୫ ହଜାର ପୋଲିସ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ
ଭୁବନେଶ୍ୱର,୯।୫ (ବ୍ୟୁରୋ): ମୁମ୍ବାଇରେ ୨୫୦ ପୋଲିସ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପଶିଛି। ତେଣୁ କମିଶନରେଟ ପୋଲିସର ପ୍ରାୟ ୫ ହଜାର ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି। କିନ୍ତୁ କାହାରି…
ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ
ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି ନ୍ୟୁଜର୍ସିର…
କର୍କଟ ରୋଗୀଙ୍କ କରାଯାଉନି ଅପରେଶନ: ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଓଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୯।୫(ବ୍ୟୁରୋ): କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ କରୋନା ପରୀକ୍ଷା ହୋଇ ନ ଥିବାରୁ ଅପରେଶନ କରାଯାଉନାହିଁ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେଉଛି। ଏନେଇ ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍ଆର୍ସି)ଙ୍କ ନିକଟରେ ଅଭିଯୋଗ ହେବା…
ମୁମ୍ବାଇ ଯାଇପାରେ କେନ୍ଦ୍ରୀୟ ବାହିନୀ
ମୁମ୍ବାଇ,୯ା୫(ପି.ଟି.): ମୁମ୍ବାଇରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ସୈନ୍ୟବାହିନୀକୁ ଡକାଯାଇଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହାକୁ ଖଣ୍ଡନ କରିଛନ୍ତି। ମୁମ୍ବାଇକୁ ସେନା ହାତରେ ଟେକି ଦେବାର ପ୍ରଶ୍ନ ଉଠୁନାହିଁ। ପୋଲିସ ଦିନରାତି…
ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା
କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ ଦିନ ଭିନ୍ନ ଭିନ୍ନ ଚିତ୍ର ନଜରକୁ ଆସୁଛି, ଯାହା ଅତ୍ୟନ୍ତ କରୁଣ ଓ ହୃଦୟ…
କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ
କଟକ ଅଫିସ୍,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ କରୋନାରୁ ଆରୋଗ୍ୟ ପାଇଁ କେତେକ ଆୟୁର୍ବେଦିକ ଔଷଧକୁ ପରୀକ୍ଷାମୂଳକ ବ୍ୟବହାର…
ମଦ ହୋମ୍ ଡେଲିଭରି ପାଇଁ ବିଚାର କର
ନୂଆଦିଲ୍ଲୀ,୯ା୫(ପି.ଟି.): ଲକ୍ଡାଉନ୍ ଯୋଗୁ ମଦ ବିକ୍ରି ବନ୍ଦ ଥିବାବେଳେ ଗତ ୪ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସସର୍ତ୍ତ ଅନୁମତି ମିଳିଥିଲା। ଫଳରେ ୪୦ ଦିନ ଧରି ବିକ୍ରି ବନ୍ଦ ଥିବାରୁ ମଦ ଦୋକାନଗୁଡ଼ିକ ଆଗରେ ନାହିଁ ନ ଥିବା…
ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ
ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର ଅଗଷ୍ଟ ୩୧ ସୁଦ୍ଧା ଶେଷ କରି ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ସ୍ବତନ୍ତ୍ର…
ଟ୍ରେନ୍ ବାତିଲ ପରେ ଦାଦନଙ୍କ ଭିଡ଼
ସୁରଟ୍, ୯ା୫: ଟ୍ରେନ୍ ବାତିଲ ପରେ ସୁରଟ୍ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର ଆଶା…
ସର୍ବୋଦୟ ସେବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ପରଲୋକ
କଟକ ଅଫିସ,୯।୫: ସର୍ବୋଦୟ ସେବକ ତଥା ଗାନ୍ଧୀବାଦୀ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଗୁରୁବାର ବିଳମ୍ବିତ ରାତିରେ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ…
‘ଭାଇରସ୍ ସହ ରହିବା ଶିଖିବାକୁ ପଡ଼ିବ’
ନୂଆଦିଲ୍ଲୀ,୯ା୫(ଆଇଏଏନ୍ଏସ୍): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ ନୁହେଁ ବୋଲି ଶୁକ୍ରବାର କେନ୍ଦ୍ର ସରକାର ମାନିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଲବ…
ଅନ୍ଲାଇନ୍ରେ ପାନ୍ଥନିବାସ ଖାଦ୍ୟ
ଭୁବନେଶ୍ୱର,୯।୫(ବ୍ୟୁରୋ): ଏଣିକି ଅନ୍ଲାଇନ୍ରେ ମିଳିବ ପାନ୍ଥନିବାସର ସୁସ୍ବାଦୁ ଖାଦ୍ୟ। ଘରେ ବସି ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇହେବ। ଘରଠାରୁ ଦୂରରେ ଏକାକୀ ରହୁଥିଲେ ବି ଘର ଭଳି ଖାଦ୍ୟ ହାତପାଆନ୍ତାରେ ମିଳିବ। ତାହା ପୁଣି ବିନା କୌଣସି ଝିନ୍ଝଟରେ। ଡାଲ୍ମା,…
Archives


