ପଶ୍ଚିମବଙ୍ଗ ଏବେ ହେବ ଦ୍ୱିତୀୟ ବାଂଲାଦେଶ: ଗିରିରାଜ
ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଭାଜପା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି। ସେପଟେ ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ତଥା…
ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା : ଜାଣନ୍ତୁ କ’ଣ କହିଲେ ଆଇନମନ୍ତ୍ରୀ…
ପୁରୀ,୧୮।୮: ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ବୟାନ ରଖିଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି, ସମସ୍ତଙ୍କୁ…
କଂଗ୍ରେସକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ ଭିତିରି କଥା
ଭୁବନେଶ୍ୱର,୧୮।୮: କଂଗ୍ରେସକୁ ନେଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଦଳରେ କାହାସହ କାହାର ମତ ଠିକ ନାହିଁ, ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି। କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି, ଏହା…
ସରକାରଙ୍କ ବଡ଼ ପଦକ୍ଷେପ: ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଙ୍କଟ
ଭୁବନେଶ୍ୱର,୧୮।୮: ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ ନେଇଥିବା ସାୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରୁ ଟ୍ରେନ୍ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୨ଟି ଟ୍ରେନ୍ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି।…
ସିମ ବକ୍ସ ଜବତ ଘଟଣା: ଧିରେଧିରେ ଖୋଲୁଛି ଗୁମର, ବାଂଲାଦେଶରୁ ଭୁବନେଶ୍ବରକୁ ଆସୁଥିଲା ଟଙ୍କା
ଭୁବନେଶ୍ୱର, ୧୮।୮: ରାଜଧାନୀରୁ ସିମ ବକ୍ସ ଜବତ ହେବା ଘଟଣାରେ ଡିସିପି ପ୍ରତୀକ ସିଂହ ରବିବାରର ପ୍ରେସମିଟ କରିଛନ୍ତି। ସେ କହିଛନ୍ତି, କଟକରେ ସିମ୍ ବକ୍ସ ସେଟ୍ ଅପ ଥିଲା। ଅଭିଯୁକ୍ତ ରାଜୁ ମଣ୍ଡଳ ତଥ୍ୟ ଆଧାରରେ ସବୁଠି ଚଢ଼ାଉ ଚାଲିଛି।…
ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖାଲି ହୋଇ ହେବ ଗଣତି, ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ…
ଭୁବନେଶ୍ୱର,୧୮।୮: ଖୁବ୍ ଶୀଘ୍ର ରତ୍ନ ଭଣ୍ଡାର ଖାଲି ହେବ। ରତ୍ନଭଣ୍ଡାରରେ ଥିବା ବାକ୍ସ, ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…
ପୁଣି ଏକ ଲଘୁଚାପ: ଏସବୁ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୧୮।୮: ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ରାଜ୍ୟର କିଛି…
ଦେଖିଲେ ଟାଙ୍କୁରି ଉଠିବ ଲୋମ, ଅଣ୍ଡା ଭିତରୁ ବାହାରୁଛି ଅହିରାଜ ଛୁଆ: ପରେ…
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଲ ସେଥିରେ ଜୀବଜନ୍ତୁ, ବନ୍ୟପ୍ରାଣୀ ଅନ୍ୟତମ। କୁକୁର ଛୁଆ, ବିଲେଇ ଛୁଆ, ଛେଳି ଛୁଆ ଏମିତି ବାଛୁରୀ ଜନ୍ମ ହେବାର ଆକର୍ଷଣୀୟ ଦୃଶ୍ୟ ହୁଏତ ଆପଣ ଦେଖିଥିବେ, ମାତ୍ର ଅହିରାଜ…
ଭିନେଶ ଭାରତ ଫେରିବା ପରେ ସ୍ବାମୀ କହିଲେ ଆମେ ଆଉ…
ଚଣ୍ଡିଗଡ଼,୧୮ା୮: ଷ୍ଟାର୍ ରେସଲର ଭିନେଶ ଫୋଗଟ ଶନିବାର ପ୍ୟାରିସ୍ରୁ ଭାରତ ଫେରିଛନ୍ତି। ଏନେଇ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଅଲିମ୍ପିକ୍ସରେ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ମଧ୍ୟ ଭିନେଶଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦର…
ଗୃହମନ୍ତ୍ରୀ ପଦରୁ ହଟିଲେ ସଖାଓ୍ବତ ହୁସେନ, ନୂଆ ସରକାର ଗଠନର ୯ ଦିନ ମଧ୍ୟରେ ଛାଡିଲେ ଗାଦି
ଢାକା,୧୮।୮: ବାଂଲାଦେଶରେ ଯେମିତି ଅନିଶ୍ଚିତତାର ଅବଧି ଶେଷ ହେବାର ନାଁ ନେଉନାହିଁ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ୯ଦିନ ମଧ୍ୟରେ ବ୍ରିଗେଡିୟର୍ ଜେନେରାଲ (ଅବସରପ୍ରାପ୍ତ) ଏମ ସଖାୱତ ହୁସେନଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। କୁହାଯାଏ ଯେ ଶେଖ ହାସିନାଙ୍କୁ ବହିଷ୍କାର କରିଥିବା…
ଭଉଣୀ ପାଇଁ ଭାଇ କଲେ ଏମିତି ତ୍ୟାଗ: ଜାଣିଲେ..
ଭାଇର ତ୍ୟାଗ ଥାଇଲାଣ୍ଡର ଚନିତା ଗରିବ ପରିବାରର ଝିଅ। ଭାଇ ଓ ମା’କୁ ନେଇ ରୁହନ୍ତି। ମା’ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳାଇବା ସହ ଦୁଇ ପୁଅ ଝିଅଙ୍କୁ ପଢାନ୍ତି। ବହୁ କଷ୍ଟରେ ଦୁଇ ପିଲାଙ୍କର…
ନାକ ପଟେ ପାଣି ଟାଣି ଆଖିରେ ଲେଖନ୍ତି ବ୍ୟକ୍ତି, ଜାଣନ୍ତୁ ଏ ଆଶ୍ଚର୍ଯ୍ୟକର ଘଟଣା
ସୁନ୍ଦର ହାତଲେଖା ସମସ୍ତଙ୍କ ମନ ଜିଣିଥାଏ। ହେଲେ ବହୁତ ଚେଷ୍ଟା କଲାପରେ ବି ଅନେକଙ୍କର ହାତ ଲେଖା ସୁନ୍ଦର ହୋଇପାରି ନ ଥାଏ। କିନ୍ତୁ ୫୬ ବର୍ଷୀୟ ରୁ’ ଆଣ୍ଟିଂଙ୍କର ଅଛି ଏକ ଖାସ୍ ଟ୍ୟାଲେଣ୍ଟ। ଯେଉଁଠି ହାତରେ ଲେଖି ଲୋକଙ୍କ…
Archives


