ଜାତୀୟ ସଙ୍ଗିତକୁ ଅପମାନିତ କରିଛନ୍ତି ଓମ ବିର୍ଲା? ଜାଣନ୍ତୁ କାହିଁକି ଏମିତି କହିଲେ ସୁପ୍ରିୟା ଶ୍ରୀନେତ

ନୂଆଦିଲ୍ଲୀ,୨୭।୬: ଗୁରୁବାର ସଂସଦର ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନ। ୧୮ତମ ଲୋକ ସଭାରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଅଭିଭାଷଣ ଦେଇଥିଲେ ଏବଂ ସେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏସବୁ ମଧ୍ୟରେ କଂଗ୍ରେସ ମୁଖପାତ୍ର ଲୋକ ସଭା ବାଚସ୍ପତି…

ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲା: ବିହାରର ପାଟନାରୁ ଦୁଇଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ,୨୭।୬: ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ବିହାରର ପାଟନା ଠାରୁ ଗିରଫ କରାଯାଇଛି। ଦୁଇଜଣ ମନୀଷ କୁମାର ଏବଂ ଆଶୁତୋଷ କୁମାର ବୋଲି ଚିହ୍ନଟ କରାଯାଇଛି। ଏହାପରେ…

ରାଜନୈତିକ ଚାପକୁ ନେଇ ମୁହଁ ଖୋଲିଲେ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୭।୬: ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ରାଜନେତିକ ଚାପକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଭାବେ କାର୍ଯ୍ୟ କରୁଛି, କିନ୍ତୁ କୌଣସି ରାଜନୈତିକ ଚାପରେ କେବେ କାମ କରିନାହାଁନ୍ତି। ଅକ୍ସଫୋର୍ଡ ୟୁନିଅନର…

ସଂସଦରେ ବଡ ଘୋଷଣା କଲେ ରାଷ୍ଟ୍ରପତି, ଦେଶର ବରିଷ୍ଠ ନାଗରିକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ଗୁରୁବାର ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଏକ ବଡ଼ ଘୋଷଣା କରିଥିଲେ। ସେ ଆୟୁଷ୍ମାନ ଯୋଜନା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ୭୦ ବର୍ଷରୁ…

ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୬: ଦେଶରେ ୧୮ତମ ଲୋକ ସଭା ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବଜେଟରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ସେ…

ତାମିଲ ସଂସ୍କୃତିକୁ ଘୃଣା କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭।୬: ସମାଜବାଦୀ ପାର୍ଟି ଏମପି ଆର.କେ ଚୌଧୁରୀ ଉତ୍ତରପ୍ରଦେଶର ମୋହନଲାଲଗଞ୍ଜରୁ ସେଙ୍ଗୋଲଙ୍କୁ ହଟାଇବା ପାଇଁ ଏକ ଚିଠି ଲେଖିବା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ସମାଜବାଦି ପାର୍ଟି ଏବଂ ଇଣ୍ଡିଆ ଆଲାଇନ୍ସକୁ…

ଆଖି ବୁଜିଲା ନାଲି ବାଘୁଣୀ ‘ସାରା’

ଭୁବନେଶ୍ୱର,୨୭।୬: ନନ୍ଦନକାନନରେ ଆଖି ବୁଜିଛି ନାଲି ବାଘୁଣୀ ‘ସାରା’। ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ଏହି ବାଘୁଣୀଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା। ତେବେ ସାରା ୨୦୦୯ରେ ଭୋପାଳ ଚିଡ଼ିଆଖାନାରୁ ଓଡ଼ିଶା ଆସିଥିଲା। ଏବେ ତାକୁ ୧୯ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri