ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା
କୋରୁକୋଣ୍ଡା, ୯।୬(ଡି.ଏନ.ଏ): ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା। ଗତ ସୋମବାର ଜିଲା ପ୍ରଶାସନ ସମଗ୍ର ଜିଲାକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିବାବେଳେ ମଙ୍ଗଳବାର ପୁଣିଥରେ ଜିଲାରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସରକାର ଏବଂ…
ଆସୁଛି ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୧୧, ୧୨ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଆଉ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପର ସ୍ତରରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ…
କିଆବୁଦାରୁ ଉଦ୍ଧାର କରିଥିବା ଶିଶୁଙ୍କୁ ନେବା ପାଇଁ ୫ ଦିନ ହେଲା ମେଡିକାଲରେ ଜଗିଛନ୍ତିି ମହିଳା
ଛତ୍ରପୁର,୯।୬(ଡି.ଏନ.ଏ):ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛପଟୁ ଏକ କିଆବୁଦା ମୂଳରୁ ୫ ତାରିଖରେ ଏକ ନବଜାତ ଶିଶୁ ପୁତ୍ରକୁ ପାଲିଆ ଛତ୍ରପୁରର ଦମନ୍ତି ନାୟକ ଉଦ୍ଧାର କରିଥିଲେ ା ପରେ ଛତ୍ରପୁର ହସ୍ପିଟାଲରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଶିଶୁଟିକୁ…
ସିଲାବସ୍-ପାଠପଢ଼ା ସମୟ କମ୍ କରାଯିବା ପ୍ରସ୍ତାବ: ମାନବ ସମ୍ବଳ ବିଭାଗ ଖୁବ୍ ଶୀଘ୍ର ନେଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ, କଲେଜ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜରେ ସିଲାବସ୍ ଏବଂ ପାଠପଢ଼ା ସମୟ କମ୍ କରିବାକୁ ଯୋଜନା କରାଯାଉଛି। ଏନେଇ ମାନବସମ୍ବଳ ବିକାଶ ମନ୍ତ୍ରୀ…
ଓଏସ୍ଏସ୍ଏଫ୍ ଯବାନଙ୍କୁ କରୋନା
ଛତ୍ରପୁର,୯।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ଓଏସଏସଏଫ (ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଖଲିକୋଟ ଥାାନା ଓ ହୁମ୍ମା ଫାଣ୍ଡି ଅଞ୍ଚଳରେ ଥିବା କ୍ୱାରାଣ୍ଟାଇନ୍ ସେଣ୍ଟର ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ।…
୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !
କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଆଗରେ ଏକ ପ୍ରକାର ହାର ମାନିଛି କହିଲେ ଚଳେ।…
ଚାଇନାରେ ଅଗଷ୍ଟରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ହାର୍ବାର୍ଡ ଗବେଷଣା ରିପୋର୍ଟ
ଲଣ୍ଡନ,୯।୬: ଚାଇନାରେ କରୋନା ସଂକ୍ରମଣ କେବେ ଆରମ୍ଭ ହୋଇଥିଲା ସେନେଇ ଲଣ୍ଡନର ହାର୍ବାର୍ଡ ମେଡ଼ିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପ୍ରକୃତରେ ୨୦୧୯ ଅଗଷ୍ଟ ମାସରେ ଚାଇନାର ଉହାନରେ କରୋନା ସଂକ୍ରମଣ…
ଲଣ୍ଡନ ଯିବେ ଅକ୍ଷୟ
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ଦେଶରେ ଲାଗୁ କରାଯାଇଥିଲା ଲକ୍ଡାଉନ। ଏଥିପାଇଁ ବଲିଉଡ୍ର ସମସ୍ତ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ବଲିଉଡ୍ର ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ର ଶୁଟିଂ…
କରୋନାରେ ପୀଡ଼ିତ ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୯।୬: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧଓ୍ବି ରାଜେ ସିନ୍ଧିଆ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଦୁହିଁଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନରୁ ଜ୍ୟୋତିରାଦିତ୍ୟଙ୍କୁ ଗଳାରେ ଯନ୍ତ୍ରଣା ହେବା…
୪୩ଲକ୍ଷ ଲୋକଙ୍କୁ ୨ମାସର ମାଗଣା ରାସନ ଯୋଗାଇ ଦେବେ ରାଜସ୍ଥାନ ସରକାର
ଜୟପୁର,୯।୬: କରୋନା ଯୋଗୁ ଦେଶବ୍ୟାପି ଏବେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବେରୋଜଗାର ହୋଇଥିବା ଲୋକଙ୍କୁ ରାଜସ୍ଥାନ ସରକାର ଆଶ୍ୱସ୍ତିକର ପ୍ରଦାନ କରିଛନ୍ତି। ଆଗାମୀ ୨ମାସ ପର୍ଯ୍ୟନ୍ତ ସରକାର ସେମାନଙ୍କୁ ମାଗଣା ରାଶନ ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏଥିସହ ସେମାନଙ୍କୁ…
ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବେଗୌଡା
ବେଙ୍ଗାଲୁରୁ୯।୬; ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ମୁଖ୍ୟ ଏଚ୍ଡି ଦେବେଗୌଡା ରାଜ୍ୟ ସଭା ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କର୍ନାଟକର ରାଜ୍ୟ ସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ କରାଯିବ। ପ୍ରାର୍ଥିପତ୍ର ଦାଖଲ ସମୟରେ ଦେବେଗୌଡାଙ୍କ ପୁଅ…
ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି
କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରଥଙ୍କ ନାମକୁ ହାଇକୋର୍ଟର କଲେଜିୟମ ଗତବର୍ଷ ମେ’ରେ ସୁପ୍ରିମକୋର୍ଟର କଲେଜିୟମକୁ…
Archives


