ଟେଲିଭିଜନ ରିପୋର୍ଟରଙ୍କ ପ୍ରେମରେ ଟ୍ରମ୍ପ?କେମିତି ହେଲେ ରାଷ୍ଟ୍ରପତିଙ୍କ ଏତେ ପ୍ରିୟ, ଜାଣନ୍ତୁ…
ଓ୍ବାଶିଂଟନ,୨।୭: ଆସନ୍ତା ବର୍ଷ ଆମେରିକାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ତାଲିକାରେ ଉତ୍ତର କାରୋଲିନା ଆସନର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ବୋଲି ବିବେଚନା କରାଯାଏ। ଉତ୍ତର କାରୋଲିନା ଜିତିବା ପାଇଁ ରିପବ୍ଲିକାନ ଏବଂ ଡେମୋକ୍ରାଟ…
ସେଦିନ ପ୍ରାଇଭେଟ୍ ପ୍ଲେନ୍ରେ…ଶେଫାଳିଙ୍କୁ ନେଇ ସବୁ ଗୁମର ଖୋଲିଦେଲେ ପୂର୍ବତନ ସ୍ବାମୀ
‘କାଣ୍ଟା ଲଗା ଗାର୍ଲ’ ଏବଂ ‘ବିଗ ବସ ୧୩’ ଫେମ ଭାବରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମାତ୍ର ୪୨ ବର୍ଷ ବୟସରେ ଶେଫାଳିଙ୍କ ପରଲୋକ ଘଟିଥିଲା। ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କ…
କୋଭିଡ ଟିକା ପାଇଁ ବଢୁଛି ହୃଦଘାତ ସମସ୍ୟା? ଚମକାଇ ଦେଉଛି ICMR-AIIMS ରିପୋର୍ଟ
ନୂଆଦିଲ୍ଲୀ,୨।୭: କୋଭିଡ-୧୯ ଟିକା ଏବଂ ହଠାତ ମୃତ୍ୟୁ ବା ହୃଦଘାତ ବିଷୟରେ ଥିବା ଭୟ ଏବଂ ପ୍ରଶ୍ନର ଉତ୍ତର ଏବେ ମିଳିସାରିଛି। ICMR ଏବଂ AIIMS ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ସ୍ପଷ୍ଟ ଭାବରେ କହିଛି ଯେ ଭାରତରେ ଟିକା…
କିଏ ହେବେ ଉତ୍ତରାଧିକାରୀ, ଦଲାଇ ଲାମାଙ୍କ ଜବାବ ଶୁଣି ଚାଇନା ରାଗିକି ନିଆଁବାଣ
ବେଜିଂ,୨।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଖୁବଶୀଘ୍ର ୯୦ ବର୍ଷରେ ପଦାର୍ପଣ କରିବେ। ତାଙ୍କ ବୟସ ହେତୁ, ଉତ୍ତରାଧିକାରୀ ବିଷୟରେ ଆଲୋଚନା ପୁଣି ତୀବ୍ର ହୋଇଛି। ୧୪ତମ ଦଲାଇ ଲାମା ୧୫ତମ ଦଲାଇ ଲାମା ଭାବରେ କାହାକୁ ବାଛିବେ ତାହାକୁ ନେଇ…
ହାଇସ୍କୁଲରେ ଶହେଶଯ୍ୟା ବିଶିଷ୍ଟ ଛାତ୍ରାବାସ…
ନୂଆପଡ଼ା,୨।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ପଞ୍ଚାୟତ ମେଣ୍ଡାଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍ଘାଟିତ ହୋଇଯାଇଛି। ବିଦ୍ୟାଳୟ…
କୋରାପୁଟରେ ସର୍ବାଧିକ ବର୍ଷା, ଭାଙ୍ଗିଲା ଯାତ୍ରୀ ପ୍ରତୀକ୍ଷାଳୟ
କୋରାପୁଟ,୨ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ବୁଧବାର ୧୦୬୨.୫ ମିମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ପଟାଙ୍ଗୀ ବ୍ଲକରେ ୪୫.୨ ମିମି ହୋଇଥିବା ବେଳେ ବୈପାରୀଗୁଡ଼ାରେ ୧୧୦ ମିମି, ସେମିଲିଗୁଡ଼ାରେ ୧୨୪.୩ ମିମି,…
ବୃଦ୍ଧାଙ୍କୁ କୋଦାଳରେ ହାଣି ନିର୍ମମ ହତ୍ୟା: ମୁଣ୍ଡରୁ ଗଣ୍ଡିକୁ କରିଦେଲେ ଅଲଗା
ପାଟଣା,୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡି ଗ୍ରାମରେ ଜଣେ ବୃଦ୍ଧାଙ୍କୁ ବୁଧବାର ସକାଳୁ ନର୍ମମ ଭାବେ ହତ୍ୟା କରାଯାଉଛି। ମୃତକ ଜଣକ ଉକ୍ତ ଗ୍ରାମର ସ୍ବର୍ଗତ କାଦେ ମାଝିଙ୍କ ସ୍ତ୍ରୀ ତୁଳସୀ ମାଝି।…
୮ ଦିନିଆ ଗସ୍ତରେ ୫ ଦେଶ ଭ୍ରମଣ କରିବେ ମୋଦି, ପ୍ରଥମେ ଯିବେ ଘାନା
ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (୨ ଜୁଲାଇ, ୨୦୨୫) ଘାନାକୁ ଏକ ସରକାରୀ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ସମେତ ପାଞ୍ଚଟି ଦେଶ ଗସ୍ତ କରିବେ। ଏହା ବ୍ୟତୀତ…
ଡାଇବେଟିସ୍ ଥିଲେ କିଡ୍ନୀ ଫେଲ୍ ହେବାର ଦେଖାଦିଏ ୫ ଲକ୍ଷଣ
ଡାଇବେଟିସ୍ ଏମିତି ଏକ ରୋଗ ଯାହା ଧୀରେ ଧୀରେ ଶରୀରର ଅନ୍ୟ ଅଂଶକୁ ପ୍ରଭାବିତ କରିବା ଆରମ୍ଭ କରେ। ଏଥିମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୁଏ କିଡ୍ନୀ। ତଥାପି ଡାଇବେଟିସ୍ ସମୟରେ କିଡ୍ନୀ ଖରାପ ହେଲେ ଶରୀରର କିଛି ପ୍ରାରମ୍ଭିକ ଲକ୍ଷଣ…
ରାତିରେ ସ୍ବାମୀଙ୍କୁ ମୋବାଇଲ୍ ଦେଖିବାକୁ ମନାକଲେ ସ୍ତ୍ରୀ: ଆଉ ତା’ପରେ ଏମିତି କିଛି ଘଟିଗଲା ଜାଣିଲେ ଗୋଡ଼ତଳୁ ଖସିଯିବ ମାଟି
ଭୋପାଳ,୨।୭: ମଧ୍ୟପ୍ରଦେଶର ରେୱା ଜିଲାର ମାଙ୍ଗାୱାନ ଥାନା ଅଞ୍ଚଳର ସଥିନି ଗାଁରେ ଜଣେ ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମହିଳାଙ୍କ ସ୍ବାମୀ ଏହି ଘଟଣା ଘଟାଇଥିଲେ। ମୃତକ ସ୍ବାମୀଙ୍କୁ ରାତିରେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଥିଲେ।…
ଗଞ୍ଜାମରେ ବୁଲିଲା ଖଣ୍ଡା: ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ
ଗଞ୍ଜାମ,୨।୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନ ତେଲୁଗୁ ନୁଆଗାଁ ନିକଟରେ ଦୁଇ ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର ଶିକାର ହେଲେ ତେଲୁଗୁ ନୂଆଗାଁର ରିଙ୍କି ବେହେରା ଓ ଅଗସ୍ତି ନୂଆ ଗାଁର…
ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛତ। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ…
Archives


