ଟୁଇନ୍ସିଟିରେ ଗଡ଼ିଲା ବସ୍: ୩୦ ଟଙ୍କା ଭଡ଼ାଦେଇ ରାଜଧାନୀକୁ ଆସିଲେ ୨୦ ସରକାରୀ କର୍ମଚାରୀ
ଭୁବନେଶ୍ୱର/କଟକ ଅଫିସ, ୧୩।୫(ବ୍ୟୁରୋ): କଟକରୁ ଭୁବନେଶରକୁ ଗଡିଲା ସରକାରୀ ବସ୍ । ବୁଧବାର ୨୦ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍ କଟକରୁ ଭୁବନେଶର ଯାତ୍ରାକରିଛି । ବସ୍ଟି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରାକରିଛି। ଏହି…
୨୪ ଘଣ୍ଟାରେ ୧୮୦୦ରୁ ଅଧିକ କରୋନା ସଂକ୍ରମିତ ହେଲେ ସୁସ୍ଥ
ନୂଆଦିଲ୍ଲୀ,୧୩।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଇତିମଧ୍ୟରେ ୭୪ ହଜାର ୨୮୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ହଜାର ୪୧୫ ଛୁଇଁଛି। ବୁଧବାର ସୁଦ୍ଧା ୨୪ ହଜାର…
ରେଡ୍ ଜୋନ୍ରେ ଗଡ଼ିବନି ବସ୍: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି
ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ ୧ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର୍ଙ୍କ ପରିବାର ଦୁର୍ଦ୍ଦସାରେ ଗତିକରୁଛନ୍ତି। ଭଦ୍ରକ ଜିଲା…
ଗୋଟିଏ ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି ୫ ଭାଇ
ସିରମୋର,୧୩।୫: ଦମ୍ପତିଙ୍କ ପାଇଁ ବିବାହ ବାର୍ଷିକୀର ସ୍ବତନ୍ତ୍ର ମହତ୍ତ୍ୱ ରହିଥାଏ। ଏହାକୁ ପାଳନ କରିବାଲାଗି ସଭିଏଁ ପ୍ରୟାସ ମଧ୍ୟ କରିଥାନ୍ତି। ତେବେ ୫ ଭାଇଙ୍କ ବିବାହ ବାର୍ଷିକୀ ଗୋଟିଏ ଦିନରେ ପାଳିତ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।…
ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା
ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି ପଞ୍ଚାୟତରୁ କଣ୍ଟେନମେଣ୍ଟ କଟକଣାକୁ ବୁଧବାର ପ୍ରତ୍ୟାହାର କରାଯାଇଛି। ବାସୁଦେବପୁର ବ୍ଲକର ଚୂଡ଼ାମଣି, କିସ୍ମତକୃଷ୍ଣପୁର ଓ…
କରୋନା ପ୍ରତିଷେଧକ ଟୀକା: ୪୦୦ ଗବେଷକ ଦିନରାତି କରୁଛନ୍ତି ଗବେଷଣା, ୮୦୦ କୋଟି ଡଲାର ଅନୁଦାନ ଦେଇଛନ୍ତି ୪୦ ଦେଶ
ଜେନେଭା,୧୩।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ଏବଂ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୪୦୦ ଗବେଷକ ଦିନରାତି ଗବେଷଣା କରୁଛନ୍ତି। ଏଥିରେ ୧୦୦ଟି ସଂସ୍ଥା କାମ କରୁଛି। ଗବେଷଣା ଜାରି ରଖିବା ପାଇଁ ପୃଥିବୀର ୪୦ଟି…
ଭଦ୍ରକରେ ପହଞ୍ଚିଲା ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ: ଓହ୍ଲାଇଲେ ୩୨୬ଜଣ
ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଷ୍ଟେଶନରେ ବୁଧବାର ସକାଳେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ୩୨୬ଜଣଙ୍କୁ ଓହ୍ଲାଇ ବାଲେଶ୍ୱର ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି। ଭଦ୍ରକ ଷ୍ଟେଶନରେ ଭଦ୍ରକ ଜିଲାର ୧୫୪…
କରୋନା ମୃତ୍ୟୁ ସଂଖ୍ୟା: ଇଟାଲିକୁ ଟପିଲା ବ୍ରିଟେନ୍
ଲଣ୍ଡନ,୧୩।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୪୨ ହଜାର ୬୮୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୮୯୩ ଛୁଇଁଛି। ୧୬ ଲକ୍ଷ ୨…
ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା
ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟରାଲରେ ଚିକିତ୍ସାଧୀନ ଅଛନ୍ତି।…
ଆସୁଛି ବାତ୍ୟା
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଆସନ୍ତା ୧୫ ତାରିଖରେ ଏହା ଅବପାତ (ଡିପ୍ରେଶନ)ରେ ପରିଣତ ହେବ। ୧୭ ତାରିଖ ବେଳକୁ ଏହା ଆହୁରି…
ଚାଇନା ଛାଡୁଥିବା କମ୍ପାନୀଙ୍କ ନେଇ ମତ ରଖିଲେ ଅଭିଜିତ
ନୂଆଦିଲ୍ଲୀ,୧୩।୫: ଚାଇନା ଛାଡୁଥିବା କମ୍ପାନୀ ଭାରତ ଆସିଲେ ଏହାର ଲାଭ ଭାରତକୁ ହେବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। କରୋନା ଯୋଗୁ ବର୍ତ୍ତମାନ ସ୍ଥିତି ବିଗିଡିଛି। ଏଭଳି ସମୟରେ…
ବିମାନ ଚଳାଚଳ କ୍ଷେତ୍ର ପାଇଁ ଆସିଲା ଏସ୍ଓପି
ନୂଆଦିଲ୍ଲୀ,୧୩।୫: ଲକ୍ଡାଉନ ପରେ ବିମାନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍ଓପି) ଜାରି କରାଯାଇଛି। ଏଥିରେ କଡ଼ାକଡ଼ି ଭାବେ ନିୟମ…
Archives


