Home Left

ଗରିବଙ୍କ ପାଇଁ ନିୟମ କଡ଼ା, ଧନୀଙ୍କୁ ଦୟା: ଗାଡ଼ି ମାଲିକଙ୍କୁ କୋହଳ ଅଭିଯୋଗ

ଦାରିଙ୍ଗବାଡି,୨୪।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଜବରଦଖଲ ଉଚ୍ଛେଦ କରାଯିବା ଘଟଣାରେ ଏବେ ମଧ୍ୟ କିଛି ଅମାନିଆ ପ୍ରଭାଶାଳୀ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି। ପ୍ରକାଶ ଯେ, ବୁଧବାର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଧିରଜ ପାତ୍ରଙ୍କ ଆବାହନ କ୍ରମେ…

ବୃଦ୍ଧି ପାଇବ ପିଏମ୍‌ କିଷାନ ଯୋଜନାର ପରିମାଣ! ଫେବୃଆରୀରେ ଆକାଉଣ୍ଟକୁ କେତେ ଆସିବ ଟଙ୍କା? ଜାଣନ୍ତୁ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନା ଅଧୀନରେ, ଚାଷୀମାନଙ୍କୁ ପ୍ରତି ତିନି ମାସରେ ୨,୦୦୦ ଆର୍ଥିକ ସହାୟତା ମିଳିଥାଏ। ଏହାର ଅର୍ଥ ହେଉଛି ପ୍ରତିବର୍ଷ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ସ୍ଥାନାନ୍ତରିତ ହୁଏ। ତଥାପି, ଯୋଜନା ଆରମ୍ଭ ହେବା ପରଠାରୁ, ମୁଦ୍ରାସ୍ଫୀତି…

ଅଭିନେତା କମାଲ ଖାନଙ୍କୁ ଗିରଫ କଲା ପୋଲିସ, ଗୁଳି ଚଳାଇବା ଅଭିଯୋଗରେ…

ମୁମ୍ବାଇ,୨୪।୧: ମୁମ୍ବାଇ ଓଶିୱାରା ଗୁଳିକାଣ୍ଡ ମାମଲାରେ ପୋଲିସ ଅଭିନେତା ଏବଂ ନିର୍ଦ୍ଦେଶକ କମାଲ ଆର ଖାନଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସ ଦଳ କେଆରକେଙ୍କୁ ପଚରାଉଚରା କରିଥିଲା ଏବଂ ସେ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିବା ସ୍ବୀକାର କରିଥିଲେ। ସୋସିଆଲ…

ଏହି ୨ ନେତାଙ୍କୁ ଦାୟିତ୍ୱ ଦେଇ ଖସିଗଲେ ନବୀନ: ଜାଣନ୍ତୁ ଭିତିରି କଥା…

ଭୁବନେଶ୍ୱର, ୨୪ା୧(ସୁନିତ୍‌ ମିଶ୍ର): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବାକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଅରବିନ୍ଦଙ୍କୁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଉଠାଇ ବିଜେଡିରୁ କଢ଼ାଯାଇଛି। ଅରବିନ୍ଦ କ’ଣ…

ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍‌’: ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଇ…

ଭୁବନେଶ୍ବର,୨୪।୧: ପୁଣି ଏକ ଦୁର୍ଘଟଣା ଘଟାଇଲା ‘ଆମ ବସ୍‌’। ପାତ୍ରପଡ଼ାରେ ସ୍କୁଟିକୁ ‘ଆମ ବସ’ଧକ୍କା ଦେଇଛି। ଫଳରେ ସ୍କୁଟି ଚାଳକ ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଶୁକ୍ରବାର ଜନପଥରେ…

ବାରିପଟେ ଥିବା ଖେଳ ପଡିଆକୁ ଯାଇଥିଲେ ବ୍ୟକ୍ତି, ଦଳିଦେଲା ହାତୀ

ନିରାକାରପୁର, ୨୪।୧(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଜଙ୍କିଆ ଥାନା ଅନ୍ତର୍ଗତ ଗୟାବନ୍ଧ ଗ୍ରାମର ସଂସାରୀ ଭୁଜୁବଳ(୪୦)। ମୃତକ ଜଣଙ୍କ ଶନିବାର ସକାଳେ ନିଜ ବାରିପଟେ…

ବୁଦ୍ଧି-ଜ୍ଞାନ

ବେଳେବେଳେ ଦେଖାଯାଏ, ବୁଦ୍ଧି ପାଖରେ ବିଦ୍ୟା ଓ ଧନ ଉଭୟେ ହାର୍‌ ମାନନ୍ତି। ଏକଥା ସତ ଯେ, ଜୀବନଧାରଣ ନିମିତ୍ତ ବିଦ୍ୟା ଓ ଧନର ନିତାନ୍ତ ପ୍ରୟୋଜନ ରହିଛି। ଜୀବନଧାରଣ ପାଇଁ ଆବଶ୍ୟକ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଧନ ଦ୍ୱାରା…

ବାଳିକା, ବିବାହ ଓ ବ୍ୟଥା

ହଠାତ୍‌ ଦିନେ ୧୬ ବର୍ଷର ବାଳିକା ଲାଡ୍‌ଲିକୁ ବିଦ୍ୟାଳୟ ଯିବାକୁ ବାରଣ କଲେ ତା’ର ମାଆବାପା। ସେହିଦିନ ତାକୁ ନୂଆ ଶାଢ଼ି ପିନ୍ଧାଇ ସଜବାଜ କରାଇ ନେଇଗଲେ ଡ୍ରଇଂ ରୁମ୍‌କୁ। ଡ୍ରଇଂ ରୁମ୍‌ରେ ପୂର୍ବରୁ ବସିଥିଲେ ଲାଡଲିର ବାପା ଏବଂ କିଛି…

ପ୍ରୋତ୍ସାହନ ଆବଶ୍ୟକ

ସିବିଆଇ, ଆଇବି କିମ୍ବା କେନ୍ଦ୍ରୀୟ ସଶସ୍ତ୍ରବଳ ବାହିନୀରେ କାର୍ଯ୍ୟକରିବା ଅର୍ଥ ହେଉଛି ପ୍ରତିଷ୍ଠା, ପ୍ରଭାବ ଏବଂ ଜାତୀୟ ଶକ୍ତିର ପ୍ରତ୍ୟକ୍ଷ ଅବଲୋକନ। ହେଲେ ଏବେ ଏହି ଆକର୍ଷଣ କ୍ଷୀଣ ହୋଇଯାଉଛି। ମଞ୍ଜୁରୀପ୍ରାପ୍ତ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କେନ୍ଦ୍ରରେ ଅନେକ ଶହ ଆଇପିଏସ୍‌…

ମଧ୍ୟପ୍ରାଚ୍ୟ ମୁହାଁ ଆର୍ମଡା

ଓ୍ବାଶିଂଟନ୍‌/ତେହରାନ୍‌,୨୪ା୧: ଇରାନ୍‌ର ବିପର୍ଯ୍ୟସ୍ତ ଅର୍ଥନୀତି ଓ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ବେପରୁଆ ଶାସନ ବିରୋଧରେ ୨୦୨୫ ଡିସେମ୍ବର ଶେଷଭାଗରୁ ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନରେ ଅଦ୍ୟାବଧି ୫,୦୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଆକ୍ଟିଭିଷ୍ଟଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅଧିକ…

ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ରୁଷୀୟ ଓ ୟୁକ୍ରେନୀୟ କୂଟନୀତିଜ୍ଞମାନେ…

ନେତାଜୀ ବଞ୍ଚିଥିଲେ ଏସ୍‌ଆଇଆର୍‌ ନୋଟିସ ପାଇଥାନ୍ତେ: ମମତା

କୋଲକାତା,୨୪ା୧: ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯଦି ବଞ୍ଚତ୍ଥାଆନ୍ତେ ତେବେ ନିର୍ବାଚନ କମିଶନ (ଇସି) ତାଙ୍କୁ ଛାଡ଼ି ନ ଥାଆନ୍ତେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଶୁଣାଣି ପାଇଁ ହାଜର ହେବାକୁ ଇସି ନେତାଜୀଙ୍କୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?