ଖୋଲିଲା ଡିଜ୍ନି ଲ୍ୟାଣ୍ଡ
ସାଙ୍ଘାଇ: କରୋନା ଭାଇରସ୍ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍ଡାଉନ୍ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଚାଇନାର ସାଙ୍ଘାଇ ଡିଜ୍ନି ଲ୍ୟାଣ୍ଡ ପାର୍କ ପୁଣି ଥରେ ଖୋଲିଛି। ମନୋରଞ୍ଜନର ଏକ…
ପୁନମ୍ ପାଣ୍ଡେ ଗିରଫ
ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ ଚର୍ଚ୍ଚାକୁ ଆସିବା ଲାଗି ଜାଣିଶୁଣି ସବୁବେଳେ ବିବାଦ ଘେରରେ ରହିଥାନ୍ତି। ଏଥର ବି ସେ ଭୁଲ୍ କରି ବିବାଦ ଘେରକୁ ଟାଣିହୋଇ ଯାଇଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…
ଉହାନକୁ ଫେରିଲା କରୋନା !
ବେଜିଂ,୧୨।୫: ଚାଇନାରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢାଇଛି। ରୁଷ ସମୀପରେ ଅବସ୍ଥିତ ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍ଡାଉନ ଘୋଷଣା କରାଯାଇଛି। ଏବେ କିନ୍ତୁ ଗ୍ରାଉଣ୍ଡ ଜିରୋ ଉହାନରେ ପ୍ରାୟ ୩୦ ଦିନ ପରେ…
ଅନ୍ତର୍ଜାତୀୟ ନର୍ସ ଦିବସ: କର୍ମକ୍ଷେତ୍ରରେ ଉତ୍ସାହ, ସମ୍ମାନ ଜରୁରୀ
ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବାକୁ ମନେପକାଇବା ଲାଗି ଏହି ଦିବସର ମହତ୍ତ୍ୱ…
କବର ବଦଳରେ ମୁଖାଗ୍ନି
ହରିୟାଣା: ବହୁବିଧ ପରମ୍ପରା, ଧର୍ମୀୟ ବିଶ୍ୱାସକୁ ନେଇ ସମୃଦ୍ଧ ଭାରତବର୍ଷ। ବିବିଧତା ଭିତରେ ଏକତା ୧୩୦ କୋଟି ଲୋକଙ୍କୁ ବାନ୍ଧି ରଖିଛି। ଐଶ୍ୱର୍ଯ୍ୟ, ବିଭବରେ ପରିପୂର୍ଣ୍ଣ ଏହି ଦେଶ ଦୀର୍ଘବର୍ଷ ଧରି ବିଦେଶୀଙ୍କ କୁଚକ୍ରାନ୍ତର ଶିକାର ହୋଇ ରହିଥିଲା। ପର୍ତ୍ତୁଗୀଜ, ଆଫ୍ଗାନ,…
କରୋନା ଯୋଦ୍ଧାଙ୍କୁ ମାକ୍ସ, ସାନିଟାଇଜର୍ ପ୍ରଦାନ କଲେ ବିଧାୟକ
ଲୋଇସିଂହା,୧୨।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ଉପକରଣ ଏନ୍-୯୫ ମାକ୍ସ, ସାନିଟାଇଜର୍ ଓ ଗ୍ଲୋବ୍ସ ପ୍ରଭୃତି ପ୍ରଦାନ କରାଯାଇଛି। ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ…
ଲଦାଖ ସୀମାରେ ଚାଇନା ହେଲିକପ୍ଟର: ପାଟ୍ରୋଲିଂ ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ
ନୂଆଦିଲ୍ଲୀ,୧୨।୫: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ନିକଟରେ ଉତ୍ତର ସିକ୍କିମ ନିକଟରେ ମୁହାମୁହିଁ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ଏବେ ଲଦାଖର ବାସ୍ତବିକ ନିୟମନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ଉଡୁଥିବା…
ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ
ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍ ଚୋମ୍ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନୋଆମ୍ କହିଛନ୍ତି ଦେଶରେ କରୋନା ଯୋଗୁ ଘଟିଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ…
କଟକ-ଭୁବନେଶ୍ୱର ମଧ୍ୟରେ ଅଫିସ୍ ଟାଇମ୍ରେ ଚାଲିବ ବସ୍: ଭଡ଼ା ୩୦ ଟଙ୍କା
ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବୁଧବାରଠାରୁ କଟକ-ଭୁବନେଶ୍ୱର ମଧ୍ୟରେ ବସ୍ ଚାଲିବ। ତେବେ ସରକାରୀ ଚାକିରିଆଙ୍କ ସୁବିଧା ପାଇଁ କେବଳ ଗୋଟିଏ ଗାଡ଼ି ଚାଲିବ। ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ ଏହି ବସ୍ ଚଲାଇବେ। ବସ୍ଟି ଅଫିସ୍ ଟାଇମ୍ରେ ଯିବାଆସିବା କରିବ। ତେବେ ଭଡ଼ା…
ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ
ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଓହ୍ଲାଇବା ପରେ ପ୍ରଶାସନ ପକ୍ଷରୁ ସ୍କ୍ରିନିଂ ଓ ଅନ୍ୟାନ୍ୟ…
ସଂଗୀତ ମାଧ୍ୟମରେ କରୋନା ସଚେତନତା
ଗଞ୍ଜାମ, ୧୨।୫(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍ଡାଉନ ଅବଧି ମଧ୍ୟ ବଢ଼ାଇ ଚାଲିଛନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।…
କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତୀୟ ଅଧିକ ସଚେତନ
ଓ୍ବାଶିଂଟନ,୧୨।୫: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟ କେତେକ ସଚେତନତା ପାଳନ କରିବା ଦ୍ୱାରା ଏଥିରୁ ଦୂରେଇ ରହିବା ସହଜ ହୋଇଥାଏ। ଏକ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶର ଲୋକଙ୍କ ତୁଳନାରେ…
Archives


