ଏଇ ଭାରତରେ
ଏମ୍. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ ଜୀବନ ବିତାଉଥିବା ପିଲାଙ୍କୁ ଉଦ୍ଧାର କରି ପଢ଼ାଉଛନ୍ତି। ଏହି କାର୍ଯ୍ୟ ପାଇଁ ସେ…
ସିନ୍ଥେଟିକ ବୁଦ୍ଧିମତ୍ତା
ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି ଖ୍ରୀ.ପୂ. ୩୫୦୦ ରୁ ୪୦୦୦ ବର୍ଷ ପୂର୍ବେ ମେସୋପଟାମିଆ ଅଞ୍ଚଳର ଚକର ଆବିଷ୍କାର।…
ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଏମିତି କହିଦେଲେ ନବୀନ, ସବୁଠି ଚାଲିଛି ଚର୍ଚ୍ଚା
ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ପ୍ରତ୍ୟେକ ବିକଶିତ ରାଷ୍ଟ୍ର ପାଇଁ ଉନ୍ନତ ଶିକ୍ଷା ବ୍ୟବସ୍ଥା ହିଁ ଜରୁରୀ। ଏକ ଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ଏକ ସ୍ବଚ୍ଛ, ବିଶ୍ୱସନୀୟ ପରୀକ୍ଷା ପ୍ରକ୍ରିୟା ଉପରେ ଏହା ନିର୍ଭର କରେ। ଭାରତ ମଧ୍ୟ ତା’ର ଶିକ୍ଷା…
ବାଲ୍ୟକାଳ ବାହୁଡ଼ି ନ ଆସୁ
ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ- ”ମୋ ସକଳ ଧନ ସମ୍ପତ୍ତି, ପ୍ରତିଷ୍ଠା ପ୍ରତିପତ୍ତି, ଯାହା କିଛି ମୋ ପାଖରେ…
ଆଜି ଅନଶନ ଭାଙ୍ଗିପାରନ୍ତି ଓ୍ବାଙ୍ଗ୍ଚୁକ୍
ନୂଆଦିଲ୍ଲୀ,୨୦ା୭ (ପି.ଟି.): ରାଜନେତାମାନେ ଯଦି ସଫଦରଜଙ୍ଗ ହସ୍ପିଟାଲରେ ଆକ୍ଟିଭିଷ୍ଟ ସୋନମ୍ ଓ୍ବାଙ୍ଗ୍ଚୁକ୍ଙ୍କୁ ଭେଟି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ କାଳରେ ଶିକ୍ଷା ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉଠାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳାଇଥିବା ଅନଶନ ସୋମବାର ଭାଙ୍ଗିବେ ବୋଲି…
ତରଳ ଲୁଣ, ମଣିଷ ଝାଳ: ଆସୁଛି ଅଭିନବ ‘ବ୍ୟାଟେରି’ ପ୍ରଯୁକ୍ତି
ନ୍ୟୁୟର୍କ, ୨୦ା୭: ବିଶ୍ୱରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ପ୍ରାକୃତିକ ଉତ୍ସରୁ ମିଳୁଥିବା ବିଦ୍ୟୁତ୍କୁ ଦୀର୍ଘ ସମୟ ଧରି ସଂରକ୍ଷିତ କରି ରଖିବା। ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ତରଳ ଲୁଣ,…
ଭାଜପାରେ ମିଶିପାରନ୍ତି ବିକ୍ରମ: ଗଞ୍ଜାମ ନୁହେଁ, ସବୁଠି ….
ଭୁବନେଶ୍ୱର,୨୦।୭ (ରବିନାରାୟଣ ଜେନା): ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ରାଜ୍ୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କେବେ ବିକ୍ରମ ଭାଜପାରେ ମିଶିବେ ସେନେଇ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ…
ସ୍ପେନ୍ର ୧୬,୦୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ
ସ୍ପେନ, ୨୦।୭: ସ୍ପେନ୍ ଇତିହାସର ସବୁଠାରୁ ବଡ଼ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୬,୦୦୦ ହେକ୍ଟର ଜଙ୍ଗଲ ଅଞ୍ଚଳ ଜଳିପୋଡ଼ି ପାଉଁଶ ହୋଇଯାଇଥିବାବେଳେ ନିଆଁ ଏବେ ମଧ୍ୟ ପ୍ରବଳ ବେଗରେ ମାଡ଼ିଚାଲିଛି। ସ୍ପେନ୍ର ପବ୍ଲିକ ବ୍ରଡକାଷ୍ଟର ଆରଟିଭିଇ ଅନୁଯାୟୀ ଅଗ୍ନିଶମ ବାହିନୀ ପ୍ରୟାସ ଜାରି…
ଆଜି ସିଜେପିର ‘ସଂସଦ ଚଲୋ’
ନୂଆଦିଲ୍ଲୀ,୨୦ା୭ (ପି.ଟି.): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ଧାରଣା ଜାରି ରହିଛି। ଏହି ଅବସରରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ସୋମବାର ଯନ୍ତରମନ୍ତରରୁ ପାର୍ଲାମେଣ୍ଟ ପଦଯାତ୍ରା ବା ‘ସଂସଦ…
୨-୧ରେ ସିରିଜ୍ ଜିତିଲା ଇଂଲଣ୍ଡ
ଲଡର୍ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍ର…
ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ
ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ମଧ୍ୟବର୍ତ୍ତିକାଳୀନ ଚୁକ୍ତିକୁ ଇରାନ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିଥିବା ଘୋଷଣା କରିଛି। ଆମେରିକା…
ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ
ଲଡର୍ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍ ଖେଳି ୧୭ଟି ଚୌକା ସହାୟତାରେ ୧୩୨ ରନ୍ କରି କ୍ରିଜ୍ରେ ରହିଛନ୍ତି। ଏପରିକି…

