Home Left

ଓଜନ କମ୍‌ ସାଙ୍ଗକୁ ଚିନ୍ତା ଦୂର କରିଥାଏ ନୃତ୍ୟ

ଓଜନ କମ୍‌ କରିବା ପାଇଁ ନୃତ୍ୟ ସବୁଠାରୁ ଭଲ ଥେରାପି, ଏ କଥା ଅଧିକାଂଶ ଲୋକେ ଜାଣନ୍ତି। ଏଥିସହିତ ରକ୍ତସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ। ଏହା ଏପରି ଏକ ବ୍ୟାୟାମ ଯାହାକି ଜଣେ ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌…

ସମ୍ମୁଖକୁ ଆସିଲା ‘ଗୁଲାବୋ ସିତାବୋ’ର ଅମିତାଭ୍‌ଙ୍କ ପ୍ରଥମ ଲୁକ୍‌

ବିଗ୍‌ ବି ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ସିନେମା ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହା ଏକ କମେଡି ସିନେମା। ଫିଲ୍ମ ‘ପିକୁ’ ପରେ ସୁଜିତ୍‌ ଏବଂ ଅମିତାଭଙ୍କର ଏହା ଦ୍ୱିତୀୟ ସିନେମା। ଫିଲ୍ମର…

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବହୁସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଚିତ୍ରକୋଣ୍ଡାର ଅନୁଭବୀ ଦୈନିକ ଅଭ୍ୟାସର ଯୋଗ…

ଭୁବନ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ

ଭୁବନ,୨୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ପକ୍ଷରୁ ଶୁକ୍ରବାର ୫ମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏହି ଯୋଗ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନ ପାଇଁ…

ହାତୀ ଆକ୍ରମଣରେ ପ୍ରାଣ ଗଲା

ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ ଶୁକ୍ରବାର ଗ୍ରାମବାସୀ ଜଙ୍ଗଲରୁ ଖୋଜି ପାଇଛନ୍ତି। ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ହାତୀ ଆକ୍ରମଣ…

ବିହାରରେ ଘାତକ ସାଜିଛି ମସ୍ତିଷ୍କ ଜ୍ୱର: ଗଲାଣି ୧୪୦ ନିରୀହ ଶିଶୁଙ୍କ ଜୀବନ

ପାଟଣା, ୨୧।୬: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୪୦ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ମୁଜାଫରପୁରରେ ୧୨୨ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ଶିଶୁ ମୃତ୍ୟୁ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ…

କଟକରେ ବଢୁଛି କ୍ରେଜ : ପସନ୍ଦରେ ଯୋଗଡ୍ୟାନ୍ସ

କଟକ ଅଫିସ, ୨୧।୬ : ନୀରୋଗ ଜୀବନଯାପନ କରିବାର ମାଧ୍ୟମ ହେଉଛି ଯୋଗ। ଯୋଗ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ଲୋକମାନେ ନୀରୋଗ ହେଉଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ କଟକ ସହରରେ ଏବେ ଯୋଗର…

ହିମାଚଳ ପ୍ରଦେଶ ବସ୍‌ ଦୁର୍ଘଟଣା: ୪୦ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଶିମଲା, ୨୧।୬:ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାରେ ଏକ ଘରୋଇ ବସ୍‌ ୫୦୦ ଫୁଟ ତଳକୁ ଖସିପଡ଼ିଛି। ଏପର୍ଯ୍ୟନ୍ତ ୪୦ଜଣଙ୍କ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୩୫ ଜଣ ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବସ୍‌ରେ ପାଖାପାଖି…

ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଆପ୍ଟିପ୍ଲସ୍‌ର ସେମିନାର

ଭୁବନେଶ୍ୱର,୨୧।୬ : ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ୍‌ ଏକାଡେମୀ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଏକ ନିଶୁଳ୍କ ସେମିନାର ୨୩ ଜୁନ(ରବିବାର) ଦିନ ଆୟୋଜନ କରାଯାଉଛି। ଏଥିରେ ଆପ୍ଟିପ୍ଲସର ୨୦୧୮ ଆଇଏଏସ୍‌ ପରୀକ୍ଷାରେ ସଫଳ ହୋଇଥିବା ରାହୁଲ ଜୈନ,…

ଏନ-୩୨ ବିମାନ ଦୁର୍ଘଟଣା: ୧୮ ଦିନ ପରେ ଆଜି ଘରେ ପହଞ୍ଚିବ ଶହୀଦଙ୍କ ମୃତଦେହ

ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି ଜଣାପଡିଛି। ଗୁରୁବାର ଶହୀଦଙ୍କ ମୃତଦେହ ଦିଲ୍ଲୀ ଅଣାଯାଇଛି। ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ନୂଆଗଁ। ରାସ୍ତାରେ ଡ୍ରେନ ନିର୍ମାଣକୁ ବିରୋଧ

ପୁରୁଣା ଭୁବନେଶ୍ୱର,୨୧।୬ (ଡି.ଏନ.ଏ.) : ବର୍ଷ ବର୍ଷ ଧରି ନୂଆଗଁ। ମ୍ୟୁନିସିପାଲିଟି ରାସ୍ତା ବର୍ଷା ଦିନେ ଶୋଚନୀୟ ହୋଇପଡୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିରେ ସୁଧାର ଆଣି ପାରି ନ ଥିବାବେଳେ ରାସ୍ତା ଖୋଳି ଏବେ ଡ୍ରେନ ନିର୍ମାଣ କରି ବର୍ଷା ଜଳ…

ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବହୁ ସେଲିବ୍ରିଟି ଯୋଗ କରୁଥିବାର ନଜର ଆସିଛନ୍ତି। ଜମ୍ମୁ-କଶ୍ମୀରର ଲଦାଖରେ ଆଇଟିବିପି ଯବାନମାନେ ବିଯୁକ୍ତ ୨୦ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?