Home Left

ମୟୂରଭଞ୍ଜକୁ ଛୁଇଁଲା କରୋନା: ଜିଲାରେ ୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୫(ବ୍ୟୁରୋ): ମୟୂରଭଞ୍ଜକୁ ଛୁଇଁଲା କରୋନା। ପ୍ରଥମ ଥର ପାଇଁ ଗୁରୁବାର ଜିଲାରେ ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟର ୧୮ ଜିଲା କୋଭିଡ-୧୯ କବଳକୁ ଆସିଛି। ପ୍ରକାଶ ଯେ, ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା…

ଗ୍ରୀନ୍‌ଜୋନ୍‌ରେ ରାତିରେ ଖୋଲିବ ଫିଲ୍ମହଲ୍‌-ଶପିଂମଲ୍‌ !

ନୂଆଦିଲ୍ଲୀ,୭।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଯୋଗୁ ଫିଲ୍ମହଲ୍‌, ଶପିଂମଲ୍‌, ରିଟେଲ୍‌…

ବିଶ୍ୱରେ ୯୦ ହଜାରରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ !

ଓ୍ବାଶିଂଟନ,୭।୫: ଗତ ସପ୍ତାହରେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମନ୍ୟ କମ୍‌ ହୋଇଥିବା ବେଳେ ଏବେ ପୁଣିଥରେ ଏହି ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବୁଧବାର ସାରା ବିଶ୍ୱରେ ୯୪,୦୦୦ରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବିଶ୍ୱରେ…

ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ ଶିକାର ନ କରି ଚାଲିଯାଏ। ଜାଣନ୍ତି କାହିଁକି? କେବଳ ମା’ର ସ୍ନେହମମତା ଟିକେ ପାଇବା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୨ରେ ପହଞ୍ଚିଲା

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ବୋଲି ଜଣାପଡ଼ିଛିି। ତେବେ ତାଙ୍କୁ ମିଶାଇ ରାଜ୍ୟରେ ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି।…

ଘରେଥିବା ସଜ୍ଞାହୀନ ଲୋକଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଉଛି

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ପରେ ସେଠାକାର ଆଖପାଖରେ ଥିବା ହଜାର ହଜାର ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ଏମିତିକି ସେହି ଅଞ୍ଚଳର ପାଖାପାଖି ଥିବା ଲୋକେ ଘର ଭିତରେ ଥାଇ…

୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌ ପାରଙ୍ଗମ। ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସାରାଂସ’କୁ। ଏଥିରେ ଅନୁପମ ଜଣେ ୬୦ବର୍ଷ…

ବୋନିଙ୍କୁ ରାଖୀ ବାନ୍ଧୁଥିଲେ ଶ୍ରୀଦେବୀ

ବୋନି କପୁର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀକୁ ନେଇ ସେତେବେଳେ ଅନେକ ଚର୍ଚ୍ଚା ହୋଇଥିଲା। ଶେଷରେ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ ବୋନି। ହେଲେ ବିବାହ ପୂର୍ବରୁ ଏକ ରୋଚକ କଥା ଏବେ ଜଣାପଡିଛି। ବୋନିଙ୍କ ପତ୍ନୀ…

ଗାର୍ଡେନିଂରେ ବିତୁଛି ସମୟ

ଏବେ ସମଗ୍ର ବିଶ୍ୱ କରୋନା କବଳିତ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆମ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସମସ୍ତେ ଘରେ ହିଁ ରହୁଛନ୍ତି। ଅତି ଆବଶ୍ୟକ ପଡିଲେ ବାହାରକୁ ବାହାରୁଛନ୍ତି। ଆଉ ସେଥିରୁ ବଲିଉଡ୍‌ କଳାକାର ବାଦ୍‌…

ପୋଷାକୁକୁର ମୃତ୍ୟୁରେ ବିରୁଷ୍କା ଦୁଃଖୀ

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ତାଙ୍କ ସ୍ବାମୀ ତଥା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ନିଜ ପୋଷାକୁକୁର ମୃତ୍ୟୁରେ ଗଭୀର ମର୍ମାହତ। ଏହି କୁକୁରର ନାମ ବ୍ରୁନୋ। ଏହା ବିଗଲ ପ୍ରଜାତିର। ବୁଧବାର ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବ୍ରୁନୋର…

ପୋଲିସଙ୍କୁ ମାସ୍କ ଦେଲେ ମସାବା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧରେ ସମସ୍ତେ ମିଳିମିଶି ଲଢ଼େଇ କରୁଛନ୍ତି। ବଲିଉଡ୍‌ ତାରକାମାନେ ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ନିଜ ହାତରେ ମାସ୍କ ପ୍ରସ୍ତୁତ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri