Home Left

ବିଳିବିଳାଉଛି ପାକିସ୍ତାନ: ଭାରତକୁ ଖୋଲା ଧମକ ଦେଲେ ଶେହବାଜ

ନୂଆଦିଲ୍ଲୀ,୧୩।୮: ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ଅସ୍ଥାୟୀ ଭାବରେ ସ୍ଥଗିତ କରିବା ପରେ ପାକିସ୍ତାନ ବାରମ୍ବାର ନିଜର ରାଗ ପ୍ରକାଶ କରୁଛି। ପ୍ରତିଦିନ ପାକିସ୍ତାନର ସାମରିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ବୟାନ ଦେଉଛନ୍ତି। ସିନ୍ଧୁ ଜଳ…

ସୁସ୍ଥ ରହିବାକୁ ଚାହୁଁଥିଲେ…

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପ୍ରତି ଆମକୁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ତନ୍ମଧ୍ୟରୁ ପ୍ରଥମ ହେଲା ଜୀବନଶୈଳୀ। ଆମେ ଯଦି ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରିବା ତେବେ ନିଜକୁ କେତେକାଂଶରେ ସୁସ୍ଥ…

କେନାଲରେ ଘାଇ, ପାଣି ମାଡିଯାଇ ଫସଲ ହେଲା ବାଲିଚର, ଚିନ୍ତାରେ ଚାଷୀ

ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଡିଷ୍ଟିବୁଟାରୀର ମଥୁରା ଗ୍ରାମ କେନାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ମାଡିଯାଇ ସ୍ଥାନୀୟ ଜମି ବାଲି ଚର ହୋଇଛି। ଦୀର୍ଘ…

‘ହରିଜନ’ ଲେଖନାହିଁ: ସବୁ ବିଭାଗକୁ ଅନୁସୂଚିତ ଜାତି ବିଭାଗର ତାଗିଦ

ଭୁବନେଶ୍ୱର,୧୩ା୮ (ରବିନାରାୟଣ ଜେନା):ଏଣିକି ‘ହରିଜନ’ ଶବ୍ଦ କୌଣସି ସରକାରୀସ୍ତର କିମ୍ବା ଶିକ୍ଷାକ୍ଷେତ୍ରରେ ବ୍ୟବହାର କରାଯିବନାହିଁ। ଏନେଇ ବହୁ ପୂର୍ବରୁ ରୋକ୍‌ ଲାଗିଥିଲେ ହେଁ ମଙ୍ଗଳବାର ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ ବି. ପରମେଶ୍ୱର ପୁନର୍ବାର ସମସ୍ତ…

ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ବାଲେଶ୍ୱର,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା । ବିଳମ୍ବିତ ରାତିରେ ଫୁଲାଡି ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି । ଘଟଣାସ୍ଥଳରୁ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ…

ବରଗଡ଼ ନାବାଳିକା ପୋଡ଼ି ଘଟଣା: ଭାଇଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ଭିନ୍ନ ଭିନ୍ନ ଦିଗକୁ ନେଇ ପୋଲିସର ପଚରାଉଚରା ଜାରି ରହିଥିବା ବେଳେ ଗତକାଲି ନାବାଳିକାଙ୍କ ମାମୁଙ୍କୁ ପଚରାଉଚରା…

ଏହି ମାସରେ ହେବ RI -AMIN ପ୍ରିଲିମିନାରୀ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୩ା୮(ସୁଚିସ୍ମିତା ସାହୁ):ଆର୍‌ଆଇ, ଏଆର୍‌ଆଇ, ଅମିନ ଏବଂ ଆଇସିଡିଏସ୍‌ ସୁପରଭାଇଜର୍‌ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍‌ଡ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମାଧ୍ୟମରେ…

ଦାଦାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ, ପୋଖରୀରେ ବୁଡ଼ିଗଲେ ପୁତୁରା: ଆଉ ତା’ପରେ…

ଆଳି,୧୩/୮(ବନମାଳୀ ସେନାପତି):ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡି ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମର ରବି ନାରାୟଣ ଜେନାଙ୍କ ପୁଅ ଆୟୁଷ୍ମାନ କୁମାର ଜେନା (୧୧) ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି…

ପୁରୀ ଶ୍ରୀମନ୍ଦିରକୁ ମାଡି ଆସୁଛି ବିପଦ! ମନ୍ଦିର କାନ୍ଥରେ ଲେଖାହେଲା… ରାଜ୍ୟରେ ହଇଚଇ

ପୁରୀ,୧୩।୮: ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୋଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ…

ଏହି ଛୋଟ କାମ ପାଇଁ ୧.୨ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ: ସମସ୍ତେ କରୁଛନ୍ତି ବାଃ ବାଃ

ସମସ୍ତେ ଚାହାଁନ୍ତି ତାଙ୍କୁ ଏପରି ଏକ ଚାକିରି ମିଳୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଦରମା ଏବଂ ସବୁ ପ୍ରକାର ସୁବିଧା ଥିବ। ଏହାଦ୍ୱାରା ସେ ଶାନ୍ତିରେ ନିଜ ଜୀବନ ବଞ୍ଚିପାରିବେ। ଯଦିଓ ଏହା ସମସ୍ତଙ୍କ ଭାଗ୍ୟରେ ଲେଖା ନ ଥାଏ,…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ସ୍ବାମୀଙ୍କ ତଣ୍ଟି ଚିପିଦେଲେ ସ୍ତ୍ରୀ

ସୁନ୍ଦରଗଡ଼, ୧୩।୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସ୍ତ୍ରୀ। ଟାଉନ ଥାନା ମିଶନ ରୋଡ୍‌ରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ…

ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ବଳାତ୍କାର: CCTVରେ କଏଦ ହେଲା ସମଗ୍ର ଘଟଣା, ଆଉ ତା’ପରେ…

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ବଳରାମପୁରରେ ଜଣେ ୨୧ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କ ସହ ଗଣବଳାତ୍କାର ଘଟଣା ଅଞ୍ଚଳକୁ ଥରାଇ ଦେଇଛି। ଅଭିଯୁକ୍ତଙ୍କ ଦ୍ୱାରା ବଳାତ୍କାର ପୂର୍ବ ପରିସ୍ଥିତିର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଝିଅଟି ରାସ୍ତାରେ ଦୌଡ଼ୁଥିବାର ଦେଖାଯାଉଛି ଏବଂ ପଛରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri