Home Left

ଆଜି ହେରାପଞ୍ଚମୀ -ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ,୨୦।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଆସି ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଶ୍ରୀବିଗ୍ରହମାନଙ୍କ ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ…

Video: ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଲା ମେସିଙ୍କ ଲୁହ, ପରାଜୟରେ ଶେଷ ହେଲା ବିଶ୍ୱକପ ଯାତ୍ରା

ନ୍ୟୁୟର୍କ,୨୦।୭: ଲିଓନେଲ ମେସି କାନ୍ଦୁ ନଥିଲେ। କିମ୍ବା ସେ ରାଗି ନଥିଲେ। ସେ କେବଳ ଏକା ବସିଥିଲେ। କ୍ୟାମେରା ତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ସମୟରେ, ଏହି ଫୁଟବଲ କିମ୍ବଦନ୍ତୀଙ୍କ ମୁହଁରେ କୌଣସି ଭାବନା ନଥିଲା। ତଥାପି, ସେ କିଛି…

ଶିକ୍ଷକ ଅବସର ପରେ ଏଡେଡ୍ ହାଇସ୍କୁଲରେ ନିଯୁକ୍ତି ନାହିଁ: ଶିକ୍ଷକ ଅଭାବରେ ଶିକ୍ଷାଦାନ ବ୍ୟାହତ

କେସିଙ୍ଗା, ୨୦।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରକାରୀ ଅନୁଦାନପ୍ରାପ୍ତ (ଏଡେଡ୍) ଓ ନୂତନ ଏଡେଡ୍ ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନଙ୍କ ଅବସର ପରେ ନୂତନ ନିଯୁକ୍ତି ହେଉ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ…

ଖୁସି ଖବର ଦେଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୦।୭: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଖୁସି ଆସିଛି। ତାଙ୍କ ପତ୍ନୀ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁର ନାମ ଆଲେକ ନୀଲ ଭାନ୍ସ ରଖାଯାଇଛି। ଏହି ମୁହୂର୍ତ୍ତଟି ଆମେରିକୀୟ…

Hormuz Ship Blast: ହର୍ମୁଜ ପ୍ରଣାଳୀ ପାର ହେଉଥିବା ଦୁଇଟି ଜାହାଜରେ ବିସ୍ଫୋରଣ, ଗୋଟିଏରେ ତେଲ ସହ ଏଲପିଜି ଥିବା ବେଳେ ଅନ୍ୟଟିରେ ଥିଲା ସାର!

ତେହରାନ,୨୦।୭: ବିଶ୍ୱ ତୈଳ ଯୋଗାଣ ପାଇଁ ଜୀବନରେଖା ବିବେଚିତ ହର୍ମୁଜ ପ୍ରଣାଳୀରେ ବିସ୍ଫୋରଣର ରିପୋର୍ଟ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ନୌସେନା ଖଣି ସହିତ ଧକ୍କା ଯୋଗୁ ବିସ୍ଫୋରଣ ପରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ…

ନିଖୋଜ ଥିଲେ ବୃଦ୍ଧ ପୋଖରୀରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୦।୭,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ଗ୍ରାମର ଭାସ୍କର ବରାଡ଼(୮୨) ଶନିବାର ସାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ମୃତଦେହ…

ଜଗା ଦର୍ଶନ ପାଲଟିଲା ଶେଷ ଯାତ୍ରା, ଚା’ କପ୍‌ ଧରି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ…

ଛତ୍ରପୁର, ୨୦।୭ (ଦିଲ୍ଲୀପ ସାମଲ): ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଛି। ଛତ୍ରପୁର ରିକାପଲ୍ଲୀ ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର ସେନାପତି (୭୦) ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ୍‌ ଚକା…

କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ, ଚାପା ଉତ୍ତେଜନା

ବରଗଡ଼୨୦।୭(ପ୍ରେମାନନ୍ଦ ଖମାର): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତ ସେଠାରେ ରହିଥିବା ଏକ ଷ୍ଟୁଲ…

କେବେ ଆଉ କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ

ନୂଆଦିଲ୍ଲୀ,୨୦।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ…

ଗଞ୍ଜେଇ ବ୍ୟବସାୟୀଙ୍କ ମାଡ଼ରେ ୩ ପୋଲିସ ଆହତ

ହରଭଙ୍ଗା,୨୦।୭(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ହାଟଗାଁଠାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ବ୍ୟବସାୟୀଙ୍କ ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ…

ବଡ଼ବାପା, ଦାଦା ସାଜିଲେ ରାକ୍ଷସ: ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି ନାବାଳିକା

ବ୍ର୍ରହ୍ମପୁର,୨୦।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ପୁଣି ଯୌନଶୋଷଣ ଘଟଣା ସାମନାକୁ ଆସିଛି। ଦୁଇ ନାବାଳିକା ପରିବାର ମୁଖିଆଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି। ଗୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଅଭିଯୋଗରେ ବଡ଼ବାପା…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ ଜୀବନ ବିତାଉଥିବା ପିଲାଙ୍କୁ ଉଦ୍ଧାର କରି ପଢ଼ାଉଛନ୍ତି। ଏହି କାର୍ଯ୍ୟ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?