Home Left

କୋଲକାତା ବଳାତ୍କାର-ହତ୍ୟା ଘଟଣା ପରେ ରାଜଭବନ ଗଲେ ମମତା, ହେଲେ ପାଣି ପିଇବାକୁ ନ ପାଇ…

କୋଲକାତା,୧୬।୮: ରାଜ ଭବନରେ ହିଂସାକାଣ୍ଡ ଘଟଣାର ଅଭିଯୋଗ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ସେ ଏକାକୀ ରାଜ ଭବନକୁ ଯିବେ ନାହିଁ। କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ପଶ୍ଚିମବଙ୍ଗ ଉଠୁଛିପଡୁଛି। ସ୍ବାଧୀନତା…

ଏସ୍‌ବିଆଇ-ପିଏନ୍‌ବିରେ ଜମା ହେବ ନାହିଁ ସରକାରୀ ଧନ:ସବୁ ଆକାଉଣ୍ଟ ହେବ ବନ୍ଦ

ବେଙ୍ଗାଲୁରୁ,୧୬।୮: କର୍ନାଟକ ସରକାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ରେ କୌଣସି ସରକାରୀ ଟଙ୍କା ଜମା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟାଙ୍କଗୁଡିକରେ ପରିଚାଳିତ ଆକାଉଣ୍ଟକୁ ବନ୍ଦ କରିବା ଏବଂ ଜମା…

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର, ୧୬।୮: ୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ…

କାହାପାଇଁ ନିଜ ନିର୍ବାଚନମଣ୍ଡଳୀକୁ ଛାଡିବାକୁ ଘୋଷଣା କଲେ ଅଜିତ ପାଓ୍ବାର, ହୋଇପାରେ ବଡ଼ ଖେଳ

ମୁମ୍ବାଇ,୧୬।୮: ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ସମରସଜ୍ଜା ଆରମ୍ଭ ହୋଇଛି। ଆସନ୍ତା ବିଧାନସଭା ନିର୍ବାଚନରେ ସେ ତାଙ୍କ ଗଡ଼ ବାରମତି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଏନସିପି ମୁଖ୍ୟ ଅଜିତ…

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? ଜୟ ଶାହା ଦେଲେ ଏହି ଜବାବ

ନୂଆଦିଲ୍ଲୀ,୧୬।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ଟିମ ଇଣ୍ଡିଆର କୌଣସି ମନୋବଳ ନାହିଁ। ଏ ପର୍ଯ୍ୟନ୍ତ ଅନେକ ପ୍ରକାରର ଖବର ବାହାରକୁ ଆସିଛି । କିନ୍ତୁ ବର୍ତ୍ତମାନ ବିସିସିଆଇ ସଚିବ ଜୟ…

ଡେବ୍ୟୁ କଲେ ରାହୁଲ ଦ୍ରାବିଡଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ ଏତିକି ରନ୍‌ରେ ହେଲେ ଆଉଟ୍‌

ନୂଆଦିଲ୍ଲୀ,୧୬।୮: ଭାରତର କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ ମହାରାଜା ଟ୍ରଫି ଟି-୨୦ ଟୁର୍ନାମେଣ୍ଟରେ ଡେବ୍ୟୁ କରିଛନ୍ତି। ସମିତଙ୍କ ଠାରୁ ବହୁତ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା। କିନ୍ତୁ ପ୍ରଥମ ମ୍ୟାଚରେ ସେ ମାତ୍ର ୭ ରନ ସ୍କୋର…

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଥରିଲା ଅଟ୍ଟାଳିକା

ତାଇପେ,୧୬।୮:ତାଇୱାନର ପୂର୍ବ ସହର ହୁଆଲିଏନ ଠାରୁ ୩୪ କିଲୋମିଟର (୨୧ ମାଇଲ)ରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ, ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦ୍ୱୀପକୁ ଏହା ଦ୍ୱିତୀୟ ବଡ଼ ଭୂକମ୍ପ ଥିଲା। ଏପର୍ଯ୍ୟନ୍ତ କୌଣସି…

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ପାପଡାହାଣ୍ଡି,୧୫।୮(ସ୍ବପ୍ନଜିତ ପଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅଧୀନ ଟିଲିଗୁଡା ଗ୍ରାମରେ ଏକ ଅଭାବନୀଘଟଣା ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି…

ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବର୍ଜନ କଲା ବିଜେଡି

ଭୁବନେଶ୍ୱର, ୧୫।୮: ନିର୍ବାଚିତ ବିଧାୟକ ଥିବାରୁ ସେମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ…

ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା…

ଗଛ କାଟିବା ହେଲା କାଳ: ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ

କୁଆଁରମୁଣ୍ଡା,୧୫।୮(ମହେନ୍ଦ୍ର କୁମାର ସାହୁ): ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଗଛ କଟାଯାଇ ନ ଥିଲା। ବର୍ଷା ଦିନେ ଘର ପାଖ ଗଛ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବା ଆଶଙ୍କାରେ ଗୁରୁବାର ଗଛ ଡାଲ କାଟୁଥିବା ବେଳେ ଏକ ଅଘଟଣ ଘଟିଛି।…

ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର

ନୂଆଦିଲ୍ଲୀ,୧୫।୮: ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ରହିବେ। ବିସିସିଆଇ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛି। ନଭେମ୍ବର ୨୦୨୧ରୁ ତାଙ୍କର ପ୍ରଥମ ତିନି-ବର୍ଷ ଚୁକ୍ତିନାମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri