Home Left

ବେଫିକର ପରିବହନ ବିଭାଗ: ବିନା ନମ୍ବର ପ୍ଲେଟ ଓ ଫିଟନେସ ନ ଥାଇ ଚାଲୁଛି ଶହଶହ ଟ୍ରକ

ନିରାକାରପୁର,୧୩।୮(ମାନସ ଚନ୍ଦ୍ର ପଟ୍ଟନାୟକ ): ବିନା କାଗଜପତ୍ର ଏବଂ ବିନା ନମ୍ବରପ୍ଲେଟରେ ଭାରୀଯାନ ଚଳାଚଳ କରୁଛି। ଏନେଇ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ପରିବହନ ବିଭାଗର ଅପାରଗତା ଯୋଗୁ ଦୈନିକ ଶହଶହ ଟ୍ରକ ନୂଆ ଜଗନ୍ନାଥ ସଡକ ଦେଇ ଯା’ଆସ କରୁଛି।…

ହସିନା ଦେଶ ଛାଡିବା ପରେ ବାଂଲାଦେଶରେ ମାଡି ଆସିଲା ପୁଣି ବଡ଼ ବିପଦ, ଭୟରେ ଲୋକ…

ଢାକା,୧୩।୮: ବିରାଟ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପଡୋଶୀ ବାଂଲାଦେଶ ଏବେ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଭଳି ଅସ୍ଥିରତାର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇବାକୁ ବାଧ୍ୟ…

ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା ଲାପତା…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ବରିଷ୍ଠ ଭାଜପା ନେତା, କହିଲେ ମୁଖିଆ ପରିବର୍ତ୍ତନ କରୁ ପାର୍ଟି

ନୂଆଦିଲ୍ଲୀ,୧୩।୮:ବାଂଲାଦେଶରେ ଅଶାନ୍ତିର ବାତାବରଣ ମଧ୍ୟରେ ମନ୍ଦିର ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଛି। ଏହାକୁ ନେଇ ଅର୍ଥନୀତିଜ୍ଞ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମସ୍ବାମୀ ବାଂଲାଦେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ପ୍ରଶ୍ନ ଉଠାଇଛନ୍ତି ଯେ, ବାଂଲାଦେଶରେ…

ମୋର ଭୁଲ ହୋଇ ଯାଇଛି…ନିଜର କେଉଁ ନିଷ୍ପତ୍ତିକୁ ନେଇ ସର୍ବସମ୍ମୁଖରେ ଅନୁତାପ କଲେ ଅଜିତ ପାଓ୍ବାର, କ୍ଷମା ମାଗି କହିଲେ…

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ…

କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି…

ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା…

ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଢାକା,୧୩।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜୁଲାଇ ୧୯ରେ ଢାକାରେ ପୋଲିସ ଗୁଳିରେ ଆବୁ ସଇଦଙ୍କ ମୃତ୍ୟୁ ମାମଲାରେ ଶେଖ ହାସିନା ଏବଂ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। କୁହାଯାଉଛି ଯେ,…

ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍‌…

କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା

କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି। ଏହି…

ନବୀନଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଶୋକଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୧୩।୮: ବିଜେଡିର ଜନଜାଗରଣ ଅଭିଯାନ ନେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏବେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଜନତା ଜାଗିକି ଅଛନ୍ତି, ୨୪ ବର୍ଷର ସରକାରକୁ ସେଥିପାଇଁ ହଟେଇଛନ୍ତି ବୋଲି ଭାଜପା ବିଧାୟକ ଅଶୋକ ମହାନ୍ତି କହିଛନ୍ତି।…

BSNLକୁ ଟକ୍କର ଦେବ ଜିଓ, ଆଣିଲା ୩୪୯ ଟଙ୍କାର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ସବୁଠାରୁ ବଡ଼ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍‌ ଆଣିଛି। ୪୮ କୋଟିରୁ ଅଧିକ ଲୋକ ଜିଓ ସିମ୍‌ର ବ୍ୟବହାର କରୁଛନ୍ତି। କମ୍ପାନୀ ଯେବେଠାରୁ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କଲାଣି ସେବେଠାରୁ…

ପୋଖରୀରେ ବୁଡ଼ିଗଲେ ଯୁବକ

କଟକ,୧୩।୮: କଟକ କାଫଲା ଫାଣ୍ଡି ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଅଲିସା ବଜାର ଅଞ୍ଚଳର ଅନି (୨୪) ବୋଲି ଜଣାପଡିଛି। ହେଲେ କେଉଁ ପରିସ୍ଥିତିରେ ଯୁବକ ଜଣକ ପାଣିରେ ବୁଡିଗଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri