ବମିଖାଲର ସମସ୍ତ ପଜିଟିଭ୍ ଗୋଟିଏ ପରିବାରର
ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ୩୯ରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରର ୩୨ ଜଣ ଅଛନ୍ତି। ଏଥିରୁ ୨ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ବାକି ୩୦ କରୋନା ପଜିଟିଭ୍ଙ୍କର ଚିକିତ୍ସା ଚାଲିଛି। ସେଥିରୁ ଅଧିକାଂଶ ସୂର୍ଯ୍ୟନଗର…
କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍ରେ ରହିବେ ୧୪ ଦିନ
ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍ ଗ୍ରାଜୁଏଶନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ୍ରେ ଚିକିତ୍ସିତ ହେଉଥିଲେ। ଲଗାତାର ତାଙ୍କର ତୃତୀୟ ରିପୋର୍ଟ ନେଗେଟିଭ୍ ଆସିବା ପରେ…
ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ
ଖୋର୍ଦ୍ଧା ଅଫିସ,୬ା୪: ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀକୁ…
୨୦ଦିନ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ
ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ହୁହୁ ହୋଇ ବଢ଼ି ଚାଲିଥିବାବେଳେ ଲକ୍ଡାଉନ୍ ଓ ଶଟ୍ଡାଉନ୍ କଟକଣା ଲୋକଙ୍କ ମନରେ ଖାଦ୍ୟ ଚିନ୍ତାକୁ ବଢ଼ାଇ ଦେଇଛି। ଏପଟେ ଧୀରେ ଧୀରେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ସରିଆସିଲାଣି। ଆଗକୁ ରାଜଧାନୀରେ ଖାଦ୍ୟ ସମସ୍ୟା ଦେଖାଦେବ ବୋଲି…
ଇଟାଲିରେ କରୋନା ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷେରୁ ଅଧିକ
ରୋମ୍,୬।୪: ଇଟାଲିରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଇତିମଧ୍ୟରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫,୮୮୭ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧,୨୮, ୯୪୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୨୫ ଲୋକଙ୍କ…
ଦୁଃଖକୁ ଦ୍ୱିଗୁଣିତ କରିଛି ତବ୍ଲିଘି ଜମାତ୍
ନୂଆଦିଲ୍ଲୀ, ୬ା୪: ଦେଶରେ କରୋନା ଦୁଃଖକୁ ଦ୍ୱିଗୁଣିତ କରିଛି ତବଲିଘି ଜମାତ୍। ନୂଆଦିଲ୍ଲୀର ନିଜାମୁଦ୍ଦିନ ସେଣ୍ଟରେ ଆୟୋଜିତ ଏହି ଧର୍ମସଭାରେ ଯୋଗଦେଇଥିବା ଜମାତ୍ ସଦସ୍ୟଙ୍କ ଯୋଗୁ ଭାରତରେ କରୋନା ଭାଇରସ୍ରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କର
ନୂଆଦିଲ୍ଲୀ, ୬ା୪: କୋଭିଡ୍-୧୯ ବିରୋଧୀ ଲଢ଼େଇରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ପାଇଁ ମୁସଲମାନମାନଙ୍କୁ ଏହି ସମ୍ପ୍ରଦାୟର ପ୍ରାୟ ୬୦ ଜଣ ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ଖୋଲାଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟକର୍ମୀମାନଙ୍କ ବିରୋଧରେ ହିଂସା ନେଇ ରିପୋର୍ଟ ପ୍ରକାଶ ପାଇବା…
ଖୋର୍ଦ୍ଧା ଜିଲାରେ ୧୬୪ଜଣଙ୍କ ନମୁନା ନେଗେଟିଭ
ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି। ଶନିବାର ସୁଦ୍ଧା ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼ ଏବଂ ବାଳକାଟୀ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରରୁ ୧୬୪ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଯାଇଥିଲା। ସମସ୍ତଙ୍କ…
ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଯୋଜନା ପ୍ରସ୍ତୁତ କର
ନୂଆଦିଲ୍ଲୀ, ୬ା୪(ପି.ଟି.): କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ରବିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଗୌବା ମୁଖ୍ୟ ଶାସନ…
ଭାରତରେ ଗଡ଼ିଲାଣି ୧୧୭ ମୁଣ୍ଡ: ତଥ୍ୟରେ ରହୁନି ତାଳମେଳ
ନୂଆଦିଲ୍ଲୀ,୬ା୪: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବା ସହ ଏପର୍ଯ୍ୟନ୍ତ ୪,୨୮୮ ବ୍ୟକ୍ତିଙ୍କୁ ସଂକ୍ରମିତ କଲାଣି। ରବିବାର ରାତି ୧୨ ସୁଦ୍ଧା ମୋଟ ୧୧୭ ଜୀବନ ଯାଇଥିବା https://www.covid19india.orgର ତଥ୍ୟରୁ ଜଣାପଡ଼ିଛି। ରବିବାର କେବଳ ୬୦୪ଜଣ ସଂକ୍ରମିତ ହୋଇଥିବା ବେଳେ…
ଖୋର୍ଦ୍ଧାରୋଡ୍ ରେଲୱେ ପକ୍ଷରୁ ହାଓଡ଼ାକୁ ଅଣ୍ଡା ପରିବହନ
ଜଟଣୀ,୬ା୪(ଡି.ଏନ୍.ଏ.): ଦେଶସାରା ଲକ୍ଡାଉନ୍ ଘୋଷଣା ଯୋଗୁ ରେଲୱେର ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି। ହେଲେ ରେଲୱେ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବାହନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯଶବନ୍ତପୁର-ହାୱଡ଼ା ସମୟ ସାରଣୀ ସ୍ବତନ୍ତ୍ର ପାର୍ସଲ କାରଗୋ ଟ୍ରେନ୍ରେ ଅତ୍ୟାବଶ୍ୟକ ସାମଗ୍ରୀ…
ଖାଇବାକୁ ପାଉନାହାନ୍ତି ସ୍ଥାନାନ୍ତରିତ ବସ୍ତିବାସିନ୍ଦା
ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବସ୍ତି ଉଚ୍ଛେଦ ଓ ବସ୍ତିବାସିନ୍ଦାଙ୍କଙ୍କୁ ଗୋଟିଏ ଜୋନରୁ ଉଠାଇ ଅନ୍ୟ ଏକ ଜୋନକୁ ସ୍ଥାନାନ୍ତର କରୁଛନ୍ତି। କିନ୍ତୁ ବିଏମ୍ସି ବସ୍ତିବାସିନ୍ଦାଙ୍କ ଆଧାର ଓ ରାଶନ କାର୍ଡର ସଂଶୋଧନରେ ତତ୍ପରତା ନ ଥିବାରୁ ସେମାନେ ନାନା…
Archives


