ଖଣିଆ ପୋଲ ନିମ୍ନମାନର ଅଭିଯୋଗ: ତଦନ୍ତ କଲେ ଏସ୍କ୍ୟୁଏମ୍
ଖଇରା, ୩୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତୁଡିଗଡିଆ -ଡଗରପଡା ଆରଡି ରାସ୍ତାର ଖଣିଆ ନିକଟରେ ପୋଲ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ରାଜ୍ୟ ମାନ ଯାଞ୍ଚ(ଷ୍ଟେଟ କ୍ୱାଲିଟି ମନିଟର) ଅଧିକାରୀଙ୍କ ଦ୍ୱାରା ଶୁକ୍ରବାର…
ୟୁଏସ୍ ଓପନ୍: ଶରନ- ହୁଗୋ ଆଉଟ୍
ନ୍ୟୁୟର୍କ, ୩୦।୮ (ପି.ଟି.)-ଭାରତର ଡିିଭିଜ ଶରନ ଓ ତାଙ୍କ ମୋନାକୋ ପାର୍ଟନର ହୁଗୋ ନିସ୍ ୟୁଏସ୍ ଓପନ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଏହି ଯୋଡି ୪-୬, ୪-୬ ସିଧାସଳଖ ସେଟ୍ରେ ରବର୍ଟ…
ଚାଙ୍ଗ୍ଟେଙ୍କ ସହିତ ଚୁକ୍ତି କଲା ଚେନ୍ନାଇନ ଏଫ୍ସି
ଚେନ୍ନାଇ, ୩୦ା୮ (ପି.ଟି.)-ଦୁଇ ଥର ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଚାମ୍ପିୟନ ଚେନ୍ନାଇନ ଏଫ୍ସି ଭାରତର ଅନ୍ତର୍ଜାତୀୟ ଖେଳାଳି ୨୨ବର୍ଷୀୟ ଓ୍ବିଙ୍ଗର ଲାଲିଆନଜୁଆଲା ଚାଙ୍ଗ୍ଟେଙ୍କ ସହିତ ଏକ ଦୀର୍ଘ ମିଆଦି ଚୁକ୍ତି କରିଛି। ମିଜୋରାମର ଚାଙ୍ଗ୍ଟେ ଏହା ପୂର୍ବରୁ ଦିଲ୍ଲୀ ଡାଇନାମୋସ…
ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍
କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ କରିବା ପାଇଁ ଭିନ୍ନ ପଦକ୍ଷେପ ନେଇଛି। ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ନଷ୍ଟ ନ କରିବାକୁ…
ଦିଦିଙ୍କ ଦୁର୍ଗାପୂଜା ଭେଟି
କୋଲକାତା,୩୦।୮: ପାଖେଇ ଆସିଲାଣି ଦୁର୍ଗାପୂଜା। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସହରର ପୂଜା କମିଟି ଗୁଡିକୁ କିଛି ଉପହାର ଦେଇଛନ୍ତି। ଚଳିତ ବର୍ଷ ସମସ୍ତ ପୂଜା କମିଟିକୁ ୨୫ ହଜାର ଲେଖାଁ ଟଙ୍କା ଦେବାକୁ ଶୁକ୍ରବାର ଦିଦି…
ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା
ଇସ୍ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍ ଦିନ ୧୨ଟାରୁ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ କାର୍ଯ୍ୟାଳୟ, ହସ୍ପିଟାଲ ଏମିତିକି…
ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର
ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ଫିଲ୍ମ ‘ଓ୍ବାର’ର ଶୁଟିଂ ପାଇଁ ଏମିତି…
ସାନିଆଙ୍କ ଫଟୋ ହେଲେ ପି.ଟି. ଉଷାଙ୍କ ନାମ
ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ କ୍ରୀଡ଼ା ଦିବସ ଅବରରେ ଶୁଭେଚ୍ଛା ଜଣାଇବା ପାଇଁ ସାନିଆ ମିର୍ଜାଙ୍କ ଫଟୋ ଥିବା ଏକ…
ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ
ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଆର୍କେ ଷ୍ଟୁଡିଓରେ ଧୁମ୍ଧାମ୍ରେ ଗଣେଶ ପୂଜାର ଆୟୋଜନ…
ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ
ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ହେଲେ ମାହି ଏବେ ଭିନ୍ନ କ୍ରୀଡ଼ାରେ…
ନିଜର ଚିକିତ୍ସା ପାଇଁ କଣ୍ଢେଇର ଗୋଡ଼ ପ୍ଲାଷ୍ଟର କଲେ ୧୧ମାସର ଶିଶୁ
ନୂଆଦିଲ୍ଲୀ,୩୦।୮: ଛୋଟବେଳେ ସବୁ ପିଲାଙ୍କର କୌଣସି ଏକ ଖେଳନା ସହ ଅକର୍ଷଣ ରହିଥାଏ। ସେହି ଖେଳନା ବିନା ସେମାନେ କୌଣସି କାର୍ଯ୍ୟ କରି ନ ଥାନ୍ତି। ତେବେ ଦିଲ୍ଲୀର ଲୋକ ନାୟକ ହସ୍ପିଟାଲରେ ଜଣେ ଶିଶୁର ନିଆରା ଢ଼ଙ୍ଗରେ ଚିକିତ୍ସା କରାଯାଇଥିବା…
ବେଆଇନ୍ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ
ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଜବତ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ…

