ମଙ୍ଗଳବାରରେ ବଦଳିଯବ ଭାଗ୍ୟ, ଆଜି ପ୍ରେମ ଓ କ୍ୟାରିୟରରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି
ସକାଳେ ତୁଳା ରାଶିରେ ଚନ୍ଦ୍ର ସନ୍ତୁଳନ, ପାରସ୍ପରିକ ବୁଝାମଣା, ଯୋଗାଯୋଗ ଏବଂ ସୂଚନାଭିତ୍ତିକ ନିଷ୍ପତ୍ତିକୁ ପ୍ରୋତ୍ସାହିତ କରିବେ। ଏହି ସମୟରେ ଏକାଠି କାମ କରିବା ଏବଂ ସ୍ପଷ୍ଟତା ବଜାୟ ରଖିବା ସହଜ ହେବ। ସନ୍ଧ୍ୟା ସୁଦ୍ଧା, ଚନ୍ଦ୍ର ବିଛା ରାଶିରେ ପ୍ରବେଶ…
T 20 ଓ୍ବାର୍ଲଡ କପ ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି କ୍ୟାପଟେନ, ଭାରତ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ
ନୂଆଦିଲ୍ଲୀ,୧୩।୧: ଅଷ୍ଟ୍ରେଲିଆ ଅଧିନାୟକ ଆଲିସା ହିଲି ମଙ୍ଗଳବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଆଗାମୀ ବହୁ-ଫର୍ମାଟ ସିରିଜ ପରେ ହିଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ୩୫ ବର୍ଷୀୟା ଖେଳାଳି ପ୍ରାୟ ୩୦୦ ମ୍ୟାଚ…
ଟି-୨୦ ବିଶ୍ୱକପ ବିଷୟରେ ବାଂଲାଦେଶ ମିଛର ପର୍ଦ୍ଦାଫାଶ କଲା ICC! ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୧୩।୧: ୨୦୨୬ ଟି୨୦ ବିଶ୍ୱକପ ସମ୍ବନ୍ଧୀୟ ବିବାଦ ସମ୍ପର୍କରେ ବାଂଲାଦେଶର ମିଛର ପର୍ଦ୍ଦାଫାଶ ହୋଇଥିବା ପରି ମନେ ହେଉଛି। ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ତାର ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲା। ବାଂଲାଦେଶ ସରକାରଙ୍କ କ୍ରୀଡା…
ଧାନ କଟଣି ଛଟଣି ବନ୍ଦ ଦାବି : ଆଜିଠୁ ଆମରଣ ଅନଶନରେ ବସିବ ଜିଲା କଂଗ୍ରେସ, ସମାଧାନ ନ ହେବା ଯାଏ…
ଦେବଗଡ,୧୩ା୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ପ୍ରଶାସନ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଚାଷୀ ଶୋଷଣର ଶିକାର ହେଉଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି l ଏହାର ପ୍ରତିବାଦରେ ଜିଲାର ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ପୁର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ମଙ୍ଗଳବାର…
ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ…
ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥରରେ ସୋମବାର ଅପରାହ୍ନରେ ଏକ ହାଇୱା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଗରୁଡପଥର ଗ୍ରାମର ଏମ କେ ନାୟକ। ପୋଲିସ ଶମୃତଦେହକୁ ଜବତ କରି ବ୍ୟବଚ୍ଛେଦ…
ଏନଏସ୍ଏସ୍ ସତନ୍ତ୍ର ସେବା ଶିବିର ଉଦ୍ଘାଟିତ: ଛାତ୍ରୀଛାତ୍ରଙ୍କ ସହ ସଫେଇ କଲେ ଡିଏଫ୍ଓ, ଦେଲେ ଏମିତି ପରାମର୍ଶ…
ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ସୋମବାର ସ୍ବତନ୍ତ୍ର ଶୀତକାଳୀନ ସେବା ଶିବିର ଉଦ୍ଘାଟିତ ହୋଇଯାଇଛି। ଏହାକୁ ଡିଏଫଓ ହିମାଂଶୁ ଶେଖର ମହାନ୍ତି…
ବାଜି ମାରିଲେ ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲ, ଅଣ୍ଡର୧୩ ମହିଳା ଚେସ ଚ୍ୟାମ୍ପିୟନଶିପରେ କଲେ କମାଲ
ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲଙ୍କୁ ଅଲ ଓଡ଼ିଶା ଅଣ୍ଡର୧୩ ବେଷ୍ଟ ବରଗଡ଼ ଚେସ ଚାମ୍ପିୟନଶିପ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅଲ ଓଡ଼ିଶା ଚେସ ଚାମ୍ପିୟନଶିପ ଫର୍ ୱିମେନ ଗତ…
ଯାଇଥିଲେ ଶ୍ୱଶୁର ଘର, ଘରେ କେହି ନ ଥିବା ସୁଯୋଗ ନେଇ ଲୁଟିନେଲେ…
ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା ସୁଯୋଗରେ ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା,ରୂପା ଗହଣା ସହ ଆସବାବ ପତ୍ର ଓ…
ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…
ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା ଧମକ ଦେଉଥିବା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେହିପରି ୨ ଯୁବକଙ୍କୁ…
ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…
ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ରାତିସାରା ଗଣବଳାତ୍କାର କରିଛନ୍ତି ଏବଂ ତାଙ୍କୁ ନର୍କ ଯନ୍ତ୍ରଣାରେ ଛାଡି ପଳାଇଯାଇଥିଲେ। ପୀଡିତା…
ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ
ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ଷଣ୍ଢ, ବଳଦ, ବୁଲା କୁକୁର। ପ୍ରକାଶ ଯେ, ପ୍ରାଣୀସମ୍ପଦ…
ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…
ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦୈନିକ ଉକ୍ତ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି । ପ୍ରକାଶ…

