Home Left

ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି

ପୁରୀ,୨୭ା୬: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ୍‌ ଆଜି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ। ଭକ୍ତ ଓ ସେବକମାନେ…

୬ ବର୍ଷ ପରେ ଗୁଡ୍‌ ନ୍ୟୁଜ୍‌ ଦେଲେ ରାଜନାଥ ସିଂ: ଚାଇନା ସହ ହୋଇଗଲା ବଡ଼ ନିଷ୍ପତି

ନୂଆଦିଲ୍ଲୀ/ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ SCO ସଦସ୍ୟ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ପାଇଁ ଚାଇନାର କ୍ୱିଂଡାଓ ସହର ପହଞ୍ଚିଥିଲେ। ସେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ ଜୁନଙ୍କ ସହ ସାକ୍ଷାତ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ରଥଯାତ୍ରାର ଏକ ଭିଡିଓ ଶେୟାର କରି କହିଛନ୍ତି, ମହାପ୍ରଭୁ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା…ପୂରା ବିଶ୍ୱରେ ରଥଯାତ୍ରାର ସ୍ବତନ୍ତ୍ର…

ଦୁଇ ନାବାଳିକା ଝିଅଙ୍କୁ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ବାପା ଗିରଫ

ଜୟପୁର,୨୭ା୬: ଜୟପୁରରେ ଜଣେ ବ୍ୟକ୍ତିଙ୍କୁ ନିଜର ଦୁଇ ନାବାଳିକା ଝିଅଙ୍କୁ ପ୍ରାୟ ୫ ବର୍ଷ ଧରି ବଳାତ୍କାର କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇ ଜେଲ୍‌କୁ ପଠାଯାଇଛି। ଏକ ବରିଷ୍ଠ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସ ଝିଅମାନଙ୍କ ଏବଂ…

‘ସାରା ପୃଥିବୀରେ ଶାନ୍ତି-ମୈତ୍ରୀ-ସଂପ୍ରୀତି ଅବ୍ୟାହତ ରହୁ’

ନୂଆଦିଲ୍ଲୀ,୨୭ା୬: ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଗ୍ର ଦେଶ ତଥା ଦେଶ ବାହାରେ ରହୁଥିବା ମହାପ୍ରଭୁଙ୍କ ଭକ୍ତଗଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଶ୍ରୀଜିଉମାନଙ୍କ ମାନବୀୟ ଲୀଳା ହିଁ ରଥଯାତ୍ରାର ବିଶେଷତ୍ୱ। ସାରା ପୃଥିବୀରେ ଶାନ୍ତି,…

ଯୁଦ୍ଧ ଶେଷ ହୋଇଛି କିନ୍ତୁ ଫୋର୍ଡୋରୁ ଗାଏବ ୪୦୦ କେଜି ୟୁରାନିୟମ୍ ପାଇଁ ନୂଆ ଉତ୍ତେଜନା: ଇସ୍ରାଏଲ କହିଲା – ଦେବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ଅସ୍ଥାୟୀ ଯୁଦ୍ଧବିରତି ସହିତ ଶେଷ ହୋଇଥିଲେ ମଧ୍ୟ, ଇରାନର ଫୋର୍ଡୋ ପରମାଣୁ ସମୃଦ୍ଧିକରଣ କେନ୍ଦ୍ରରୁ ଗାଏବ ହୋଇଥିବା ୪୦୦ କିଲୋଗ୍ରାମ ସମୃଦ୍ଧ ୟୁରାନିୟମକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।…

ଜଗନ୍ନାଥଙ୍କୁ ସାହା ଦଦରା ରଥ: ଆଶା-ଆଶଙ୍କାରେ ଦେବଗଡ଼ ରଥଯାତ୍ରା

ଦେବଗଡ଼,୨୭ା୬(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଭାବେ ପରିଚିତ ଦେବଗଡ଼ ରଥଯାତ୍ରା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆୟୋଜକ ରାଜ ପରିବାରର ଚରମ ଅବହେଳା ଏବଂ ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ହୋଇଥିବା କୁହାଯାଉଛି। ରଥଯାତ୍ରା ପୂର୍ବରୁ…

ଭାରତର ୨୦୩୬ ଅଲିମ୍ପିକ୍ସ ଆଶା ସ୍ଥଗିତ: ନୂତନ ଆଇଓସି ଅଧ୍ୟକ୍ଷ ନିଲାମ ପ୍ରକ୍ରିୟାକୁ ବନ୍ଦ କଲେ

ନୂଆଦିଲ୍ଲୀ, ୨୭ା୬: ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ସ୍ୱପ୍ନକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ନୂତନ ଅଧ୍ୟକ୍ଷ କିର୍ଷ୍ଟି କୋଭେଣ୍ଟ୍ରି ଅଲିମ୍ପିକ୍ସ ଆୟୋଜକ ସହର ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଏବଂ ଏହାର ସମୀକ୍ଷା…

ଏଇ ଭାରତରେ

ଡ୍ରାଗନ ଫ୍ରୁଟ୍ସ ଚାଷରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଉତ୍ତରପ୍ରଦେଶର ଅନସୁଲ ମିଶ୍ରା। ବହୁ ବର୍ଷ ଧରି ଚାଷ ହେଉ ନ ଥିବା ତାଙ୍କ ପୈତୃକ ଜମିରେ ଏହି ଚାଷ କରି ସେ ଏଭଳି ସଫଳତା ପାଇଛନ୍ତି। ଅନସୁଲ…

ମହାପ୍ରଭୁଙ୍କ ଆଶୀର୍ବାଦ

ଜି ପବିତ୍ର ଶ୍ରୀଗୁଣ୍ଡିଚା। ଅନନ୍ୟ ଆମର ମହାପ୍ରଭୁ। ଅନନ୍ୟ ତାଙ୍କର ମାନବୀୟ ଲୀଳା। ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ। ରତ୍ନ ସିଂହାସନ ଛାଡ଼ି ଜନ ସମୁଦ୍ର ଭିତରକୁ ଆସିବେ କାଳିଆ ସାଆନ୍ତ। ରତ୍ନବେଦୀରୁ ଜନ୍ମବେଦୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ।…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬: ଆଜି ସମଗ୍ର ଦେଶରେ ଭକ୍ତି ଓ ବିଶ୍ୱାସର ଏକ ମହା ମିଳନ ଦେଖିବାକୁ ମିଳିଛି। ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି,…

ବହୁତ ବଡ଼: ଭାରତ ସହିତ “ମହାନ” ବାଣିଜ୍ୟ ଚୁକ୍ତିର ଇଙ୍ଗିତ ଦେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ, ୨୭ା୬: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ “ବହୁତ ବଡ଼” ଏବଂ “ମହାନ” ବାଣିଜ୍ୟ ଚୁକ୍ତି ସମ୍ପାଦନର ଇଙ୍ଗିତ ଦେଇଛନ୍ତି। ଏକ ସାମ୍ପ୍ରତିକ ବୟାନରେ ଟ୍ରମ୍ପ କହିଛନ୍ତି ଯେ, ଚାଇନା ସହିତ ସମ୍ପ୍ରତି ସ୍ୱାକ୍ଷରିତ ବାଣିଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri