ଅମାନିଆଙ୍କୁ ସାବାଡ଼ କଲା ପୋଲିସ: ଅପରାହ୍ନ ୧ଟା ସୁଦ୍ଧା ୮୪୭ ବାଇକ୍ ଜବତ
ଭୁବନେଶ୍ୱର,୬।୪(ବ୍ୟୁରୋ): କରୋନା (କୋଭିଡ୍-୧୯)ର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ଆହୁରି କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟିଆ ସଡ୍ଡାଉନ୍ କରିଥିଲେ। ସଟ୍ଡାଉନ ଶେଷ ହେବା ପରେ ଅର୍ଥାତ୍ ସୋମବାର ସକାଳେ ରାଜଧାନୀରେ…
ଲକ୍ଡାଉନ୍ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି
ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ସାରା ଦେଶରେ ଲକ୍ଡାଉନ୍ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ଘରେ ରହି ଯାହା କରୁଛନ୍ତି ଫ୍ୟାନ୍ମାନଙ୍କୁ ସୋସିଆଲ ମିଡିଆରେ ଶେୟାର କରି ଜଣାଉଛନ୍ତି। ଅଭିନେତ୍ରୀ ଦୀପିକା…
ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି
ଦାରିଙ୍ଗବାଡ଼ି,୬।୪(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାର୍ଚ୍ଚରେ କରୋନା ପାଇଁ ଜିଲାରେ ୧୪୪ ଧାରା ଜାରି ହୋଇଛି। ସେହିସମୟରୁ…
ଧରା ପଡ଼ିଲା ନକଲି ବିଦେଶୀ ମଦ କାରବାର: ୨୮ଲକ୍ଷ ଟଙ୍କା ଜବତ
ବରଗଡ଼ ଅଫିସ, ୬।୫- ବରଗଡ଼ ଟାଉନ ଥାନା ପୋଲିସ ଏକ ବଡ ଧରଣର ନକଲି ବିଦେଶୀ ମଦ କାରବାର ଠାବ କରିଛି। ଏହି କାରବାରରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଭଟଲି ରୋଡ ମାତୃହାର ନିବାସୀ…
ଚାଇନାର ବନ୍ଧୁ ପଣିଆ: ସହାୟତା ପାଇଁ ଇଟାଲି ଦାନ କରିଥିବା ଚିକିତ୍ସା ଉପକରଣ ବିକ୍ରି କରିବାକୁ ଚାହୁଁଛି
ବେଜିଂ,୬।୪: ଚାଇନାର ବନ୍ଧୁ ପଣିଆର ମୁଖା ଏବେ ଖୋଲି ଯାଇଛି। ଉହାନରେ ଗତ ମାସରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇ ଉଠିଥିଲା। ଏପରିସ୍ଥଳେ ଇଟାଲି ସହାୟତାର ହାତ ବଢ଼ାଇଥିଲା। ଇଟାଲି ପକ୍ଷରୁ ଚାଇନାକୁ ବହୁ ଚିକିତ୍ସା ଉପକରଣ ଦାନ…
କୋଭିଡ-୧୯ ମହାମାରୀ ମୁକାବିଲା: ଡାକ୍ତର, ସ୍ବାସ୍ଥ୍ୟକର୍ମାଙ୍କ ସେବାକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬।୪(ବ୍ୟୁରୋ): କରୋନା (କୋଭିଡ-୧୯)ର ପ୍ରକୋପ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ୍ ଠାରୁ ଆରମ୍ଭ କର ସଟ୍ଡାଉନ୍ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଏହି…
ହିଣ୍ଡାଲକୋ ପକ୍ଷରୁ କରୋନା ପ୍ରତିଷେଧକ ପାଇଁ ସାନିଟାଇଜ
ସମ୍ବଲପୁର, ୬।୪ (ବ୍ୟୁରୋ)- ହୀରାକୁଦ ହିଣ୍ଡାଲକୋ ପକ୍ଷରୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ହୀରାକୁଦସ୍ଥିତ କମ୍ପାନୀ ଭିତର ବାହାର, ଥାନା ପରିସର ପ୍ରଭୃତି ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ହିଣ୍ଡାଲକୋ କ୍ଲଷ୍ଟର…
ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଖ୍ୟା ୩୨୭୮
ଇସ୍ଲାମାବାଦ,୬ ।୪: ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍ ବୋଲି ଜଣାପଡିଛି । ସୋମବାର ସକାଳ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮ ବୋଲି କହିଛନ୍ତି ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ…
୩୬୫ ପରିବାରକୁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ସମ୍ବଲପୁର, ୬।୪ (ବ୍ୟୁରୋ)- ବିଶ୍ୱବ୍ୟାପି କରୋନା ଭୂତାଣୁର ବିଭିଷିକାରେ ଭାରତ ମଧ୍ୟ କବଳିତ ହୋଇଛି । ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ ଡାଉନକୁ ସମସ୍ତେ ମାନି ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଦିତ୍ୟ ଆଲୁମିନିୟମ…
ନ୍ୟୁୟର୍କ ବ୍ରୋନକ୍ସ୍ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍
ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀଠାରେ କରୋନା ସଂକ୍ରମଣ ହୋଇଛି। ବାଘୁଣୀର ରିପୋର୍ଟ ପଜିଟିଭ୍…
ନିୟମ ମାନି ଘରେ ରହିବାକୁ ଛାତ୍ରୀଛାତ୍ରଙ୍କୁ କୁଳପତିଙ୍କ ପରାମର୍ଶ
ସମ୍ବଲପୁର, ୬।୪ (ବ୍ୟୁରୋ)- ସଂପ୍ରତି ଦେଶରେ କରୋନା କଟକଣା ଲାଗି ରହିଛି । ତେଣୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସଓୟୁ) କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ସ୍ନାତକୋତ୍ତର ଶେଷ…
କରୋନାରୁ ବର୍ତ୍ତିବା ପାଇଁ ବ୍ୟାଙ୍କ କର୍ମଚାରୀ ନେଲେ ଏହି ପଦକ୍ଷେପ, ଭିଡିଓ ଭାଇରାଲ
ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭାରଇସ୍କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତିଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକ କାରୋନା ଭାଇରସ୍ରେ ଆକ୍ରାନ୍ତ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର…
Archives


