Home Left

କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଜରୁରୀ ବୈଠକ ହୋଇ କରୋନା ମୁକାବିଲା ଲାଗି ଆଲୋଚନା ହେଉଥିଛି। ଏଥିରେ ଅବହେଳା ପ୍ରଦର୍ଶନ…

ମା’ ମାଣିକେଶ୍ୱରୀ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କଟକଣା: ଦାଦନଙ୍କୁ ଷ୍ଟେଶନରେ ଯାଞ୍ଚ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ପ୍ରତିଷେଧକ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ନିମନ୍ତେ ସମୟ ପରିବର୍ତ୍ତନ କରାଯାଇଛି। ଏହା ସହ ଅନ୍ୟାନ୍ୟ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା କଡ଼ାକଡ଼ି କରାଯାଇଛି।…

‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩ଶହ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥଳେ…

ଭବାନୀପାଟଣା ମ୍ୟାରେଜ ପ୍ୟାଲେସରେ ଚଢ଼ାଉ ପରେ ସିଲ୍‌ : ମାଲିକ ଅଟକ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): କରୋନା ମୁକାବିଲା ଗାଇଡଲାଇନ ଅନୁସାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ମ୍ୟାରେଜ ପ୍ୟାଲେସରେ ପୋଲିସ ଚଢ଼ାଉ କରିଛି। ମ୍ୟାରେଜ ପ୍ୟାଲେସ ମାଲିକ ପ୍ରକାଶ ଅଗ୍ରଓ୍ବାଲଙ୍କୁ ପୋଲିସ ଅଟକ ରଖିଥିବା ସହ ତାଙ୍କୁ ନୋଟିସ ଜାରି ରହିଛି। ଶନିବାର ମ୍ୟାରେଜ ପ୍ୟାଲେସକୁ…

ମା’ ହେବାକୁ ଯାଉଛନ୍ତି ସୋନମ!

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ଅଛନ୍ତି। ନିକଟରେ ସେ ଲଣ୍ଡନରୁ ଫେରିଥିଲେ। ଏବେ ସେ ଘରେ ରହିବା ସହ କେବଳ ଘରେ ତିଆରି ଖାଦ୍ୟ ଖାଉଛନ୍ତି ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ…

କରୋନା ସଂକ୍ରମଣ ରୋକିବାକୁ ରାସାୟନିକ ପଦାର୍ଥ ଚିହ୍ନଟ, ଔଷଧ ପ୍ରସ୍ତୁତିରେ ହୋଇପାରେ ସହାୟକ

ଟେନିସି: କରୋନା ଭାଇରସ୍‌ କ୍ଷୀପ୍ର ବେଗରେ ବଢ଼ିଚାଲିଥିବାରୁ ଏହାକୁ କେମିତି ରୋକାଯାଇପାରିବ ସେନେଇ ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ବିଶ୍ୱର ଦ୍ରୁତତମ ସୁପର କମ୍ପ୍ୟୁଟର ଶିଖର ସମ୍ମିଳନୀର ସାହାଯ୍ୟ ନେଇଛନ୍ତି। ଏହା ୭୭ଟି ରାସାୟନିକ ପଦାର୍ଥକୁ ଚିହ୍ନଟ କରିଛି। ଯାହା…

‘ଜନତା କର୍ଫ୍ୟୁ’ ଭୟରେ ଦିନକ ପୂର୍ବରୁ କଲେ ବିବାହ

ଥାଣେ,୨୧।୩: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟ। ଅନ୍ୟପଟେ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’। ଏସବୁକୁ ଦେଖି ଥାଣେର ଏକ ଦମ୍ପତି ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବିବାହ କରିଥିବା ଜଣାପଡିଛି। ବର ରୁପେଶ…

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହରୁ ଊର୍ଦ୍ଧ୍ୱ: ଲକ୍‌ଡାଉନ୍‌ ପାଇଁ ରାଜି ନୁହଁନ୍ତି ଇମ୍ରାନ

ଇସ୍‌ଲାମାବାଦ,୨୧।୩: କରୋନା ଭାଇରସ କବଳରେ ପାକିସ୍ତାନ। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୧ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସିନ୍ଧ ଅଞ୍ଚଳରେ ସର୍ବାଧିକ ୨୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହା ବୃଦ୍ଧି…

ଲକ୍‌ଡାଉନ୍‌ ସ୍ଥିତି: ବାଲ୍‌କୋନିରେ ବିବାହ କଲେ ଏହି ଯୋଡ଼ି, ଝରକା ପଟେ ଶୁଭେଚ୍ଛା ଜଣାଇଲେ ପଡ଼ୋଶୀ

ସ୍ପେନ୍‌: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିବାହ ପରି ସାମାଜିକ କାର୍ଯ୍ୟକ୍ରମ ପ୍ରତି ମଧ୍ୟ କଟକଣା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ପେନ୍‌ର ଏକ ଯୋଡ଼ି ଶୁକ୍ରବାର ବାଲ୍‌କୋନିରେ…

ସିଙ୍ଗାପୁରରେ ପ୍ରଥମ କରୋନା ମୃତ୍ୟୁ

ସିଙ୍ଗାପୁର,୨୧।୩: କରୋନା ଭାଇରସ କଥା ଉଠିଲେ ଆପଣାଛାଏଁ ମନକୁ ଆସି ଯାଉଛି ଏଥିରେ ବୃଦ୍ଧି ପାଇଛି ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା କରୋନା ଏବେ ସିଙ୍ଗାପୁରରେ ବି ତା’ର ପ୍ରଭାବ ଦେଖାଇ ଦେଇଛି।…

କନିକାଙ୍କୁ କରୋନା: ଦାୟିତ୍ୱହୀନତାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମେମ୍‌

ବମ୍ବେ: ବଲିଉଡ୍‌ ଗାୟିକା କନିକା କପୁର କରୋନା ସଂକ୍ରମିତ। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଦଶଦିନ ତଳେ ଲଣ୍ଡନରୁ ଫେରିଥିଲେ ସେ। ହେଲେ ବିମାନ ବନ୍ଦରରେ ଯାଞ୍ଚ ସମୟରେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା।…

୧୪୪ ଧାରା ଉଲ୍ଲଂଘନ: ଦଶଦୋଳ ମେଳଣରେ ଏକାଠି ହେଲେ ୫ ହଜାର ଲୋକ: ୨୨ ଜଣଙ୍କ ନାମରେ ମାମଲା

ରଣପୁର,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁ (କୋଭିଡ୍‌-୧୯)ର କରାଳ ସଂକ୍ରମଣ ସମଗ୍ର ବିଶ୍ୱକୁ ଗ୍ରାସ କରିଚାଲିଛି। ଏ ନେଇ ରାଜ୍ୟରେ ଶପିଂମଲଠାରୁ ଆରମ୍ଭ କରି ସିନେମା ହଲ, ପାର୍କ, ସଭା ସମିତି, ସାମାଜିକ ମିଳାମିଶା ଆଦିକୁ ବନ୍ଦ କରାଯାଇଛି। କେତେକ ସ୍ଥାନରେ ପ୍ରଶାସନ ତରଫରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri