ଆକ୍ୟୁଟ୍ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ
ଜୀବାଣୁଜନିତ ଏଇଏସ୍ ଯେକୌଣସି ଋତୁରେ ହୋଇପାରେ। ଭୂତାଣୁ ମଧ୍ୟରେ ଜାପାନୀ ଜ୍ୱର, ହରପିସ୍, ହାଡ଼ଫୁଟି, ମିଜିଲ୍ସ, ଗାଲୁଆ, ଡେଙ୍ଗୁ ଜ୍ୱର ଇତ୍ୟାଦି ମୁଖ୍ୟ ଭୂମିକା ନିଭେଇଥାନ୍ତି । ଜୀବାଣୁ ମଧ୍ୟରେ ଲେପ୍ଟୋସ୍ପାଇରା ଏବଂ ଯକ୍ଷ୍ମା, କୀଟାଣୁ ଭିତରେ ଆମୋଇବା, ଟକ୍ସୋପ୍ଲାଜମା, ସ୍କ୍ରବଟାଇଫସ୍…
କାନ୍ଥ ପଡ଼ି ୨ ଜଣଙ୍କ ଜୀବନ ଗଲା
ରସୁଲପୁର,୨୪ା୬(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ସକାଳୁ ଘର କାମ କରୁଥିବାବେଳେ କାନ୍ଥ ପଡ଼ି ଘରମାଲିକଙ୍କ ସମେତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଘରମାଲିକ ବନମାଳୀ ସାହୁ (୫୫) ଓ ଶ୍ରମିକ…
ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଖିଲାପକାରୀ ଘୋଷଣା କଲା ବିଏମ୍ସି
ମୁମ୍ବାଇ,୨୪।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବଙ୍ଗଳା ‘ବର୍ଷା’କୁ ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେଶନ(ବିଏମ୍ସି) ଖିଲାପକାରୀ ଘୋଷଣା କରିଛନ୍ତି। ଏହି ବଙ୍ଗଳା ଉପରେ ୭ଲକ୍ଷ ୪୪ ହଜାର ୯୮୧ ଟଙ୍କାର ପାଣି ବିଲ୍ ବକେୟା ରହିଛି। କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏମିତି ଆଉ…
ସାତକୋଶିଆରେ ଅସୁସ୍ଥ ହାତୀର ପ୍ରାଣ ଗଲା
ବନ୍ତଳା, ୨୪ା୬(ଡି.ଏନ୍.ଏ.) : ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ବୁଢ଼ା ଜୋକୁବୁ ନାଳ ନିକଟରେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ହାତୀର ରବିବାର ରାତିରେ ମୃତ୍ୟୁ ଘଟିଛି। ଖବର ପାଇ ସୋମବାର ସକାଳେ ବନବିଭାଗ ଓ ଡାକ୍ତରୀଦଳ ପହଞ୍ଚିଛନ୍ତି।…
ଏସପି ସହ ମେଣ୍ଟ କରିବା ବଡ ଭୁଲ: ମାୟାବତୀ
ଲକ୍ଷ୍ନୌ, ୨୪।୬: ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟୀ(ଏସପି)ଏବଂ ବହୁଜନ ସମାଜ ପାର୍ଟି(ବିଏସପି)ମଧ୍ୟରେ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏକାଠି ହୋଇ ନିର୍ବାଚନ ଲଢିବା ପରେ ସମ୍ପର୍କ ତୁଟାଇଥିଲେ। ଏବେ ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ…
ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା
ସନ୍ତୁଳିତ ଜୀବନଶୈଳୀ ଆମକୁ କେତେକାଂଶରେ ସୁସ୍ଥ ରଖିଥାଏ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ଠିକ୍ ଭାବରେ ଆଗେଇ ନିଅନ୍ତି ତେବେ ତାଙ୍କର ମସ୍ତିଷ୍କ ଆହୁରି ସକ୍ରିୟ ରହିଥାଏ ବୋଲି ଗବେଷଣାରୁ ଜଣାପଡିଛି। ‘ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା’ ବିଷୟ…
ଏକାଗ୍ରତା ବଢ଼ାଏ ସଙ୍ଗୀତ
ଭାରାକ୍ରାନ୍ତ ମନକୁ ଅନେକାଂଶରେ ହାଲ୍କା କରିଥାଏ ସଙ୍ଗୀତ। ତେଣୁ ଅବସର ସମୟରେ ଅନେକେ ମନ ପସନ୍ଦର ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଆନ୍ତି। ଏଭଳି ଅଭ୍ୟାସ ଜଣେ ବ୍ୟକ୍ତିର ଏକାଗ୍ରତା ଉପରେ ସୁପ୍ରଭାବ ପକାଇଥାଏ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯଦି…
ସ୍ନାନବେଦୀରେ ବିଶୃଙ୍ଖଳାରୀ ଚିହ୍ନଟ : ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ ଅଫିସ,୨୪ା୬: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦୀରେ ହୋଇଛି ବିଶୃଙ୍ଖଳା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ ମାନି ଦାରୁବିଗ୍ରହଙ୍କ ସ୍ନାନନୀତି ଶୃଙ୍ଖଳିତ କରିଥିବା ବେଳେ ଅଳ୍ପ କେତେଜଣ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଛନ୍ତି।…
ସିଡନୀ ଏୟାରପୋର୍ଟରେ ମହଙ୍ଗା ପଡିଲା ଚୋରି; ଏୟାର ଇଣ୍ଡିଆର ସିନିୟର କମାଣ୍ଡର ସସ୍ପେଣ୍ଡ
ନୂଆଦିଲ୍ଲୀ,୨୪ା୬: ଏୟାର ଇଣ୍ଡିଆର ଜଣେ ସିନିୟର କମାଣ୍ଡର ତଥା ଆଞ୍ଚଳିକ ଡାଇରେକ୍ଟର ରୋହିତ ଭାସିନ୍ଙ୍କୁ ସିଡନୀ ଏୟାରପୋର୍ଟରେ ଏକ ଡ୍ୟୁଟି ଫ୍ରି ଦୋକାନରୁ ସାମଗ୍ରୀ ଚୋରି କରିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି। କମ୍ପାନୀ ଡାଇରେକ୍ଟର(ପର୍ସୋନେଲ) ଅମୃତା ଶରଣ ଏହି ସସ୍ପେଣ୍ଡ ନିର୍ଦ୍ଦେଶ…
୧୨୦୦ ଟଙ୍କାରେ ବିକ୍ରି ହେଉଛି ଗୋଟିଏ ଆମ୍ବ
ନୂଆଦିଲ୍ଲୀ,୨୪ା୬:ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା, ଏହା କେହି କେବେ କଳ୍ପନା ମଧ୍ୟ କରି ନ ଥିବେ। କିନ୍ତୁ ଏହା ନିରାଟ ସତ। ଆମ୍ବର ମହାରାଣୀ କୁହାଯାଉଥିବା ବିଖ୍ୟାତ ‘ନୁରଜାହାଁ’କୁ ଏବେ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି। ଚଳିତବର୍ଷ ମୌସୁମୀ ସହାୟକ…
କୋଚିଂ ସେଣ୍ଟର ବିଜ୍ଞାପନରେ ଜାଲିଆତି: ପିଲା, ର଼୍ୟାଙ୍କ୍ ନକଲି : ତଦନ୍ତ କରିବେ ସିପି, ଏଡିଜି
ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି କୋଚିଂ ସେଣ୍ଟର ଖୋଲୁଛି। ତେବେ ଅଧିକାଂଶ କୋଚିଂ ସେଣ୍ଟର ଠକୁଥିବା ନେଇ ଗୁରୁତର ଅଭିଯୋଗ ଆସିଛି। କୋଚିଂ ସେଣ୍ଟରଗୁଡିକ ପକ୍ଷରୁ ଦିଆଯାଉଥିବା ବିଜ୍ଞାପନରେ ନକଲି ର଼୍ୟାଙ୍କ୍…
ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ସର୍ବେକ୍ଷଣ କାର୍ଯ୍ୟକୁ ବିରୋଧ : ମନ୍ତ୍ରଣାଳୟ, ପରିବେଶ ପ୍ରଦୂଷଣ ବୋର୍ଡର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କଟକ ଅଫିସ,୨୪ା୬ : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରକୁ ନେଇ ଦୀର୍ଘଦିନରୁ ବିରୋଧ ଜାରି ରହିଆସିଛି। ଓଡ଼ିଶା ସରକାର ୨୦୦୮ ଜାନୁୟାରୀ ୧୧ରେ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ କମ୍ପାନୀ ସହିତ ବନ୍ଦର ତିଆରି ପାଇଁ…

