Home Left

‘ବର୍ଡର ୨’ରେ ବରୁଣ

ମୁମ୍ବାଇ: ୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ଲୋକପ୍ରିୟ ଦେଶାତ୍ମବୋଧ ଚଳଚ୍ଚିତ୍ର ‘ବର୍ଡର’ର ସ୍ବିକେଲ ‘ବର୍ଡର ୨’କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଚଳଚ୍ଚିତ୍ରକୁ ନେଇ ରବିବାର ଏକ ବଡ଼ ଅପ୍‌ଡେଟ ସାମ୍‌ନାକୁ ଆସିଛି। ‘ବର୍ଡର ୨’ ଫିଲ୍ମ ପାଇଁ ଅଭିନେତା ବରୁଣ…

୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’

ମୁମ୍ବାଇ:  ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ହରର କମେଡି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟ…

ଧର୍ମଘଟ ବଢ଼ାଇବ ଆଳୁ ସଙ୍କଟ

ଭୁବନେଶ୍ୱର,୨୦ା୮(ଅନିଲ ଦାସ): ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖାଦେଇ ପାରେ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ…

ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସଦ୍ଭାବନା…

ବାଇଡେନ୍‌ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ

ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ହାଉସ୍‌ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍‌ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍‌ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ ପ୍ରତିବନ୍ଧକ…

ଝାଡ଼ଖଣ୍ଡକୁ ଲମ୍ବିଛି ସିମବକ୍ସ

ଭୁବନେଶ୍ୱର,୨୦ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ଅପରେଟ୍‌ ହେଉଥିବା ସିମ୍‌ବକ୍ସ ନେଟୱର୍କ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏବେ ଏହାର ଲିଙ୍କ୍‌ ଝାଡ଼ଖଣ୍ଡରେ ରହିଥିବା ଜଣାପଡ଼ିଛି। ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ ଓ ମାଷ୍ଟରମାଇଣ୍ଡ୍‌ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ ଝାଡ଼ଖଣ୍ଡର…

୨୩ରେ ୟୁକ୍ରେନ୍‌ ଯିବେ ମୋଦି

ନୂଆଦିଲ୍ଲୀ, ୨୦।୮: ଆସନ୍ତା ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ଗସ୍ତରେ ଯିବେ। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ। ୩୦ ବର୍ଷ…

ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା

ନୂଆଦିଲ୍ଲୀ,୨୦ା୮(ପି.ଟି.): ୨୦୧୯ର ୩ ତଲାକ ଆଇନକୁ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ପୂର୍ବରୁ ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା ବୋଲି ସରକାର କହିଛନ୍ତି। ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନ୍‌ ଉପରେ କେନ୍ଦ୍ର ସରକାର…

ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ୧୩ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଚେନ୍ନାଇ , ୨୦।୮: ତାମିଲନାଡ଼ୁର କୃଷ୍ଣାଗିରିସ୍ଥିତ ଏକ ଘରୋଇ ବିଦ୍ୟାଳୟର ୧୩ ଛାତ୍ରୀଙ୍କୁ ଗୋଟିଏ ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ଯୌନ ନିର୍ଯାତନା କରାଯାଇଥିବାର ଏକ ମାମଲା ସାମନାକୁ ଆସିଛି। ତେବେ ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୋମବାର ପୋଲିସ…

ସିପିଏମ ନେତା ସୀତାରାମ ୟେଚୁରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୯।୮: ସିପିଏମ ନେତା ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିଯାଇଛି। ତୁରଂତ୍ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ସୀତାରାମ…

ଆଇନଶୃଙ୍ଖଳା ସ୍ଥିତି ଉପରେ ଉଠିଲା ପ୍ରଶ୍ନ: ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୧୯।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଛି। କୋଲକାତାର ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ…

କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତଙ୍କ ଶାଶୁ ଖୋଲିଲେ ବଡ଼ ଗୁମର, କହିଲେ ସେ ଜଣେ…

କୋଲକାତା,୧୯।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବ। ଅଭିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri