ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି ଖରାପ ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରିପାରନ୍ତି। ହେଲେ ଜଣେ ଭୟଭୀତ ବ୍ୟକ୍ତି ତାହା କରିବାକୁ ସକ୍ଷମ ହୋଇ ନ ଥାଏ। ତେଣୁ, ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଥମେ ଭୟ ସହିତ ଲଢ଼ିବାକୁ ପଡିବ। ଯଦି ଭୟ ତୁମ ପାଖକୁ ଆସେ, ସେ ତୁମ ଉପରେ ଯୋଦ୍ଧା ଭଳି ଆକ୍ରମଣ କରେ ଏବଂ ପରେ ସେ ତୁମକୁ ମାରି ଦେଇଥାଏ।

ଚାଣକ୍ୟ କହିଛନ୍ତ, ଅତୀତକୁ ନେଇ ଅନୁତାପ କରନ୍ତୁ ନାହିଁ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ନାହିଁ। ସବୁବେଳେ ବର୍ତ୍ତମାନରେ ବଞ୍ଚିବା ଶିଖନ୍ତୁ। ବିଫଳତା ମିଳିବାର ସମୟ ସବୁଠାରୁ ଖରାପ ଅଟେ। ଏଣୁ ଅତୀତ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ ଏବଂ ବିଫଳତାକୁ ଦୂର କରିବାକୁ ସର୍ବଦା ଚେଷ୍ଟା କରିବା ଉଚିତ। ଭବିଷ୍ୟତରେ କ’ଣ ଘଟିବ ସେ ବିଷୟରେ ଚିନ୍ତା କରି ସମୟ ନଷ୍ଟ କରନ୍ତୁ ନାହିଁ, କେବଳ ବର୍ତ୍ତମାନରେ ରହିବା ଉଚିତ। ଏହା ଦ୍ୱାରା ଆପଣାଛାଏଁ ଭବିଷ୍ୟତ ଭଲ ହେବ।

ଚାଣକ୍ୟ କହିଛନ୍ତି, ଯଦି ବର୍ତ୍ତମାନର ପରିସ୍ଥିତି ଆପଣଙ୍କ ସପକ୍ଷରେ ନାହିଁ, ତେବେ ଆପଣ ଏହାକୁ ସେମିତି ରହିବାକୁ ଦେଇ ଖରାପ ସମୟ ଅତିକ୍ରମ କରିବାକୁ ଅପେକ୍ଷା କରନ୍ତୁ। କାରଣ ସବୁବେଳ ପାଇଁ ଗୋଟିଏ ସମୟ ରହିନ ଥାଏ। ଯଦି ଦୁଃଖର ଦିନ ଆସିଛି ତେବେ କିଛି ସମୟ ପରେ ସୁଖର ଦିନ ମଧ୍ୟ ଆସିବ ବୋଲି ଚାଣକ୍ୟ କହିଛନ୍ତି।

ଖରାପ ସମୟରେ ମଧ୍ୟ ତୁମେ ନିଜକୁ ଦୃଢ଼ ରଖିବା ଉଚିତ, କାରଣ ତୁମର ଶକ୍ତି କେବଳ ବିଜୟ ଦେଇଥାଏ। ଦୃଢ଼ତା ତୁମର ଶତ୍ରୁର ଆତ୍ମବିଶ୍ୱାସକୁ ଦୁର୍ବଳ କରେ। ଯଦି ତୁମେ ଖରାପ ସମୟରେ ସାହସ ହରାଇବ ଏବଂ ତୁମର ଶତ୍ରୁକୁ ଦୁର୍ବଳ ଦେଖାଇବ ତେବେ ସେ ତୁମର କ୍ଷତି କରିବାକୁ ଚେଷ୍ଟା କରିବ। ଯେତେବେଳେ ଖରାପ ସମୟ ଚାଲିଥାଏ, ତୁମର ଶତ୍ରୁ ତୁମକୁ ଶୀଘ୍ର ଆକ୍ରମଣ କରେ। ତେଣୁ ଖରାପ ସମୟରେ ତୁମର ଆତ୍ମବିଶ୍ୱାସ ତୁମର ଶତ୍ରୁକୁ ଦୁର୍ବଳ କରେ ବୋଲି ଚାଣକ୍ୟ କହିଛନ୍ତି

ଆଚାର୍ଯ୍ୟ ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ଖରାପ ସମୟ ପାଇଁ ନିଜର ଟଙ୍କା ସଞ୍ଚୟ କରିବା ଉଚିତ, କାରଣ ସମୟ କଦାପି ସମାନ ରହେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IMDର ବଡ଼ ସୂଚନା; ଦୁର୍ବଳ ହେଉଛି ଅକ୍ୱାନ୍‌, ଲ୍ୟାଣ୍ଡଫଲ ସମୟରେ…..

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ଜିନ୍‌ପିଙ୍ଗ, ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ମୁକ୍ତ, ଅବାଧ ବାଣିଜ୍ୟକୁ ସମର୍ଥନ

ସେନ୍‌ଝେନ୍‌,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?