ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର
ସିଡନୀ,୧୨।୮: ଅଷ୍ଟ୍ରେଲିଆର କେନର୍ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ…
ଏସ୍ପ୍ଲାନେଡ୍ ମଲ୍ରେ ପଞ୍ଜାବ ଗ୍ରୀଲ୍ ଆଉଟ୍ଲେଟ୍
ଭୁବନେଶ୍ୱର,୧୨।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଇଟ୍ ବାଇଟ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ର ଫୁଡ୍ ବ୍ରାଣ୍ଡ୍ ‘ପଞ୍ଜାବ ଗ୍ରୀଲ୍’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍ପ୍ଳାନେଡ୍ ମଲ୍ରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶା ବଜାରରେ ବ୍ରାଣ୍ଡ୍ର ପ୍ରଥମ ଆଉଟ୍ଲେଟ୍ ଆନୁଷ୍ଠାନିକ…
ବାଂଲାଦେଶର ନୂଆ ବସ୍ ମହମ୍ମଦ ୟୁନୁସଙ୍କୁ ମିଳିଲା ପୁରସ୍କାର! ପ୍ରଥମେ ୬ ମାସର ଜେଲଦଣ୍ଡରୁ ମୁକ୍ତି
ଢାକା,୧୨।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେବା ପରେ ସେଠାକାର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଏବେବି ହିଂସା ଲାଗି ରହିଛି। ତାଙ୍କ ପରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି ମହମ୍ମଦ ୟୁନୁସ। ଏହି ଦାୟିତ୍ୱ ଗ୍ରହଣ…
ଜୟଶଙ୍କର ପହଞ୍ଚିବା ପରେ ମାଳଦ୍ୱୀପର ଅହଂକାର ଭାଙ୍ଗିଲା
ମାଲେ,୧୨।୮: ଭାରତ ଏବଂ ଏହାର ଛୋଟ ପଡୋଶୀ ଦେଶ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ପୁଣି ଥରେ ଟ୍ରାକ୍କୁ ଫେରୁଛି। ଚାଇନା ସମର୍ଥନ ସତ୍ତ୍ୱେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସହ ସମ୍ପର୍କ ନଷ୍ଟ କରିବାକୁ ଚାହୁଁନାହାଁନ୍ତି। ଏହି କାରଣରୁ ସେ ବର୍ତ୍ତମାନ…
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୫ଛାତ୍ରଙ୍କ ଜୀବନ
ଚେନ୍ନାଇ,୧୨।୮: ଚେନ୍ନାଇ-ତିରୁପତି ଜାତୀୟ ରାଜପଥ ତିରୁଭେଲର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତ ଛାତ୍ର ଏ ବିଶ୍ବବିଦ୍ୟାଳୟର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା…
ବାଂଲାଦେଶରେ ହିଂସା ମଧ୍ୟରେ ୫ ବାଂଲାଦେଶୀଙ୍କୁ ମିଳିଲା ଇଣ୍ଡିଆନ ସିଟିଜେନଶିପ
ନୂଆଦିଲ୍ଲୀ,୧୨।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କର୍ନାଟକର ପାଞ୍ଚ ଜଣ ବାଂଲାଦେଶୀ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ଭାରତୀୟ ନାଗରିକତ୍ୱ ପାଇଛନ୍ତି। ଏହି ଲୋକମାନେ ଏଠାରେ ରାଇଚୁର ଜିଲାର ସିନ୍ଧାନୁର ତାଲୁକର ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏହି ଶିବିରରେ…
ମୋବାଇଲ ନେଟୱାର୍କ ଫେଲ୍: ହନ୍ତସନ୍ତ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଗତ ୨୦ ଘଣ୍ଟା ହେଲା ଉଭୟ ବିଏସଏନଏଲ ଏବଂ ଘରୋଇ ଅନୁଷ୍ଠାନ ଜିଓ ୪ଜି ଫେଲ ହୋଇଛି। ଏତେ ସମୟ ବିତିଯାଇଥିଲେ ସୁଦ୍ଧା ଏହି ସେବାରୁ ହଜାର…
ବାତ ମାରିବା ଲକ୍ଷଣ
ବାତ ମାରିବାକୁ ‘ଫିଟ୍ସ’ ବୋଲି କହନ୍ତି। ମସ୍ତିଷ୍କର ସ୍ନାୟୁକୋଷମାନ ସଦାସର୍ବଦା ସକ୍ରିୟ। ସେକେଣ୍ଡ ପ୍ରତି ପାଖାପାଖି ୮୦ ଥର ସ୍ନାୟୁ ସଂକେତ ପ୍ରେରଣ କରିବା ମସ୍ତିଷ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। କିନ୍ତୁ ଯେଉଁମାନଙ୍କଠାରେ ଏପିଲେପ୍ସୀ ଥାଏ, ସେମାନଙ୍କ…
ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବା ପଛରେ ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯେଉଁ କେତୋଟି ବିଷୟକୁ ପ୍ରାଥମିକତା ଦିଆଯିବା ଦରକାର, ପୁଣି ତାହା ଆପଣଙ୍କର ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।…
ଅଗଷ୍ଟ ୧୫ରେ ଜମ୍ମୁ-କଶ୍ମୀରରେ ହୋଇପାରେ ବଡ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ,୧୨।୮: ଦେଶର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସି ଅଗଷ୍ଟ ୧୫କୁ ନେଇ ଏକ ବଡ଼ ସତର୍କ ସୂଚନା ଜାରି କରିଛି। ଏହି ସତର୍କ ସୂଚନାରେ ଅଗଷ୍ଟ ୧୫କିମ୍ବା ତା ପୂର୍ବରୁ ଜମ୍ମୁ କଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇପାରିବ ବୋଲି…
ମଶାବାହିତ ରୋଗ
ସାଧାରଣତଃ ଅନେକ କୀଟପତଙ୍ଗ ମଣିଷକୁ କେତେକ ଗୁରୁତର ରୋଗ ସଂକ୍ରମିତ କରିଥାଆନ୍ତି। ତିନି ପ୍ରକାର କୀଟ ପତଙ୍ଗ ଯଥା-କୀଟ, ଆରାକନିଡା ଓ କ୍ରଷ୍ଟାସିଆ ନିମ୍ନମତେ ରୋଗ ସଞ୍ଚାରଣ ପାଇଁ ଦାୟୀ ଅଟନ୍ତି। ମଶା, ମାଛିକୁ ପକ୍ଷଯୁକ୍ତ କୀଟ ଏବଂ ଫ୍ଲି, ଉକୁଣୀ…
ଗ୍ରହାଣୁ ଓ କୃଷ୍ଣ ଧୂମକେତୁ
”ପୃଥିବୀ ପ୍ରତି ଗ୍ରହାଣୁଗୁଡ଼ିକର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ…
Archives


