Home Left

ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା

ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି। ମର୍ଦାନୀ ୩ ରାଣୀ…

ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!

ଭୁବନେଶ୍ୱର,୨୩।୧: ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି। ପୁନର୍ବିଚାର କରାଯିବ କହିଲେ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର…

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କହିଛନ୍ତି ଯେ ଏହି ଯୋଜନା ଅଧୀନରେ, ରାଜ୍ୟର ପ୍ରତ୍ୟେକ ପରିବାର ବାର୍ଷିକ…

ଫେବୃଆରୀ ୧ରେ ହିଁ କାହିଁକି ଆସେ ବଜେଟ୍‌? ଜାଣନ୍ତୁ ତାରିଖ ପଛର ରହସ୍ୟ

ନୂଆଦିଲ୍ଲୀ,୨୩।୧: ଜାତୀୟ ବଜେଟ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସବୁବେଳେ ପରି, ଏହି ବର୍ଷ ମଧ୍ୟ ଦେଶର ବର୍ଷସାରାର ହିସାବ ଫେବୃଆରୀ 1 ତାରିଖରେ ସଂସଦରେ ଉପସ୍ଥାପିତ ହେବ। କିନ୍ତୁ ଆପଣ…

IPL ୨୦୨୬ପୂର୍ବରୁ CSKକୁ ବଡ଼ ଝଟକା! ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଖେଳାଳି…

ନୂଆଦିଲ୍ଲୀ,୨୩।୧: ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା। ପରବର୍ତ୍ତୀ ସମୟରେ ସେମାନେ ନିଲାମରେ ଯୁବ ଉତ୍ତର ପ୍ରଦେଶ ସ୍ପିନ ଅଲରାଉଣ୍ଡର ପ୍ରଶାନ୍ତ…

UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍‌ କେତେ? ଜାଣନ୍ତୁ ସବିଶେଷ…

ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଦୁଇଟି ମଧ୍ୟରେ…

ପାଟକୁରାରୁ ମାଡିଆସିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ: ବଢ଼ିଲା ନବୀନ ନିବାସ ସୁରକ୍ଷା

ଭୁବନେଶ୍ୱର,୨୩।୧: ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ…

ବାଇକ୍‌କୁ ଧକ୍କା ଦେଲା ‘ଆମ ବସ’: ଦୁର୍ଘଟଣା ପରେ ୩ଟି ବସ୍‌କୁ ଭାଙ୍ଗିଦେଲେ ଲୋକେ, ପ୍ରାଣ ବିକଳରେ ଦୌଡିଲେ…

ଭୁବନେଶ୍ବର,୨୩।୧: ଜନପଥରେ ବାଇକ୍‌କୁ ଧକ୍କା ଦେଲା ଆମ ବସ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଛନ୍ତି। ୩ଟା ‘ଆମ ବସ’କୁ ଭାଙ୍ଗିଦେଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ‘ଆମ ବସ’ ସହ ଆଉ ୨ଟି ଆମ ବସ ଭାଙ୍ଗିଦେଲେ…

ଆଜି ରାତି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ୩୦ମିନିଟ୍‌ ପାଇଁ ଚନ୍ଦ୍ର ପାଖକୁ ଆସିଯିବ…

ଆଜି, ଜାନୁଆରୀ ୨୩, ୨୦୨୬, ଚନ୍ଦ୍ର, ଶନି ଏବଂ ନେପଚ୍ୟୁନର ଏକ ଅତ୍ୟନ୍ତ ବିରଳ ତ୍ରିକୋଣୀୟ ସଂଯୋଗ ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସୂର୍ଯ୍ୟାସ୍ତ ପରେ, ଅର୍ଦ୍ଧଚନ୍ଦ୍ର ଉଜ୍ଜ୍ୱଳ ଶନି ଗ୍ରହ ନିକଟରେ ଏବଂ ମଳିନ ନେପଚ୍ୟୁନ ନିକଟରେ ମଧ୍ୟ ରହିବ,…

ଚାଲିଥିଲା ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ପାଟଣା,୨୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ ସମୟରେ ତୁରୁମୁଙ୍ଗା ପୋଲିସ ଚଢାଉ କରିଛି। ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର…

ଗୋଟିଏ ରକେଟ ଲଞ୍ଚ କରିବା ବେଳେ ୧୯ ଲକ୍ଷ ଲିଟର ପାଣି ଖର୍ଚ୍ଚ କରେ ନାସା, କାରଣ ଜାଣିଲେ ଚକିତ ହେବେ 

ଫ୍ଲୋରିଡା: ଯେତେବେଳେ NASAର କୌଣସି ବଡ଼ ରକେଟ ଯେମିତି Space Launch System (SLS) କିମ୍ବା ପୂର୍ବରୁ ସ୍ପେସ ଶଟଲ ଲଞ୍ଚ ହୁଏ, ସେତେବେଳେ ଲଞ୍ଚ ପ୍ୟାଡ ଉପରେ ଲକ୍ଷାଧିକ ଲିଟର୍‌ ପାଣିର ବର୍ଷା ଦେଖାଯାଏ। ଏହି ପାଣି ରକେଟର ବେଗକୁ…

ବଦଳିବନି ରାତି ତାପମାତ୍ରା: ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ…

ରାଜ୍ୟରେ ଶୀତର ପ୍ରକୋପ କମିବା ସହିତ ଏବେ ତାପମାତ୍ରା ଧୀରେ ଧୀରେ ବଢି ଚାଲିଛି। ତେବେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?