Home Left

ସମୟ ପୂର୍ବରୁ ମିଳିପାରେ କରୋନା ଟିକା

ନୂଆଦିଲ୍ଲୀ,୧୩ା୫: ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକଙ୍କ ଜୀବନ ନେଇଥିବା ଏବଂ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମିତ କରିଥିବା ମହାମାରୀ କରୋନା(କୋଭିଡ୍‌-୧୯) କବଳରୁ ମୁକ୍ତି ପାଇଁ ସବୁ ଦେଶ ଚାହୁଁଛନ୍ତି। ଏଥିପାଇଁ ସମସ୍ତେ ସଂଗ୍ରାମ ଚଳାଇଛନ୍ତି।…

CORONAVIRUS UPDATE: ୨୦୦ ଡେଇଁଲା ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୧୩।୫:(ବ୍ୟୁରୋ)- ରାଜ୍ୟରେ ବୁଧବାର ଚିହ୍ନଟ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଚିଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୫୨ ଜଣ ଅଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ହୋଇଛି। ତେବେ ଯେଉଁଭଳି ଭାବେ ଆକ୍ରାନ୍ତ ସଂଖ୍ୟା…

ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ସ୍କୁଲରେ ରଖିବାକୁ ଗ୍ରାମବାସୀ ବିରୋଧ…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୧୩।୫(କ୍ରୀଡ଼ା ପ୍ରତିନିଧି)-କରୋନାଭାଇରସ୍‌ ସଂକ୍ରମଣଜନିତ ସ୍ଥିତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ପକ୍ଷରୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ନୂଆ ତାରିଖ ଘୋଷଣା ହୋଇଛି। ଭାରତର ୫ଟି ସ୍ଥାନରେ ହେବାକୁଥିବା ଏହି ପ୍ରତିଯୋଗିତା ୨୦୨୧ ଫେବୃୟାରୀ…

୧୪୪୦ ସ୍ବାବ୍‌ ନମୁନାରୁ ୧୦୨୮ ରିପୋର୍ଟ ଆସିଛି

ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡ଼ା ଜିଲାର ଜଣେ ଯୁବତୀ ଓ ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇଥିଲେ। ସୋମବାର ଉଭୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ…

ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି: ମୋଦି

ନୂଆଦିଲ୍ଲୀ,୧୨।୫: ବିଶ୍ୱବାସୀଙ୍କ କରୋନା ମୁକାବିଲାକୁ ୪ ମାସ ବିତିଲାଣି। ଗୋଟିଏ ଭୂତାଣୁ ବିଶ୍ୱକୁ ହଲାଇଦେଇଛି। ବିଶ୍ୱର କୋଟି କୋଟି ଜୀବନ ସଙ୍କଟ ଦେଇ ଗତି କରୁଛି। ଭାରତର ଅନେକ ପରିବାର ପରିଜନଙ୍କୁ ହରାଇଛନ୍ତି। ସମସ୍ତଙ୍କୁ ସମବେଦନା ଜଣାଉଛି। ବିଶ୍ୱ ଜୀବନ ବଞ୍ଚାଇବାକୁ…

ଗ୍ରୀନ୍‌ ଜୋନ୍‌ରେ ଚାଲିବ ବସ୍‌: ଯାତ୍ରୀ ଦେବେ ଦୁଇଗୁଣା ଭଡ଼ା

ଭୁବନେଶ୍ୱର,୧୨ା୫(ବ୍ୟୁରୋ)-କରୋନା(କୋଭିଡ-୧୯)ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶକୁ ଦେଢ଼ମାସରୁ ଊର୍ଦ୍ଧ୍ୱ କାଳ ଲକ୍‌ଡାଉନ୍‌ ରଖାଯାଇଛି। ଯାନବାହନ ଚଳାଚଳ ବନ୍ଦ ରହିଛି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁ ନାହାନ୍ତି। କଟକଣା କୋହଳ ହେବା ପରେ ରାଜ୍ୟ ସରକାର ଯାତ୍ରୀ…

ଏଥର ହେବ ନାହିଁ ଦ୍ୱିତୀୟ ଓଜେଇଇ

ଭୁବନେଶ୍ୱର, ୧୨।୫(ବ୍ୟୁରୋ)- ଚଳିତ ବର୍ଷ ଦ୍ୱିତୀୟ ଓଜେଇଇ ହେବ ନାହିଁ। କରୋନାକୁ ଦୃଷ୍ଟିରେ ଓଜେଇଇ ପକ୍ଷରୁ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥର ବିଟେକ୍‌ ପାଇଁ ସ୍ବତନ୍ତ୍ର ଏଣ୍ଟ୍ରାନ୍ସ ହେବ। ସ୍ବତନ୍ତ୍ର ଓଜେଇଇ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଆଡ଼ମିଶନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ…

୨୦୨୦ ସିଜନ ଶେଷରେ ଫେରାରି ଛାଡିବେ ଭେଟେଲ

ପ୍ୟାରିସ୍‌,୧୨।୫ (ଏଏଫ୍‌ପି): ଜର୍ମାନୀର ଫର୍ମୁଲା-୧ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଚଳିତ ୨୦୨୦ ସିଜନ ପରେ ଫେରାରି ଛାଡିବେ ବୋଲି କହିଛନ୍ତି। ୪ଥର ଫର୍ମୁଲା-୧ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିବା ଏହି ଡ୍ରାଇଭର ଫେରାରି ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଉ…

କୋଭିଡ-୧୯: ମହିଳା ଦିନିକିଆ, ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଘୁଞ୍ଚିଲା

ଦୁବାଇ,୧୨।୫ (ପି.ଟି.): କୋଭିଡ-୧୯ ମହାମାରୀ ପାଇଁ ଆଉ ଦୁଇଟି ବଡ଼ ଇଭେଣ୍ଟକୁ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିଷ୍ପତ୍ତି ନେଇଛି। ୨୦୨୧ ମହିଳା ବିଶ୍ୱକପ୍‌ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ…

ଚୋରି ଟଙ୍କା, ସୁନା ଜବତ: ୨ ଗିରଫ

ଦିଗପହଣ୍ଡି,୧୨ା୫(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହସପୁର ଉତୁରାସି ବସ୍ତିର ବୁଦ୍ଧିଆ ପ୍ରଧାନ ଏବଂ ଟି. ସନ୍ତୋଷଙ୍କୁ ଏକ ଚୋରି ମାମଲାରେ ଗିରଫ କରିଛି। ଥାନା ମାମଲା ନଂ.୭୦/୨୦ରେ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ…

ଡ୍ୟୁଟିରେ ଥିବା ବେଳେ ବୃଦ୍ଧାଙ୍କୁ ଖୁଆଇବା ଘଟଣା: ମାଲକାନଗିରି ଏସ୍‌ଆଇ ଶୁଭଶ୍ରୀଙ୍କ ପ୍ରଶଂସାରେ ଶତମୁଖ ମେଗାଷ୍ଟାର ଚିରଞ୍ଜୀବୀ, ଭିଡିଓ କଲ୍‌ ଯୋଗେ କଥା ହେଲେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ମେଗାଷ୍ଟାର ଚିରଞ୍ଜୀବୀ ଡ୍ୟୁଟିରେ ଥିବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ଖାଇବାକୁ ଦେଇଥିବାରୁ ମାଲକାନଗିରି ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି। ବିଶ୍ୱ ମାତୃ ଦିବସ ଉପଲକ୍ଷେ ଚିରଞ୍ଜୀବୀ ଏକ ଭିଡିଓ ଶେୟାର କରି ଶୁଭଶ୍ରୀ ତାଙ୍କ ମା’ଙ୍କୁ ମନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri