Home Left

ବିବାହ ଭୋଜିରେ ମିଳିଲାନି ନିମନ୍ତ୍ରଣ: ଆଦିବାସୀ ପରିବାରଙ୍କୁ ବାସନ୍ଦ କଲେ ଗ୍ରାମବାସୀ

ଜବଲପୁର,୧।୯: ମଧ୍ୟପ୍ରଦେଶ ଚରଗଓ୍ବାଁ ନିକଟରେ ଥିବା ସିଙ୍ଗୋରି ଜମୁନିୟାରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁରେ ବାସ କରୁଥିବା ଏକ ଆଦିବାସୀ ପରିବାର ଗାଁର କିଛି ଲୋକଙ୍କୁ ବିବାହ ଭୋଜି ପାଇଁ ନିମନ୍ତ୍ରଣ କରିଥିବାବେଳେ ଅନ୍ୟ କେତେକଙ୍କୁ ନିମନ୍ତ୍ରଣ କରି ନ…

ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶିବରାଜ

ନୂଆଦିଲ୍ଲୀ,୧।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା ଅଣ…

ୟୁଏସ୍‌ ଓପନ୍‌: ଚତୁର୍ଥ ରାଉଣ୍ଡରେ ନାଡ଼ାଲ

ନ୍ୟୁୟର୍କ,୧।୯- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ଷଷ୍ଠ ଦିନରେ କେତେକ ସିଡେଡ୍‌ ଖେଳାଳି ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସ୍ପେନ୍‌ର ଦ୍ୱିତୀୟ ସିଡ ଖେଳାଳି ରାଫାଲ ନାଡାଲ ୬-୩, ୬-୪, ୬-୨ ସେଟରେ ଦକ୍ଷିଣ କୋରିଆର…

ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ:୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହ ଜଳିଗଲା ନଗଦ ୨ ଲକ୍ଷ

ଟେନ୍‌ସା,୧।୯ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ା ଛକରେ ଶନିବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ ଦୋକାନର ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହିତ ନଗଦ ୨ ଲକ୍ଷ ଟଙ୍କା…

ନୂଆ ଆଇଭିଏଫ୍‌ ଜ୍ଞାନକୌଶଳରେ କେବଳ ଗାଈ ହେବେ ଜନ୍ମ; କ୍ଷୀର ଦେବେ ୨୦ ଲିଟର: ଗିରିରାଜ ସିଂ

ନୂଆଦିଲ୍ଲୀ,୧।୯: ନୂଆ ଆଇଭିଏଫ୍‌ ଜ୍ଞାନକୌଶଳ ବ୍ୟବହାର କରି ଭାଜପା ସରକାର ଦେଶରେ ଗାଈ କାରଖାନା ତିଆରି କରିବେ। ଏହି ଜ୍ଞାନକୌଶଳରେ କେବଳ ଗାଈ ଜନ୍ମ ହେବେ। ଏସବୁ ଗାଈ ୨୦ ଲିଟର କ୍ଷୀର ଦେବେ ବୋଲି ପଶୁପାଳନମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।…

ଜେଲ୍‌ ଭିତରେ କେକ୍‌ କାଟି ଜନ୍ମଦିନ ପାଳିଲେ ଅପରାଧୀ: ଭିଡିଓ ଭାଇରାଲ

ପାଟନା,୧।୯: ବିହାର ଆଇନ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏଠାରେ ଥିବା ସୀତାମରହି ଜେଲ୍‌ରେ ଜଣେ ଅପରାଧୀ ଜେଲ୍‌ ଭିତରେ କେକ୍‌ କାଟି ନିଜ ଜନ୍ମଦିନ ପାଳିବାର ଏକ ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଛି। ପିଣ୍ଟୁ…

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ ବିଦ୍ୟାପୀଠରେ ପଢ଼ି ୧୯୬୩ରେ ଏକାଦଶ ଶ୍ରେଣୀ ପାସ୍‌ କରିଥିଲି। ତା’ପରେ ପୁରୀ ଏସ୍‌.ସି.ଏସ୍‌. କଲେଜରେ…

ଏମିତି ବିଶ୍ୱାସ: ଗଛରେ ପଘା ବାନ୍ଧନ୍ତି ମାନସିକଧାରୀ

କୌଣସି ବ୍ୟକ୍ତିଙ୍କ ଗୋରୁ ହଜିଯାଇଛି, ତେବେ ମା’ଙ୍କୁ ପୂଜାକରି ଏହି ଗଛରେ ଏକ ପଘାବାନ୍ଧିଲେ କୁଆଡ଼େ ହଜିଯାଇଥିବା ଗୋରୁ ଘରକୁ ଫେରୁଥିବାର ବିଶ୍ୱାସ କରନ୍ତି ଗାଁର ଲୋକମାନେ। କାଳକ୍ରମେ ଲୋକଙ୍କ ସହଯୋଗରେ ସେହି ସ୍ଥାନକୁ ଏକ ପକ୍କା ରାସ୍ତା ନିର୍ମାଣ କରାଯିବା…

ଖରିନାସୀରେ ଷ୍ଟୋଭ୍‌ ଫାଟିବା ଘଟଣା : ଆଖି ବୁଜିଲେ ଗୁରୁତର

ମହାକାଳପଡ଼ା,୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳର ଖରିନାସୀ ଗାଁରେ ରବିବାର ସକାଳେ ଏକ ଅଘଟଣ ଘଟିଛି। ଏଠାକାର ମେରାଇନ୍‌ ବୋଟ୍‌ର ୨ କର୍ମଚାରୀ ରବିବାର ସକାଳେ ରୋଷେଇ କରୁଥିବାବେଳେ ଷ୍ଟୋଭ୍‌ ଫାଟି ଘଟଣାସ୍ଥଳରେ ଜଣଙ୍କର…

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ରବିବାର ପାଞ୍ଚ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତିି। କେତେକ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ଏପରି କରାଯାଇଥିବା ଆଲୋଚନା ହେଉଛି। ତେବେ ହିମାଚଳର ରାଜ୍ୟପାଳ ଥିବା କଲରାଜ ମିଶ୍ରଙ୍କୁ ଏବେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି…

ଶିକ୍ଷା ପାଇଁ ସମର୍ପିତ ଗୁରୁ: ଯେଉଁମାନେ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ

ଜଣେ ଭଲ ଗୁରୁ ଯାହା ଜୀବନରେ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ହେଲେ ଆଜିର ସମୟରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା। ହଜିଯାଉଛନ୍ତି ସେମାନେ ଅଜ୍ଞାନର ଅମା ଅନ୍ଧାରରେ। ତେବେ ଆଜିକାର ଏହି…

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?