ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର
ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି ଆସିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ…
ଏପ୍ରିଲ ୩୦ଯାଏ ନଏଡାରେ ୧୪୪ ଧାରା ଜାରି: ସ୍କୁଲ ଫି’ ଦେୟ ଉପରେ ରୋକୋ ଲଗାଇଲେ ଜିଲାପାଳ
ନଏଡା,୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ସହ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୌତମବୁଦ୍ଧ ନଗରର ଜିଲା ପ୍ରଶାସନ ପକ୍ଷରୁ ରବିବାର ବଡ଼ ନିଷ୍ପତ୍ତି ନିଆଯାଇଛି। ଏଠାରେ ଜାରି କରାଯାଇଥିବା ୧୪୪ ଧାରାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି…
ଲିଭିଲା ବିଜୁଳି, ଜଳିଲା ଦୀପ
ବାଲେଶ୍ୱର ଅଫିସ, ୫ା୪- କରୋନା ମହାମାରୀର ମୁକାବିଲା କରି ବିଜୟୀ ହେବା ଉଦ୍ଦେଶ୍ୟରେ ରବିବାର ରାତି ୯ଟାରୁ ୯ ମିନିଟ୍ ଯାଏ ଦେଶବାସୀଙ୍କୁ ବିଜୁଳି ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚଲାଇଟ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ବାଲେଶ୍ୱର ଜିଲାବାସୀ…
ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା
ଅନୁଗୋଳ ଅଫିସ, ୫।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ବିଶେଷକରି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜିଲାର ୩୧ଜଣଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରବିବାର ସୁଦ୍ଧା…
ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ
ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଏପରି କି ଅତି ଜରୁରୀ କାମରେ ବାହାରକୁ…
ଗୋରୁଙ୍କ ସାହାରା ସାଜିଛନ୍ତି ରୁକେଶ
ଅନୁଗୋଳ ଅଫିସ, ୫।୪- ଅନୁଗୋଳ ସହରରେ ଥିବା ବୁଲା ଗୋରୁମାନେ ଖାଇବାକୁ ପାଉ ନ ଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ସ୍ଥାନୀୟ ଯୁବକ ରୁକେଶ ରୋଷନ। ଗତ ୪ ଦିନ ହେବ ସେ ସହରରେ ବୁଲୁଥିବା ଷଣ୍ଢ, ଗୋରୁଙ୍କୁ ପନିପରିବା…
ସଚେତନ କରିବାକୁ ବୈଠକ
ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସମ୍ପର୍କରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ସଚେତନ କରାଇବା ନିମନ୍ତେ ଏକ ବୈଠକ ରବିବାର କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଜଳଧର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ବସ୍ଥ୍ୟକର୍ମୀ ସସ୍ମିତା ସାହୁ, ନାରାୟଣ…
ବ୍ଲିଚିଂ ପାଣିରେ ହେଲା ବିଶୋଧନ
ପରଜଙ୍ଗ/ଭୁବନ, ୫।୩(ଡି.ଏନ.ଏ.)-ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ରୋଗୀ ସଂଖ୍ୟା ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏହା ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ଜନଗହଳିପୂର୍ଣ୍ଣ ସ୍ଥାନକୁ ରାସାୟନିକ ସିଞ୍ଚନ କରି ବିଶୋଧନ କରାଯାଉଛି। ଏହିକ୍ରମରେ ପରଜଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ରବିବାର ଡାକ୍ତରଖାନା…
ଗୁରୁତର ଅବସ୍ଥାରେ ଶ୍ରମିକ ଉଦ୍ଧାର
ଭୁବନ, ୫।୪ (ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନୂଆବଜାର ପରିବା ମାର୍କେଟରୁ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ ବାପି ସାହୁ (୨୨)। ତାଙ୍କ ଘର କଟକ ଲିଙ୍କ ରୋଡ୍ ଅଞ୍ଚଳରେ। ତାଙ୍କୁ କଟକ…
ଲକ୍ଡାଉନ ଉଲ୍ଲଂଘନ, ୧୭ ଗିରଫ
ଭୁବନ, ୫।୪(ଡି.ଏନ.ଏ.)-ଲକ୍ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନ ପୋଲିସ ଶନିବାର ୧୭ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସତ୍ତ୍ୱେ କେତେଜଣ ଅମାନିଆ ଯୁବକ ଏହାକୁ ବେଖାତିର…
ସଙ୍କଟ ଟାଳିବ ସଚେତନତା: ଜିଲାପାଳ
ଢେଙ୍କାନାଳ ଅଫିସ, ୫।୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ସତର୍କତା, ସଚେତନତା, ସାମାଜିକ ଦୂରତ୍ୱ ହିଁ ଏହି ମହାମାରୀ କବଳରୁ ରକ୍ଷା କରିପାରିବ। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସଚେତନତା ସୃଷ୍ଟି କରିବା ଦିଗରେ…
ଲକ୍ ଡାଉନ ଉଲ୍ଲଂଘନ, ୯ ଜଣଙ୍କ ନାଁରେ ରୁଜୁ ହେଲାଣି ମାମଲା
ଗୁଣପୁର,୫।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୋଲିସ ଲକ୍ ଡାଉନ କଟକଣା ଅମାନ୍ୟ କରିଥିବା ଅଭିଯୋଗରେ ରବିବାର ସୁଦ୍ଧା ୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ରବିବାର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଏମ୍. ସତ୍ୟ ଭରା ପ୍ରସାଦ ରାଓ ଦୋକାନ ଖୋଲି…
Archives


