କାଲିଠୁ ଆଉ ସ୍କୁଲ ଆଶିବେନି ପ୍ରଧାନ ଶିକ୍ଷୟିତ୍ରୀ, ଘଣ୍ଟାରେ ୧୦ ବାଜିଲେ…
ଦିଗପହଣ୍ଡି,୩୦ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧୧ନଂ ୱାର୍ଡ ଅଧିନ ମଧୁବିଦ୍ଯା ପୀଠ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ନାୟକଙ୍କୁ ସୋମବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ଦ୍ବାରା…
ପ୍ରିୟଙ୍କା ଚୋପ୍ରାଙ୍କ ଓଡ଼ିଶା ପ୍ରେମ: ‘ଏସଏସଏମବି ୨୯’ ପାଇଁ ମୟୂରଭଞ୍ଜ ଛଉ ନୃତ୍ୟରେ କରିବେ ଧମାଲ…
ମୁମ୍ବାଇ,୩୦।୬: ବଲିଉଡର ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଓଡ଼ିଶାର ସଂସ୍କୃତିକୁ ଆଲିଙ୍ଗନ କରି ଚର୍ଚ୍ଚାରେ। ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ଓ ମହେଶ ବାବୁଙ୍କ ସହ ଅଭିନୀତ ‘ଏସଏସଏମବି ୨୯’ ଚଳଚ୍ଚିତ୍ର ପାଇଁ ପ୍ରିୟଙ୍କା ଓଡ଼ିଶାର ମୟୂରଭଞ୍ଜ ଛଉ ନୃତ୍ୟରେ…
BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ୩ ଜଣଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୩୦।୬: BMC ଅଫିସ୍ରେ ପଶି ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କରିଥିବା ଖାରବେଳନଗର ଥାନାରେ ଏତଲା ଆଧାରରେ ଗିରଫ କରାଯାଇଛି। କଡ଼ା ଆଇନରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି। ଅନ୍ୟମାନଙ୍କ ସମ୍ପୃକ୍ତି…
ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍ଡ ସୁପର କବାଡ଼ି ଲିଗ୍
ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ (ଡବ୍ଲ୍ୟୁଏସ୍କେଏଲ୍)ର ଉଦ୍ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଇଣ୍ଟରନ୍ୟାଶନାଲ କବାଡ଼ି ଫେଡେରେଶନ (ଆଇକେଏଫ୍) ସହଯୋଗରେ ଏହା ଅନୁଷ୍ଠିତ ହେବ। ଉଦ୍ଘାଟନୀ ସିଜନରେ ଫ୍ରାଞ୍ଚାଇଜ୍ଭିତ୍ତିକ ଏହି…
ମହିଳା କୋଚ୍ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ନାବାଳିକା ବକ୍ସର
ନୂଆଦିଲ୍ଲୀ,୩୦ା୬: ରୋହତକରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ନ୍ୟାଶନାଲ ବକ୍ସିଂ ଏକାଡେମୀରେ କାର୍ଯ୍ୟରତ ଥିବା ଜଣେ ମହିଳା କୋଚ୍ଙ୍କ ବିରୋଧରେ ଜଣେ ନାବାଳିକା ବକ୍ସର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବକ୍ସରଙ୍କ ବାପା ମା’ ମହିଳା କୋଚ୍ଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଇଛନ୍ତି।…
ଭାଜପାକୁ ଲାଗିଲା ବଡ଼ ଝଟକା, ଦଳ ଛାଡିଲେ ଫାୟାର ବ୍ରାଣ୍ଡ ନେତା
ନୂଆଦିଲ୍ଲୀ,୩୦।୬୫: ତେଲଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲ ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ତାଙ୍କର ତେଲଙ୍ଗାନା ପାର୍ଟି ନେତୃତ୍ୱ ସହିତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ଭାଜପା ସଭାପତି ପଦ ପାଇଁ…
ଶରଧାବାଲି ଦଳାଚକଟାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସରକାର ବାକ୍ୟ ବୀର ନ ହୋଇ…
ଭୁବନେଶ୍ୱର,୩୦ା୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସରକାର ବାକ୍ୟ ବୀର, କର୍ମ ବୀର ନୁହନ୍ତି। ରଥଯାତ୍ରାରେ ସମ୍ପୂର୍ଣ୍ଣ ତ୍ରୁଟି ହୋଇଛି। ଜିଲାପାଳ…
ଲଘୁଚାପ କ୍ଷେତ୍ର ସୃଷ୍ଟି: ୪ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା, ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର,୩୦।୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଅତିପ୍ରବଳ ବର୍ଷା…
୧୦୦ କୋଟିର ରାସ୍ତାରେ ଗଛ ଅଡ଼ୁଆ: ବିହାର ବିକାଶ ମଡେଲ ଦେଖି ଲୋକ ହେଲେ ଆଶ୍ଚର୍ଯ୍ୟ
ପାଟଣା, ୩୦।୬: ବିହାରର ଜେହାନାବାଦରେ ଏକ ୧୦୦ କୋଟି ଟଙ୍କାର ରାସ୍ତା ପ୍ରକଳ୍ପ ଚର୍ଚ୍ଚାରେ ରହିଛି, କିନ୍ତୁ ଭୁଲ କାରଣ ପାଇଁ। ପାଟଣା-ଗୟା ମୁଖ୍ୟ ରାସ୍ତାରେ ୭.୪୮ କିଲୋମିଟର ଲମ୍ବର ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପରେ ରାସ୍ତା ମଝିରେ ଥିବା ଗଛକୁ…
ପୁରୀ ଦଳାଚକଟା: ଜିଲାପାଳ, ଏସ୍ପିଙ୍କୁ ମାନବାଧିକାର କମିଶନଙ୍କ ନୋଟିସ
ପୁରୀ, ୩୦।୬: ପୁରୀ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ ଜାରି କରିଛନ୍ତି। ପୁରୀ ଜିଲାପାଳ ଓ ଏସ୍ପିଙ୍କୁ ଜବାବ ତଲବ କରିଛନ୍ତ କମିଶନ। ଏହା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାକି ରଥଯାତ୍ରା…
ଚାଇନା, ପାକିସ୍ତାନ, ବାଂଲାଦେଶର ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ ଯୋଜନା: ଭାରତକୁ ଦୁର୍ବଳ କରିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୬: ଚାଇନା, ପାକିସ୍ତାନ ଓ ବାଂଲାଦେଶ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)କୁ ବଦଳାଇବାକୁ ଯୋଜନା କରୁଛନ୍ତି। ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସଲାମାବାଦ ଓ…
ପ୍ରଶାସନର ଯଗ୍ମ ଅଭିଯୋଗ ଶୁଣାଣିରେ ହୋ-ହଲ୍ଲା
ପୁରୁଷୋତ୍ତମପୁର,୩୦ା୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପରି ଏହ କାର୍ଯ୍ୟକ୍ରମକୁ ବର୍ଷକୁ ଥରେ ବ୍ଲକରେ ହେଉଥିବାରୁ ଏହା ଜନସାଧାରଣଙ୍କ ଲାଗି ଏକ ଗୁରୁତ୍ବ ହୋଇଥିବା ବେଳେ ଏଥିନେଇ ସ୍ଥାନିୟପ୍ରଶାନ…
Archives


