୩ ମେଡିକାଲ କଲେଜର ଏମ୍ବିବିଏସ୍ ସିଟ୍ ସଂଖ୍ୟା ବଢ଼ିଲା
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ୩ଟି ମେଡିକାଲ୍ କଲେଜର ଏମ୍ବିବିଏସ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି। ମେଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅନୁମୋଦନକ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ସିଟ୍ ସଂଖ୍ୟା ବୃଦ୍ଧି ପାଇଛି। ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦…
ମୁହଁ ଲୁଚାଇ ସାରାଙ୍କ ହାତ ଧରି ବୁଲୁଛନ୍ତି କାର୍ତ୍ତିକ, ଫଟୋ ଭାଇରାଲ
ମୁମ୍ବାଇ: ସୈଫ ଲଳନା ସାରା ଅଲ୍ଲି ଖାନ୍ ‘କଫି ଉଇଥ୍ କରନ୍’ ଶୋ’ରେ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜର ମନକଥା କହିବା ଦିନଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ଉଭୟ ‘ଲଭ ଆଜ କଲ-୨’ର ଶୁଟିଂରେ ବ୍ୟସ୍ତ। ମାତ୍ର କିଛି ସମୟ ପାଇଲେ…
ଶୁଟିଂ ସେଟ୍ରେ ଆହତ ହୋଇଛନ୍ତି ଏହିସବୁ ଅଭିନେତା
ଫିଲ୍ମ ଶୁଟିଂ ସମୟରେ ବଲିଉଡ୍ର ଅଭିନେତାମାନେ ଥରେ ନୁହେଁ ବହୁବାର ଆହତ ହୋଇଛନ୍ତି। ତଥାପି ଫିଲ୍ମ ହିଟ୍ ହୋଇଛି। ଜାଣନ୍ତୁ କେଉଁ ଅଭିନେତାମାନେ ଶୁଟିଂ ସେଟ୍ରେ ଆହତ ହୋଇଥିଲେ। ଅମିତାଭ ବଚ୍ଚନ : ୧୯୮୩ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ ସମୟରେ…
ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଯୋଗ୍ୟତା
ହିରୋଶିମା,୨୨।୬(ପିଟି): ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲିମ୍ପିକ୍ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶନିବାର ଏଠାରେ ଖେଳାଯାଇଥିବା ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସର ସେମିଫାଇନାଲରେ ଭାରତୀୟ ଦଳ ନିମ୍ନ ର଼୍ୟାଙ୍କ ଚିଲକିୁ ୪-୨ ବ୍ୟବଧାନରେ ହରାଇ ଦେଇଛି।…
‘ବିଗ୍ ବସ୍-୧୩’ରେ ହୋଷ୍ଟ ପାଇଁ ସଲମାନ୍ ନେବେ ୪୦୩ କୋଟି
ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍ ବସ୍’ ସିଜିନ୍ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି। କେତେବେଳେ ଶୋ’ର ପ୍ରତିଯୋଗୀଙ୍କୁ ନେଇ ତ ଆଉ କେତେବେଳେ ସ୍ଥାନ ଓ ବିଷୟବସ୍ତୁକୁ ନେଇ।…
ଚିଡ଼ିଆଖାନାରେ ଜନ୍ମଦିନ ପାଳିଲେ କାଜଲ ଅଗ୍ରଓ୍ବାଲ, ଭାଇରାଲ ହେଉଛି ସିମ୍ପାଞ୍ଜି ସହ ଉଠାଇଥିବା ଫଟୋ
ମୁମ୍ବାଇ: ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ୧୯ ଜୁନ୍ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କିଛି ଫଟୋ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେବାରେ…
ଗୋଟିଏ ମିନିଟ୍ରେ ୬ହଜାର ୫ ଶହ ଗଛ ଲଗାଇ ଇତିହାସ ରଚିଲା ତ୍ରିପୁରା
ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି ତ୍ରିପୁରା ଇତିହାସ ରଚିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତ୍ରିପୁରାବାସୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ…
ଅମରେଶ ପୁରୀଙ୍କ ଜନ୍ମଦିନରେ ଗୁଗଲ୍ର ଡୁଡୁଲ: ଡିଡିଏଲ୍ଜେ ଲୁକ୍କୁ ନେଇ ଅଭିନେତାଙ୍କୁ ଜଣାଇଲା ସମ୍ମାନ
ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତା ଅମରେଶ ପୁରୀଙ୍କୁ ସମ୍ମାନ ଜଣାଇଛି ସର୍ଚ୍ଚ ଇଞ୍ଜିନ୍ ଗୁଗଲ। ଅମରେଶଙ୍କ ଅଭିନୀତ ‘ଦିଲ୍ଓ୍ବାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ ଲୁକ୍କୁ ନେଇ ଡୁଡୁଲ କରିଛି ଗୁଗଲ। ଫିଲ୍ମରେ ଅମରେଶ କାଜୋଲଙ୍କ ବାପା ଚୌଧୁରୀ ବଳଦେବ ସିଂହଙ୍କ ଭୂମିକାରେ…
ଭାଜପା-ବିଜେଡି ଉପରେ କଳି, ଭିତରେ କୋଳାକୋଳି: କଂଗ୍ରେସ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସଭାର ୩ ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଗୋଟିଏ ଆସନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ହେଲା ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟ ସଭାକୁ ପଠାଇବା।…
ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ: ଦାମ କହିଲେ ‘ରାଜ୍ୟରେ ଡବଲ୍ ଇଞ୍ଜିନ୍ ହୋଇଗଲା’
ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭାଜପା ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ଏବଂ ବିଜେଡି ତାଙ୍କୁ ସମର୍ଥନ କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବରିଷ୍ଠ ଭାଜପା ନେତା ଡାକ୍ତର ଦାମୋଦର ରାଉତ ଶନିବାର…
କୃଷି ସରଞ୍ଜାମ ମହଜୁଦ ସମ୍ପର୍କରେ ଯାଞ୍ଚ କଲେ ଜିଲାପାଳ
ଶେରଗଡ଼,୨୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଗସ୍ତରେ ଆସି ଶୁକ୍ରବାର ଜିଲାପାଳ ବ୍ଲକ କାର୍ଯ୍ୟ ସମୀକ୍ଷା କରିଥିଲେ। ଏଥିସହ କୃଷି ସରଞ୍ଜାମ ଯଥା ସାର, ବିହନ ଠିକଭାବେ ମହଜୁଦ ଅଛି ନା ନାହିଁ ପଚାରି ବୁଝିଥିଲେି। ଏ ନେଇ ଶନିବାର ବ୍ଲକ କୃଷି…
ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶିତ: ବାଣିଜ୍ୟରେ ବିଶ୍ୱଜିତ୍ ମୁଖୀ ଜିଲା ଟପ୍ପର
ବାଲିଗୁଡ଼ା,୨୨ା୬ (ଡି.ଏନ୍.ଏ.): ଚଳିତବର୍ଷ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ କନ୍ଧମାଳ ଜିଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଛାତ୍ର ବିଶ୍ୱଜିତ୍ ମୁଖୀ ୪୯୦ ନମ୍ବର ରଖି ସମଗ୍ର କନ୍ଧମାଳ ଜିଲାରେ ଟପ୍ପର ହୋଇଛନ୍ତି। ସେ ୮୧…

