ବିଜେଡିର ମିଶ୍ରଣ ପର୍ବ: ଯୋଗଦେଲେ ନରସିଂହପୁର ସରପଞ୍ଚ, ସମିତିସଭ୍ୟ
ବାସୁଦେବପୁର,୧।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନରସିଂହପୁର ପଞ୍ଚାୟତ ବାସନ୍ତୀ ପଡ଼ିଆଠାରେ ବିଜେଡିର ମିଶ୍ରଣପର୍ବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ବିଜେଡି ନବନିଯୁକ୍ତ ବ୍ଲକ ସଭାପତି ଦୀନବନ୍ଧୁ ଦାସଙ୍କ ସଭାପତିତ୍ୱରେ ନରସିଂହପୁର ପଞ୍ଚାୟତ ସରପଞ୍ଚ ଅଞ୍ଜଳୀ ବିଶ୍ୱାଳ, ସମିତିସଭ୍ୟା ଆରତି ଜେନା,…
ହେଲ୍ମେଟ୍ ନ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଚକୋଲେଟ୍ ଦେଲା ଟ୍ରାଫିକ୍ ପୋଲିସ
ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି…
ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍
ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର ମୁକୁନ୍ଦ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ଦୁଇଟି ଇଭେଣ୍ଟରେ ରନର୍ସଅପ୍ ହୋଇଛନ୍ତି। ସେ ପୁରୁଷ…
ଜାତୀୟ ମହିଳା ହକି କ୍ୟାମ୍ପରେ ୫ ଓଡ଼ିଆ
ନୂଆଦିଲ୍ଲୀ,୧।୯(ପି.ଟି.): ସୋମବାରଠାରୁ ବେଙ୍ଗାଲୁରୁର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପରିସରରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୫ ଜଣ ଓଡ଼ିଆ ସ୍ଥାନ…
ଟିମ୍ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍ ଇଶାନ୍ତ ଶର୍ମାଙ୍କ ବ୍ୟାଟିଂ କୋଚ୍
କିଙ୍ଗଷ୍ଟନ,୧।୯: ଭାରତର ଷ୍ଟାର୍ ବୋଲର୍ ଇଶାନ୍ତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍ରେ ଇଶାନ୍ତ ୮୦ଟି ବଲ ଖେଳି ୭ ଚୌକା ସହ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଇଶାନ୍ତଙ୍କ ବ୍ୟାଟିଂ ଦେଖି…
ଜହର ପାଲଟିଲା ଗୋମତୀ ନଦୀ ଜଳ: ୨୮ ମଇଁଷି ମୃତ
ଲକ୍ଷ୍ନୌ,୧।୯: ଉତ୍ତରପ୍ରଦେଶ ଗୋମତୀ ନଦୀର ଜଳ ଏବେ ଜହର ପାଲଟିଛି। ଏଥିରେ ବିଭିନ୍ନ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ରାସାୟନ ଥିବା କୁହାଯାଉଛି। ନଦୀ ଜଳ ପିଇବା ପରେ ୨୮ଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ୱର,୧।୯(ବ୍ୟୁରୋ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବ। ତେବେ ରାଜ୍ୟରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ…
ଧୋତି କୁର୍ତ୍ତାରେ କ୍ରିକେଟ୍ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି
ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ କାମେଶ୍ୱର ସିଂ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରିକେଟ୍ ଖେଳର ଆୟୋଜନ କରାଯାଇଥିଲା।…
ପିତାଙ୍କ ମୃତ୍ୟୁ ପରେ ମା’ ବସ୍ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ
ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍ ଏସିଆ କପ୍ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍ ହୋଇଛନ୍ତି ଜଣେ ବସ୍ କଣ୍ଡକ୍ଟରଙ୍କ ପୁଅ ଅଥର୍ବ ଆଙ୍କୋଲେକର। ୨୦୧୦ରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ପରିବାର…
୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା
କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୨୨୫ଟି ବଲର ସମ୍ମୁଖୀନ ହୋଇ ୧୬ ଚୌକା ସହ ୧୧୧ ରନର ଲଢ଼ୁଆ ଶତକୀୟ…
ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍ ମିଡ଼ିଆରେ ଫଟୋ ଶେୟାର
ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି। ଖିଲାଡ଼ି କୁମାର ଯୁବକଙ୍କ ସହିତ ସେଲ୍ଫି ନେଇ ଏହାକୁ ସୋସିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି।…
ବିୟୁଟି, ବ୍ରେନ୍ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ
ମୁମ୍ବାଇ: ବଲିଉଡ୍ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ ବୋଲି କୁହାଯାଉଛି। କାବ୍ୟା ବିଶେଷ ଭାବେ ପ୍ରିଣ୍ଟ ଆଡ୍ରେ…

