ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ପରେ ବଡ ବୟାନ ଦେଲେ ମନମୋହନ, ସରକାର ନେବେ ନିଷ୍ପତ୍ତି…
ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଜେପି କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କ ମାମଲାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଜଗନ୍ନାଥ ପ୍ରଧାନଙ୍କ…
ମନ ଜିଣିଲା ‘ମଝି ନଈରେ ମୋ ଜୀବନ ଡଙ୍ଗା’ ନାଟକ, କଳାକାରଙ୍କ ଅଭିନୟ ଦେଖି…
ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ ଷଡଙ୍ଗୀଙ୍କ…
ମାଇକ୍ରୋସଫ୍ଟରେ ବଡ଼ ଧରଣର ଛଟେଇ: ୯,୧୦୦ କର୍ମଚାରୀ ହରାଇବେ ଚାକିରି
ନୂଆଦିଲ୍ଲୀ,୨।୭: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏକ ବଡ଼ ଧରଣର ଛଟେଇ ଘୋଷଣା କରିଛି, ଯେଉଁଥିରେ ପ୍ରାୟ ୪% ବା ୯,୧୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ। ସିଆଟଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୨୩ ପରେ ଏହା ହେଉଛି ମାଇକ୍ରୋସଫ୍ଟର…
ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି…
ବୈଶିଙ୍ଗା,୨।୭(ରତନ ଦାଶ): ବାପାଙ୍କ ସହ ଭୋଜି ଖାଇବାକୁ ଯାଇ ଦୁଇ ପୁଅ ନିଖୋଜ। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ମଗୁସିରିଆ ଗ୍ରାମରେ ଘଟିଥିବା ଚକିତ କଲା ଭଳିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତି…
ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍ ଚଳାଚଳ ଠପ୍, ୩ ଏକ୍ସପ୍ରେସ୍ ବାତିଲ ନେଇ…
କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩…
BMC ଅଫିସ୍ ଭିତରେ ଅସୁସ୍ଥ ହେଲେ ଅତିରିକ୍ତ କମିଶନର ରତ୍ନାକର ସାହୁ, ହସ୍ପିଟାଲ୍ରେ ଭର୍ତ୍ତି
ଭୁବନେଶ୍ୱର,୨ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁ ହଠାତ୍ ଅସୁସ୍ଥ ହେବା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବୁଧବାର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଚେୟାରରୁ ଖସି…
ମୁଖ୍ୟମନ୍ତ୍ରୀଙ୍କ ନୂଆ ଘରେ ଖର୍ଚ୍ଚ ହେବ ଏତିକି ଲକ୍ଷ ଟଙ୍କା, ଦାମୀ ଫ୍ୟାନ୍ଠାରୁ ଆରମ୍ଭ କରି ଗିଜର ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୂଆ ସରକାରୀ ବାସଭବନର ନବୀକରଣ ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯାହା ପାଇଁ ପିଡବ୍ଲ୍ୟୁଡି ଏକ ଟେଣ୍ଡର ଜାରି କରିଛି। ପ୍ରକୃତରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଦୁଇଟି ବଙ୍ଗଳା ଆବଣ୍ଟିତ ହୋଇଛି।…
ଅଭିଯୁକ୍ତଙ୍କ ଗଳାରେ ଲଭ ବାଇଟ୍ ଥିଲେ ଏହା ଦୁଷ୍କର୍ମ କେମିତି? ଓକିଲଙ୍କ ଚାଞ୍ଚଲ୍ୟକର ଦାବି
କୋଲକାତା,୨ା୭: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଓକିଲ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଅଭିଯୁକ୍ତଙ୍କ ଶରୀରରେ ଆଞ୍ଚଡ଼ ଚିହ୍ନ ସହ ଲଭ ବାଇଟ୍ ମଧ୍ୟ ଥିବା କଥା ଅଭିଯୋଗକାରୀ ପକ୍ଷ ଲୁଚାଇଛି ବୋଲି ଓକିଲ…
ଭାଉଜଙ୍କ ପ୍ରେମରେ ପଡୁଛନ୍ତି ଅଧିକାଂଶ ଯୁବକ! କେଉଁଠି ୨୦ ବର୍ଷ ବଡ଼ ତ କେଉଁଠି ବିବାହିତ…, ଶେଷ ପରିଣତି…
ନୂଆଦିଲ୍ଲୀ: ପ୍ରେମକୁ ସବୁଠାରୁ ସୁନ୍ଦର ସମ୍ପର୍କ ବୋଲି ବିବେଚନା କରାଯାଉଥିଲା। ଲୋକମାନେ କହୁଥିଲେ ଯେ ଯଦି ଦୁଇଜଣ ବ୍ୟକ୍ତି ପରସ୍ପରକୁ ଭଲ ପାଆନ୍ତି, ତେବେ ବିଶ୍ୱର ଅନ୍ୟ ଦେଶ କ’ଣ ଭାବନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। କିନ୍ତୁ ଆଜିକାଲି ଏପରି କିଛି…
ବର୍ଷାଦିନେ ଘରକୁ ନିଅନ୍ତୁ ନାହିଁ ଏସବୁ ପରିବା, ଭିତରେ ଅଛି ରୋଗ ସୃଷ୍ଟିକାରୀ…
ବର୍ଷା ଋତୁ ତା’ ସହ ସବୁଜ ପନିପରିବା, ଶୀତଳତା, ସତେଜତା ଏବଂ ସୌନ୍ଦର୍ଯ୍ୟ ନେଇ ଆସିଥାଏ। କିନ୍ତୁ ଏହା ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଣିଥାଏ। ବିଶେଷକରି ଖାଦ୍ୟ କଥା ଆସିଲେ, ଏହି ଋତୁରେ ଟିକିଏ ଅସାବଧାନତା ମଧ୍ୟ ପେଟ…
ରଥଯାତ୍ରା ଦଳଚକଟା ଘଟଣା: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍ ଦେଲେ ମନ୍ତ୍ରୀ
ଖୋର୍ଦ୍ଧା,୨ା୭(ପ୍ରଭାତ ପାଣିଗ୍ରାହୀ): ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା…
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିପାରିବେନି ଯୁବପିଢି, ମିଳିବ କଡ଼ା ଦଣ୍ଡ
ଆଜିର ଯୁଗରେ, ଯେଉଁଠାରେ ୱାନ ନାଇଟ ଷ୍ଟାଣ୍ଡ ଏବଂ ହୁକ ଅପ ସଂସ୍କୃତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଖୋଲାଖୋଲି ଭାବରେ ସେମାନଙ୍କର ଇଚ୍ଛା ଏବଂ ଆବଶ୍ୟକତାକୁ ଗ୍ରହଣ କରୁଛନ୍ତି, ଯାହା ଯୋଗୁଁ ସାଧାରଣ ସମ୍ପର୍କକୁ ପ୍ରୋତ୍ସାହିତ କରାଯାଉଛି। ଏକ…
Archives


