Home Left

ପେନ୍‌ସିଲ ମୁନରେ ୦.୫ ସେମିର ଗଣେଶ

ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ):ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିଲାଗି ତାଙ୍କୁ ଆଠ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଇକୋ ଫ୍ରେଣ୍ଡ୍‌ଲି…

ମୋଦିଙ୍କୁ ନେଇ ବଡ଼ କଥା କହିଦେଲେ ଟ୍ରମ୍ପ, ପିଏମଙ୍କ ଚାଇନା ଗସ୍ତ ପୂର୍ବରୁ…

ଓ୍‌ବାଶିଂଟନ୍‌,୨୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ମୁକାବିଲା ସମୟରେ ସେ ଶାନ୍ତି ପ୍ରତିଷ୍ଠାରେ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ହସ୍ତକ୍ଷେପ ଯୋଗୁଁ…

ଓଏଏସ୍‌ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୨୭ା୮ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ…

ଭାରତରେ ଆଜିଠୁ ଲାଗୁ ହେବ ଟ୍ରମ୍ପଙ୍କ ଟାରିଫ୍‌: ଏହି କ୍ଷେତ୍ର ଉପରେ ପଡ଼ିବ ବଡ଼ ପ୍ରଭାବ

ଓ୍‌ବାଶିଂଟନ୍‌,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଥିଲେ, ଯାହା ବୁଧବାର ଅର୍ଥାତ୍‌ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି। ସେ ରୁଷତିଆରୁ…

ନାବାଳିକାଙ୍କୁ ଗଣବଳାତ୍କାର କଲେ ବୟଫ୍ରେଣ୍ଡ: ମୋବାଇଲରେ ଶୁଟିଂ କରୁଥିଲେ ସାଙ୍ଗ, ଆଉ ତା’ପରେ…

ବାଲେଶ୍ୱର, ୨୭।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବିଶ୍ୱାସରେ ବିଷ ଦେଇ ପୁରୁଷବନ୍ଧୁ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଗଣବଳାତ୍କାରର ଭିଡିଓ ଭାଇରାଲ ହେବା…

କାଲି ପ୍ରବଳ ବର୍ଷା: ରାଜ୍ୟର ଏହି ୨ ଜିଲାକୁ ରେଡ୍‌ ଓ୍ବାର୍ନିଂଜାରି…

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା)-ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ବୁଧବାର ସାରା ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅତିରୁ ଅତି ପ୍ରବଳ ବର୍ଷା ହେବାନେଇ କୋରାପୁଟ ଓ ମାଲକାନଗିରି ଜିଲାକୁ ରେଡ୍‌…

ଟାରିଫ୍‌ ବିବାଦ ମଝିରେ ଆମେରିକା ସହ ୧ ବିଲିୟନ୍‌ ଡଲାରର ଡିଲ୍‌ ସାଇନ୍‌ କରିବ ଭାରତ

ନୂଆଦିଲ୍ଲୀ,୨୬।୮: ଡୋନାଲ୍ଡ୍‌ ଟ୍ରମ୍ପ ଭାରତକୁ ରୁଷିଆ ସହ ବାଣିଜ୍ୟ ଉପରେ ୫୦% ଟାରିଫ୍‌ ଲଗାଇବାର ନିଷ୍ପତ୍ତି ମଝିରେ ଭାରତ ଓ ଆମେରିକା ୧ ବିଲିୟନ୍‌ ଡଲାରରୁ ଅଧିକର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଡିଲ୍‌ ସାଇନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ହେଉଛି…

ଷ୍ଟେଶନ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମିଳିଯିବ ଟିକେଟ, ଏହି ଟ୍ରିକ୍‌ ବନ୍ଧୁଙ୍କୁ ବି କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣ କାହାକୁ ଷ୍ଟେଶନରେ ଛାଡ଼ିବାକୁ ଯାଉଛନ୍ତି, ତେବେ ପ୍ଲାଟଫର୍ମ ଟିକେଟ କିଣିବା ବାଧ୍ୟତାମୂଳକ। କିନ୍ତୁ ଏବେ ପ୍ଲାଟଫର୍ମ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାର ଆବଶ୍ୟକତା ନାହିଁ, କାରଣ ଆପଣ ନିଜ ସ୍ମାର୍ଟଫୋନ୍‌ ମାଧ୍ୟମରେ ଏହା…

୨୫ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର,୨୬।୮: ରାଜ୍ୟ ଟିକସ ବିଭାଗର ସହକାରୀ କମିସନର ସରିତା ବାରିକ ଆଜି (୨୬ ଅଗଷ୍ଟ ୨୦୨୫) ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ…

ହାର୍ଡକୋର୍‌ ମାଓବାଦୀ ବିଶୁ ସିଂ ଗିରଫ

ରାଉଲକେଲା,୨୬।୮(ସଂଗୀତା ଜେନା): ଜୁନ ୧୪ ତାରିଖ ୨୦୨୫ ରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସିଲକୁଟା ଫରେଷ୍ଟ ରେଞ୍ଜରେ ମାଓବାଦୀମାନେ ବିସ୍ପୋରଣ କରିଥିଲେ। କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ସିଆର୍‌ପିଏଫ୍‌ ଯବାନ ଏହି ବିସ୍ପୋରଣରେ ଗୁରୁତର ଆହତ ହୋଇଥିଲେ।…

ପୁରୀ ବଡ଼ଦାଣ୍ଡରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଦିଲ୍ଲୀ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ,୨୬ା୮: ପୁରୀ ବଡ଼ଦାଣ୍ଡ ମାଉସୀ ମା’ ମନ୍ଦିର ନିକଟରେ ଏକ ଦୁଃଖଦ ଦୁର୍ଘଟଣାରେ ଦିଲ୍ଲୀର ପର୍ଯ୍ୟଟକ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍‌ ରିକ୍ସାକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରିକ୍ସା ଚାଳକ ଏବଂ ଦୁଇ…

ଆମେରିକା ରପ୍ତାନି ହେଉଛି ଅନୁଗୁଳ ଲେମ୍ବୁ: ମାଲାମାଲ ହେଉଛନ୍ତି କୃଷକ

ଅନୁଗୋଳ,୨୬ା୮: ଓଡ଼ିଶାର ଅନୁଗୋଳ ଜିଲାରୁ ଲେମ୍ବୁ ଆମେରିକାକୁ ରପ୍ତାନି ହେଉଛି। ଚଳିତ ମାସରେ ତିନି ପର୍ଯ୍ୟାୟରେ ପ୍ରାୟ ଏକ ଲକ୍ଷ ଲେମ୍ବୁ ଆମେରିକାକୁ ପଠାଯାଇଛି। ସ୍ଥାନୀୟ ବଜାରରେ ଗୋଟିଏ ଲେମ୍ବୁ ୨୦-୩୦ ପଇସାରେ ବିକ୍ରି ହେଉଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri