Home Left

ଧାନ ବିକ୍ରି ପଞ୍ଜୀକରଣକୁ ସରଳ କରିବା ଦିଗରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର,୧୩ା୮(ପ୍ରଦୀପ୍ତ ଦାଶ): ଧାନବିକ୍ରି କରିବାକୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଚାଷ ବିଲରୁ କାମ ଛାଡ଼ି ସମବାୟ ସମିତିକୁ ଦୌଡୁଛନ୍ତି । ଦୀର୍ଘବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବାରୁ ଶତକଡ଼ା…

ତଣ୍ଟି କାଟି ଗୁରୁତର ହୋଇଥିଲେ,ମେଡିକାଲ ନେବାରୁ ଛାତରୁ ଡେଇଁଲେ, ପରେ…

ସମ୍ବଲପୁର,୧୩।୮ (ପ୍ରମୋଦ ବହିଦାର): ଭୀମସାରରେ ପୁଣି ଏକ ଅଘଟଣ ଘଟିଛି। ଜଣେ ରୋଗୀ ବୁଧବାର ସକାଳେ ଭୀମସାର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଭାଟିଗାଓଁର ସୁବୀର ସିରଦାର(୨୮) ବୋଲି ଜଣାପଡ଼ିଛି।…

ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ରାଜପଥ

ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର ପାଟଣା ମଣ୍ଡଳ ଭାଜପା ତରଫରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବାଇକ୍‌ ରାଲି ଓ ଶୋଭାଯାତ୍ରା ମଲ୍ଲିପୋଷିଠାରୁ ଆରମ୍ଭ ହୋଇ ସାଧୁପଡ଼ା ଦେଇ ପାଟଣା ବଜାର ପରିକ୍ରମା କରି ଆନନ୍ଦେଶ୍ୱର…

ଟ୍ରମ୍ପଙ୍କ ଧମକ, ଟାରିଫ ଓ୍ବାର ମଧ୍ୟରେ ରୁଷିଆ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ, ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ ହେଉଛି। ସମ୍ପ୍ରତି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ ଗସ୍ତ…

‘ପ୍ଲେୟାର ଅଫ ଦ ମଂଥ’ ଜିତି ବଡ଼ ରେକର୍ଡ କଲେ ଶୁବମନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୮: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କ ନାମ ଏବେ ବି ଖବରରେ ରହିଛି। ଜୁଲାଇରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମଂଥ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଟାଇଟଲ ଜିତିବା ସହିତ, ଶୁବମନ ଏକ…

କେନାଲରେ ଗାଧୋଇବାବେଳେ ବୁଡ଼ିଗଲେ ଛାତ୍ରୀ

ସାଲେପୁର/ନିଶ୍ଚିନ୍ତକୋଇଲି,୧୩ା୮(ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର): କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ବ୍ଲକ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ। କେନାଲ ପାଣିରେ…

‘ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ଲିଷ୍ଟରେ ଯୋଡା ଯାଇଥିଲା ସୋନିଆଙ୍କ ନାଁ,’ ଭାଜପାର ଅଭିଯୋଗକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୧୩।୮: ବିରୋଧୀ ଦଳଗୁଡ଼ିକ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଭୋଟର ଜାଲିଆତିରେ ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ, ବୁଧବାର (୧୩ ଅଗଷ୍ଟ, ୨୦୨୫) ଭାଜପା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ…

ଲାଞ୍ଚ ନେଇ ଧରାପଡ଼ିଲେ ପୁରୁଷ ସ୍ବାସ୍ଥ୍ୟକର୍ମୀ, ଜନ୍ମ ପ୍ରମାଣପତ୍ର ଦେବାକୁ ଦାବି କରୁଥିଲେ ଏତିକି ଟଙ୍କା…

ମୁନିଗୁଡ଼ା,୧୩ା୮(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଦ୍ବାରା ଗିରଫ ହୋଇଛନ୍ତି। କନ୍ଧମାଳ ଜିଲା ଦୁର୍ଗାପଙ୍ଗାର ଜଣଙ୍କଠାରୁ ଜନ୍ମ ପ୍ରମାଣପତ୍ର ସଂଶୋଧନ ପାଇଁ ୩୦୦୦ଟଙ୍କା ନେବା ବେଳେ ଭିଜିଲାନ୍ସ ଦ୍ୱାରା…

ବୁଲା କୁକୁରଙ୍କୁ ହଟାଇବା ରାୟର ହେବ ପୁନର୍ବିଚାର, Dog ଲଭରଙ୍କୁ ମିଳିବ କି ଆଶ୍ୱସ୍ତି? CJI ଦେଲେ ଇସାରା

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। କୋର୍ଟ ୮ସପ୍ତାହ ମଧ୍ୟରେ ସହରର ସମସ୍ତ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କୁକୁର ପ୍ରେମୀମାନେ…

ଅନାସ୍ଥା ଆଣି ବିଫଳ ହେବାରୁ ମୋ’ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ, ଅଧ୍ୟକ୍ଷ କହିଲେ ଏମିତି…

କେସିଙ୍ଗା,୧୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୪ ଜଣ କାଉନସିଲର ମୋ’ ବିରୋଧରେ ଅନାସ୍ଥା ଆଣିବାରେ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ବିଫଳ ହେବାରୁ ମୋ’ ବିରୋଧରେ ଏବଂ ଏନ୍‌ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଜିଲାପାଳ…

ଦୁର୍ଗମ ପଞ୍ଚାୟତର ମାଳମାଳ ଅଭିଯୋଗ ନେଇ ଆଗେଇ ଆସିଲେ ସରପଞ୍ଚ-ସମିତି ସଭ୍ୟ, ଜିଲାପାଳଙ୍କୁ କହି…

ଦାରିଙ୍ଗବାଡ଼ି,୧୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ରହିଛନ୍ତି। ତେବେ ଜନସଂଖ୍ୟା ତୁଳନାରେ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ମିଳୁ ନ…

ବାହାରିଲା ତ୍ରିରଙ୍ଗା ଶୋଭାଯାତ୍ରା: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୧୩।୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ସଂସ୍କୃତି ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri