କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ
ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା ଘଟଣା। କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ ଦେଖାଦେଉଛି। ସଂକ୍ରମିତଙ୍କ ମୃତଦେହକୁ…
ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା
ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଉପଗ୍ରହ ଦ୍ୱାରା ପ୍ରେରଣ କରାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଏହି ଦ୍ୱୀପ…
ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର
କଟକ ଅଫିସ,୧୨।୫: ଆସନ୍ତା ଜୁନ୍ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଏସ୍କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…
ଟିକା ଦେବାକୁ ନେଇ ଫେରାଇଲେ ମୃତଦେହ: ଶିଶୁ ବଦଳ ଅଭିଯୋଗରେ ପିଆର୍ଏମ୍ ମେଡିକାଲରେ ଉତ୍ତେଜନା
ବାରିପଦା ଅଫିସ, ୧୨।୫: ମୟୂରଭଞ୍ଜ ଜିଲା ବାରିପଦା ପିଆର୍ଏମ୍ ମେଡିକାଲରେ ଶିଶୁ ପୁତ୍ର ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଭାବକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି।…
ପ୍ରଥମେ ଥାଳି, ତା’ପରେ ଦୀପ ଆଉ ଏବେ…
ନୂଆଦିଲ୍ଲୀ,୧୨।୫: ଦେଶରେ ପୁଣି ଥରେ ବଢିବ କି ଲକ୍ଡାଉନ? ଲକ୍ଡାଉନ ୪.୦କୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେଉଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ମାର୍କେଟ ସିଲ୍
ଭୁବନେଶ୍ୱର,୧୨।୫(ବ୍ୟୁରୋ): ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ମଙ୍ଗଳବାର ସିଲ୍ କରିଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ତେବେ…
ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ
ନୂଆଦିଲ୍ଲୀ,୧୨।୫: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି କିଛି ଔଷଧର…
ଅପରେଶନ୍ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍ଏସ୍ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ
ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍ ସମୁଦ୍ର…
ବାଲେଶ୍ୱରରୁ ଚାଲି ଚାଲି ଛତିଶଗଡ଼ ଯାଉଛନ୍ତି ୨୫ ଶ୍ରମିକ: ଅଛନ୍ତି ଛୋଟ ପିଲା, ମହିଳା
ଚୌଦ୍ୱାର,୧୨।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି ଏବେ କଟକ ଜିଲା ଚୌଦ୍ୱାରରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ପିଲା, ମହିଳା…
ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାଉଦ୍ ଇବ୍ରାହିମ୍ଙ୍କ ସହିତ ହାତ ମିଳାଇଛି ଲଶ୍କର-ଇ-ତୋଏବା
ଶ୍ରୀନଗର,୧୨।୫: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ମୋଷ୍ଟ ଓ୍ବାଣ୍ଟେଡ୍ ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ସହିତ ହାତ ମିଳାଇଛି। ଦାଉଦ୍ଙ୍କୁ ମେ ୧୦ରେ ଇସଲାମାବାଦ୍ ସ୍ଥିତ ନିଜ ଫାର୍ମ ହାଉସ୍ରେ ଦେଖିବାକୁ ମିଳିଛି। ଲଶ୍ମର ନେତାଙ୍କୁ ଭେଟିବାକୁ…
ଗ୍ରୀନ୍ ଜୋନ୍ରେ ଚାଲିବ ବସ୍: ୨ ଗୁଣ ହେବ ଭଡ଼ା
ଭୁବନେଶ୍ୱର, ୧୨।୫(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ୍ ସତ୍ତ୍ୱେ ଗ୍ରୀନ୍ ଜୋନ୍ଗୁଡିକରେ ବସ୍ ଚଳାଇବା ପାଇଁ ବ୍ୟବସ୍ଥା ହେଉଛି। ଏଥିପାଇଁ ବସ୍ ଭଡ଼ା ଦୁଇ ଗୁଣ କରାଯିବ। ଯେହେତୁ ଅଧା ସିଟ୍ରେ ଲୋକ ଯେବେ ତେଣୁ ବସ୍ମାଲିଙ୍କର କ୍ଷତି ହେବ। କ୍ଷତି ହ୍ରାସ କରିବା…
କୋମାରେ ଅଜିତ୍ ଯୋଗୀ: ଜାରି ରହିଛି ମ୍ୟୁଜିକ ଥେରାପି
ରାୟପୁର,୧୨।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଦୀର୍ଘ ୭୦ ଘଣ୍ଟା ଧରି କୋମାରେ ରହିଛନ୍ତି। ରାୟପୁରସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ବ୍ରେନ୍କୁ ଆକ୍ଟିଭ୍ କରିବା ପାଇଁ ମ୍ୟୁଜିକ୍ ଥେରାପିର ସାହାରା ନିଆଯାଉଛି। ମଙ୍ଗଳବାର…
Archives


