ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା
ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।…
ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ
ଭୁବନେଶ୍ୱର,୧୯।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ନବୀନଙ୍କ ରାଖୀ ବାନ୍ଧିବା…
ଡାକ୍ତରଙ୍କ ବଳାତ୍କାର-ହତ୍ୟା ଘଟଣା: ଅଟୋପ୍ସି ରିପୋର୍ଟରେ ମିଳିଲା ଛାତି ଥରା ତଥ୍ୟ, ଶରୀରରେ ହୋଇଥିଲା…
କୋଲକାତା,୧୯।୮: କୋଲକାତାର ଆର.ଜି କର କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ଅଟୋପ୍ସି ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ପୀଡିତାଙ୍କ ସହ ଘଟିଥିବା ଘଟଣାର ସ୍ପଷ୍ଟ ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ମୃତଦେହ…
ରାଖୀରେ ଅଘଟଣ: ଭଉଣୀଙ୍କୁ ଛୁରି ଭୁଶିଲେ ଭାଇ
ବ୍ରହ୍ମପୁର,୧୯।୮ (ସୁବାସ ଚନ୍ଦ୍ର ପାଢ଼ୀ): ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାଖୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଆଜି ଭଳି ଦିନରେ ଜଣେ ଭାଇ…
ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ହାତୀ ‘ରାମୁ’ର ମୃତଦେହ
ଭୁବନେଶ୍ବର,୧୯।୮: ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ସୋମବାର ଦନ୍ତା ହାତୀ ‘ରାମୁ’ର ମୃତଦେହ ଉଦ୍ଧାର ହୋଇଛି। ହେଲେ ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ‘ରାମୁ’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବିଦ୍ୟୁତ୍ ବିଭାଗଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି…
ଆର୍ଜେଡିକୁ ପାନେ ଦେବେ ନୀତୀଶ କୁମାର: କରୁଛନ୍ତି ଏମିତି ପ୍ଲାନ୍
ପାଟନା,୧୯।୮: ଆରଜେଡିକୁ ଚକିତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଯୋଜନା ପ୍ରସ୍ତୁତ କରିଛନ୍ତି। ଗୋଟିଏ ପଟେ ଆସନ୍ତା ବର୍ଷ ୨୦୧୫ରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ପଟେ ଡିଫେନ୍ସ ଖେଳ ବର୍ତ୍ତମାନଠାରୁ ଆରମ୍ଭ…
ଟଙ୍କା ଏମିତି ଏକ ଜିନିଷ ଯାହା…ଗମ୍ଭୀର ଅଭିଯୋଗ ଆଣିଲେ ହେମନ୍ତ ସୋରେନ
ରାଞ୍ଚି,୧୯।୮: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁଖୀ ମୋର୍ଚ୍ଚା (ଜେଏମଏମ) ରେ ବିଦ୍ରୋହୀ ସ୍ବର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଏକ ବଡ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ…
ଆଇନମନ୍ତ୍ରୀଙ୍କ ସୂଚନା: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ୱର,୧୯।୮: ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ କରିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ ସରକାରରେ ସମୟ ଅଭାବ ଯୋଗୁ ଆସନ୍ତାବର୍ଷରୁ ନିର୍ବାଚନ କରାଯିବ…
ଆଇପିଏଲ୍ରେ କୋହଲିଙ୍କ ଫେବ୍ରାଇଟ୍ ଟିମ୍ କିଏ ଜାଣନ୍ତି
ନୂଆଦିଲ୍ଲୀ,୧୯।୮: ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟର ଭାବରେ ୧୬ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ଦୀର୍ଘ କ୍ୟାରିୟରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ବିରାଟ କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ…
ଦଶମ ଶ୍ରେଣୀ ଛାତ୍ରଙ୍କ ପେଟରେ ଛୁରି ଭୁସିଲେ ଛାତ୍ର
କୋରାପୁଟ,୧୯।୮: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ରାତିରେ ହଷ୍ଟେଲରେ ଖାଇବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଏହା କ୍ରମେ ଉର୍ଗରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ…
ମୋଦିଙ୍କ ହାତରେ ଏକ ଖାସ୍ ରାଖୀ ବାନ୍ଧିଲେ କୁନି ଝିଅ: ଜାଣନ୍ତୁ ସେଥିରେ କ’ଣ ଥିଲା ଲେଖା
ନୂଆଦିଲ୍ଲୀ,୧୯।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦ୍ୟାଳୟର ପିଲାମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିଥିଲେ। ସ୍କୁଲ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଥିଲେ ଏବଂ ସେମାନଙ୍କ ସହ କଥା ହୋଇଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ନଜର ଆସିଥିଲେ। ଜଣେ ଝିଅ…
ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା
ଭୁବନେଶ୍ୱର,୧୯।୮: ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ…
Archives


