ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍ସି, ଏସ୍ଟି ମିଳିତ ମଞ୍ଚ
ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍ସି, ଏସ୍ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍ସି, ଏସ୍ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି କ୍ରମରେ…
ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ
ଖଲ୍ଲିକୋଟ,୧୯।୮(ପ୍ରଶାନ୍ତ କୁମାର ମିଶ୍ର): ରାକ୍ଷୀ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରୁ ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା…
ମୁଁ ଇସ୍ତଫା ଦେଇଦେବି, କାହିଁକି ଏମିତି କହିଲେ ଦେବେନ୍ଦ୍ର ଫଡନ୍ଭିସ
ମୁମ୍ବାଇ,୧୯।୮: ବିଧାନସଭା ନିର୍ବାଚନ ପୂର୍ବରୁ ମରାଠା ସଂରକ୍ଷଣ ପ୍ରସଙ୍ଗ ପୁଣି ଥରେ ତୀବ୍ର ହୋଇଛି। ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ମନୋଜ ଜାରଙ୍ଗେ ପାଟିଲ ମରାଠା ସମ୍ପ୍ରଦାୟକୁ ଓବିସିରୁ ସଂରକ୍ଷଣ ପ୍ରଦାନ କରାଯିବାକୁ ଦାବି କରିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା…
ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍ ଖସି ଚାଲିଗଲା ଜୀବନ
ପାଟଣାଗଡ଼,୧୯।୮: ବଲାଙ୍ଗୀର ଜିଲା ଖପ୍ରାଖୋଲ ହନୁପାଲି ଗାଁ ନିକଟ ଏକ ପୋଲ ତଳକୁ ବାଇକ୍ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ…
ସିଆର୍ପିଏଫ୍ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ
ଶ୍ରୀନଗର,୧୯।୮: ଆତଙ୍କବାଦୀମାନେ ସୋମବାର ଜମ୍ମୁ କଶ୍ମୀରର ଉଧମପୁରରେ ଏକ ସିଆର୍ପିଏଫ୍ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ଶହୀଦ ହୋଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।…
ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ
ଛତ୍ରପୁର,୧୯ା୮(ଦିଲ୍ଲୀପ ସାମଲ)-ସୁପ୍ରିମ କୋର୍ଟ ଦ୍ୱାରା ଆରକ୍ଷଣର ଉପ ବର୍ଗୀକରଣ ଓ କ୍ରିମିଲେୟର ଆଦେଶ ମଞ୍ଜୁର ନାହିଁ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା, କେନ୍ଦ୍ର ସରକାର ଶୀଘ୍ର ସମ୍ବିଧାନ ସଂଶୋଧନକରି ଆରକ୍ଷଣକୁ ସୁରକ୍ଷିତ କରିବା, ସରକାରୀ ଜମିରେ ଦୀର୍ଘ ଦିନ ଧରି…
ରାତାରାତି କୋଟିପତି ହୋଇଗଲେ ଏହି ପାକିସ୍ତାନ ଖେଳାଳି: ମିଳୁଛି କୋଟି କୋଟି ଟଙ୍କା…
ଇସଲାମାବାଦ୍,୧୯।୮ଗତ କିଛି ଦିନ ହେବ ପାକିସ୍ତାନର ଜାଭେଲିନ ଥ୍ରୋ ଅର୍ଶଦ ନଦିମ ଏହି ଖବରରେ ଅଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କ ଅପେକ୍ଷା ଅର୍ଶଦ ନଦିିମ ଭଲ ପ୍ରଦର୍ଶନ କରିଥିଲେ। ନାଦିମ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ଅଲିମ୍ପିକ୍ସରେ…
ଭାରତ ବନ୍ଦକୁ ସମର୍ଥନ କରିବ ଏସ୍ସିଏସ୍ଟି ସଂଘ
ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍ସିଏସ୍ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ପାଳନକୁ ସମର୍ଥନ କରାଯିବ ବୋଲି ସଂଘ…
ପୁଣି ଦେଖା ଦେବ ଆଳୁ ସଙ୍କଟ! ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା ଆଉ ୩ ଦିନ ପରେ…
ଭୁବନେଶ୍ୱର,୧୯।୮: ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ତେବେ ଆଳୁ ସଙ୍କଟ କେବେ ଦୂର ହେବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗ୍ରାହକଙ୍କୁ ଝଟକା…
ଯାତ୍ରୀବାହୀ ବସ୍- ଟ୍ରକ୍ ଧକ୍କା: ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଆନନ୍ଦପୁର,୧୯।୮: କେନ୍ଦୁଝର ଜିଲା ଆନ୍ଦପୁର ବେଲବାହାଳି ବାଇପାସ୍ ରାସ୍ତାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ ସହ ଏକ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା…
ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଆଶ୍ଚର୍ଯ୍ୟକର ତଥ୍ୟ
କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ। ଉତ୍କଳୀୟ କାରୀଗରମାନଙ୍କ ଶକ୍ତି, ସାହସ ଓ କାର୍ଯ୍ୟଦକ୍ଷତା ବିଶାଳକାୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ ଭାସ୍କର୍ଯ୍ୟରୁ ସ୍ପଷ୍ଟ…
ବିଧାୟକଙ୍କ ସହ ଚମ୍ପାଇ ସୋରେନ ଦଳ ପରିବର୍ତ୍ତନ କଲେ ସରକାରଙ୍କ ପତନ ଘଟିବ! ବଡ଼ ସମୀକରଣ ବିଷୟରେ କହିଦେଲେ ଭାଜପା ନେତା
ରାଞ୍ଚି,୧୯।୮: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଗତ କିଛି ଦିନ ହେବ ଏହି ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା କ୍ରମାଗତ ଭାବରେ ହେଇଆସିଛି। ଏହି…
Archives


