FIFA World Cup 2026 Prize Money: ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହେବା ପରେ କେତେ ପୁରସ୍କାର ରାଶି ପାଇଲା ସ୍ପେନ? ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନ୍ୟୁୟର୍କ,୨୦।୭: ସ୍ପେନ ଅତିରିକ୍ତ ସମୟରେ ଏକ ଗୋଲ ଦେଇ ଆର୍ଜେଣ୍ଟିନାକୁ ପରାସ୍ତ କରି ଫିଫା ବିଶ୍ୱକପ 2026 ଟାଇଟଲ ହାସଲ କଲା। ଏହି ବିଜୟ ସହିତ, ସ୍ପେନ 16 ବର୍ଷ ପରେ ବିଶ୍ୱ ଚାମ୍ପିଅନ ଟାଇଟଲ ପୁନଃପ୍ରାପ୍ତ କଲା; ଦଳ ପୂର୍ବରୁ…
ମେଟଲାଇଫରେ ପୁଣି ଭାଙ୍ଗିଲା ମେସିଙ୍କ ମନ: ମନେପଡିଲା ୨୦୧୬, ଶେଷ ହେଲା ଦ୍ୱିତୀୟ ବିଶ୍ୱକପ ଟାଇଟଲର ସ୍ବପ୍ନ
ନ୍ୟୁୟର୍କ,୨୦।୭: ନ୍ୟୁ ଜର୍ସିର ମେଟଲାଇଫ ଷ୍ଟାଡିୟମ ପୁଣି ଥରେ ଲିଓନେଲ ମେସିଙ୍କ କ୍ୟାରିୟରର ସବୁଠାରୁ ଭାବପ୍ରବଣ ଅଧ୍ୟାୟ ପାଇଁ ସ୍ଥାନ ପାଇଲା। ଦଶ ବର୍ଷ ପୂର୍ବେ, ଏହି ପିଚରେ, ସେ କୋପା ଆମେରିକା ଫାଇନାଲରେ ପରାଜୟ ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର…
FIFA ଫାଇନାଲରେ ହାରିବା ପରେ ଆର୍ଜେଣ୍ଟିନାରେ ଦଙ୍ଗା, ପୋଲିସକୁ ପଥର ମାଡ
ନୂଆଦିଲ୍ଲୀ,୨୦।୭: ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍ ଠାରୁ ଦଳର ପରାଜୟ ପରେ ଆର୍ଜେଣ୍ଟିନାରେ ଦଙ୍ଗା ଆରମ୍ଭ ହୋଇଛି। ଆର୍ଜେଣ୍ଟିନାର ଖେଳାଳି ଲିଓନେଲ୍ ମେସି ତାଙ୍କ ଶେଷ ବିଶ୍ୱକପ୍ ଖେଳୁଥିଲେ କିନ୍ତୁ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି ହାତେଇବାରେ ବିଫଳ ହୋଇଥିଲେ…
ତାମ୍ପରାରେ ମେଳି ବାନ୍ଧିଲେ ଶତାଧିକ ବିଜେଡି କର୍ମୀ, ଭାଜପା ସରକାରକୁ ଟାର୍ଗେଟ୍ କରି…
ଗଞ୍ଜାମ,୨୦ା୭(ବିଦ୍ୟାଧର ସାହୁ): ଛତ୍ରପୁର ମଣ୍ଡଳୀ ସ୍ତରୀୟ ବିଜେଡିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତାମ୍ପରା ହ୍ରଦଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ନେତୃତ୍ୱ ନେଇଥିଲେ। ଦଳର ସାଙ୍ଗଠନିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ରାଜ୍ୟରେ…
ବହି ଅଛି, ହେଲେ ପିଲାଙ୍କ ପାଖରେ ପହଞ୍ଚୁନି: ସ୍କୁଲ ଖୋଲିବାର ମାସେ ବିତିଲାଣି…
ଅମରପାଲି, ୨୦।୭ (ପୀତାମ୍ବର ସାହୁ): ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯାଇଛି। କିନ୍ତୁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକରେ ସ୍କୁଲ ଖୋଲିବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନେକ…
ସାଧାରଣ ଲୋକଙ୍କ ଦାବି, ସପ୍ତାହକୁ ଦୁଇଦିନ ହେଉ ଜମି ରେଜିଷ୍ଟ୍ରେସନ
କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ତହସିଲ୍ ଠାରେ ସପ୍ତାହକୁ ମାତ୍ର ଗୋଟିଏ ଦିନ ସବରେଜେଷ୍ଟ୍ରା ଅଫିସ ଚାଲୁଅଛି । ଏଠାରେ କେବଳ ପ୍ରତି ସପ୍ତାହରେ ଶୁକ୍ରବାର ଦିନ ଜମିଜମା କିଣାବିକା ରେଜିଷ୍ଟ୍ରେସନ ହୋଇଥାଏ । ଏଥିପାଇଁ ମାତ୍ର ୩୦ଟି ସ୍ଲଟର…
ଫାଇନାଲ ନ ଖେଳି ବି ଚର୍ଚ୍ଚାରେ କିଲିଆନ ଏମ୍ବାପେ, ପାଇଲେ ଏମିତି ସଫଳତା ଯାହା ଏପର୍ଯ୍ୟନ୍ତ ଅନ୍ୟ କେହି ହାସଲ କରିନାହାଁନ୍ତି
ନ୍ୟୁୟର୍କ,୨୦।୭: ଯଦିଓ ଫ୍ରାନ୍ସ ଦଳ ୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ପହଞ୍ଚି ପାରିନଥିଲା, କିନ୍ତୁ ସେମାନଙ୍କର ଷ୍ଟାର ଖେଳାଳି କିଲିଆନ ଏମ୍ବାପେ ନିଶ୍ଚିତ ଭାବରେ ଇତିହାସ ରଚିଥିଲେ। ସ୍ପେନ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଫ୍ରାନ୍ସ ତୃତୀୟ…
ବିଦେଶରେ ଥାଇ ଗାଁର ମହକ ଭୁଲିନାହାନ୍ତି ଚିଦାନନ୍ଦ, ୨୨ ବର୍ଷ ବୟସରେ କୃଷକଙ୍କ ପାଇଁ କରୁଛନ୍ତି ଏମିତି ଚିନ୍ତା…
ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଅନ୍ତର୍ଗତ ନଛିପଡ଼ା ଗାଁର ୨୨ବର୍ଷୀୟ ସୋମିତ୍ରୀ ଚିଦାନନ୍ଦ ଦାସ କାନାଡାରେ ଚାକିରି କରୁଛନ୍ତି। ବିଦେଶରେ କାମ କରୁଥିଲେ ହେଁ ସେ ଗାଁର ମହକ ଭୁଲି ପାରି ନାହାନ୍ତି। ଗୁରୁବାର…
‘ସଂଯୋଗ ନୁହେଁ ସନ୍ଦେଶ…’ ମୌସୁମୀ ଅଧିବେଶନ ପୂର୍ବରୁ ମୋଦିଙ୍କ ବଡ଼ ବାର୍ତ୍ତା, କହିଦେଲେ ବଡ଼ କଥା
ନୂଆଦିଲ୍ଲୀ,୨୦ା୭: ସଂସଦର ମୌସୁମୀ ଅଧିବେଶନର ଠିକ୍ ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ଅନେକ ସଫଳତା ଉଲ୍ଲେଖ କରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ…
ଅଧିକ ଶୋଉଥିଲେ ହୋଇପାରେ ଏହି ରୋଗ, ବିଶେଷଜ୍ଞ କୁହନ୍ତି…
ଜଣେ ବ୍ୟକ୍ତି ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି। କିନ୍ତୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଶୋଇବାକୁ ପସନ୍ଦ କରନ୍ତି। ହେଲେ…
FIFA 2026: ବିଶ୍ୱକପ ଫାଇନାଲ ପରେ ପଡ଼ିଆ ପାଲଟିଲା ରଣକ୍ଷେତ୍ର; ଆର୍ଜେଣ୍ଟିନା-ସ୍ପେନ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ; ଫିଫା ନେଲା ବଡ଼ ଆକ୍ସନ
ନ୍ୟୁୟର୍କ,୨୦।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ସ୍ପେନ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଥିଲା। ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚ ପରେ ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରାଜୟରେ ହତାଶ ହୋଇ କେତେଜଣ ଆର୍ଜେଣ୍ଟିନା…
ହଠାତ୍ ଜଳିଗଲା ATM, ଧୂଆଁ ବାହାରିବା ଦେଖି ଲୋକେ….
ବେଲପାହାଡ଼,୨୦ା୭(ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଏଟିଏମରେ ରବିବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ…

