Home Left

କେରଳ ହଟସ୍ପଟ୍‌ରେ ଚାଲିବନି ବସ୍‌

ଥିରୁଅନନ୍ତପୁରମ,୧୮।୫: କରୋନା ସଂକ୍ରମଣ ପାଇଁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କୁ ମଧ୍ୟ ନିୟମରେ ପରିବର୍ତ୍ତନ ପାଇଁ କ୍ଷମତା ରହିଛି। ଏବେ କେରଳ ସରକାର କରୋନା…

ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ ଭଲ ଭଲ ରୋଷେଇ କରି ଶିଖୁଛି ତ ପୁଣି କିଏ ଘର କାମ କରୁଥିବା…

ଏହି ରୋଗ ସହ ୪ ବର୍ଷ ସଂଘର୍ଷ କରିଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ନାୟିକା ସୁସ୍ମିତା ସେନ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ଲକ୍‌ଡାଉନ ସମୟରେ ସେ ତାଙ୍କ ପରିବାର ସହ ସମୟ କାଟୁଥିବା ବେଳେ ଅଧିକାଂଶ ଖବରକୁ ସେ ତାଙ୍କ ଫ୍ୟାନଙ୍କ ସହ ଶେୟାର ମଧ୍ୟ କରୁଛନ୍ତି।…

ବାୟୁସେନାକୁ ମିଳିବ ୮୩ ଏଲ୍‌ସିଏ ଯୁଦ୍ଧ ବିମାନ: ଖର୍ଚ୍ଚ ହେବ ୪୭ ହଜାର କୋଟି

ନୂଆଦିଲ୍ଲୀ,୧୮।୫: ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ୮୩ଟି ଏଲ୍‌ସିଏ ଯୁଦ୍ଧ ବିମାନକୁ ସାମିଲ୍‌ କରାଯିବ। ଏଥିପାଇଁ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏସମ୍ପର୍କରେ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭାଦୋରିଆ ସୋମବାର ସୂଚନା ଦେଇଛନ୍ତି। ମେ ଶେଷ ସୁଦ୍ଧା…

ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା

ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍‌ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ ସହର ବଜାର ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି…

କଶ୍ମୀରରେ ୫ ଡାକ୍ତର କରୋନା ପଜିଟିଭ

ଶ୍ରୀନଗର,୧୮।୫: ଜମ୍ମୁ-କଶ୍ମୀରରେ ୫ ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଜଣେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କହିଛନ୍ତି ହେଡ୍‌ ଅଫ୍‌ ଚିଫ୍‌ ଡିଜିଜ ହସ୍ପିଟାଲର ଡାକ୍ତର ନଭିଦ ଶାହା । ତେବେ ଏମାନେ…

୯୨ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଗତ ୨ ମାସ ମଧ୍ୟରେ ୯୨ଜଣ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ନିକଟରେ ଅସ୍ଥିଶଲ୍ୟ ବିଭାଗର ଜଣେ ଫ୍ୟାକଲ୍ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ…

ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା…

ମାଟ୍ରିକ ଖାତାଦେଖା ଦିନେ ଘୁଞ୍ଚିଲା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସମ୍ଭାବ୍ୟା ବାତ୍ୟା ‘ଅମ୍ଫନ’ ପାଇଁ ମାଟ୍ରିକ ଖାତାଦେଖା ଘୁଞ୍ଚାଇ ଦିଆଯାଇଛି। ମେ’ ମାସ ୨୦ ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ। ସୋମବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଗ୍ୟାଷ୍ଟ୍ରିକ ସମସ୍ୟା

ଗ୍ୟାଷ୍ଟ୍ରିକ  ସମସ୍ୟା ଥିଲେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହା ଗ୍ୟାଷ୍ଟି୍ରିକ ସମସ୍ୟାକୁ ଆହୁରି ବଢ଼ାଇ ଦେଇଥାଏ। ଚର୍ବିଜାତୀୟ ଏବଂ ଫ୍ରାଏ ହୋଇଥିବା ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଏବଂ ଅଧିକ ଲୁଣିଆ ଖାଦ୍ୟ…

ଦାନ୍ତ ବିନ୍ଧା

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର। ହେଲେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହା ଦାନ୍ତ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂର…

ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟ ବିଧାନସଭାର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଏକ ଉତ୍ସବରେ ଉଦ୍ଧବ ଶଥ ପାଠ କରିଛନ୍ତି। ଉଦ୍ଧବଙ୍କ ସହିତ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)ର ଅନ୍ୟ ୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri