ପଛକୁ ଘୁଞ୍ଚିଲା ଚାଇନା
ନୂଆଦିଲ୍ଲୀ,୯।୬: ଭାରତ ଓ ଚାଇନା ପୂର୍ବ ଲଦାଖର କେତୋଟି ସ୍ଥାନରେ ମୁତୟନ ଥିବା ସେନାଙ୍କ ସଂଖ୍ୟାକୁ କମାଇ ଦେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଗଲଓ୍ବାନ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫ ଓ ହଟ୍…
ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ
ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ ହେଲେ ୫୪ବର୍ଷୀୟ ଶିରିଷ ଦିକ୍ଷିତ। ସୂଚନାଯୋଗ୍ୟ, ଶିରିଷଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଇ…
୨୪ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯିବ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍
ନୂଆଦିଲ୍ଲୀ,୯।୬: ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗାଇ ଦେବାକୁ ମଙ୍ଗଳବାର ପ୍ରକାଶ କରିଛି ରେଲ ମନ୍ତ୍ରଣାଳୟ। ସୂଚନାଯୋଗ୍ୟ, ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ୧୫ ଦିନ…
ଓଡ଼ିଶା କ୍ୟାଡର୍ ଆଇଏଏସ୍ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା
ଭୁବନେଶ୍ୱର,୯।୨(ବ୍ୟୁରୋ): କେନ୍ଦ୍ର ପୁଞ୍ଜି ବିନିମେଶ ବିଭାଗ ସଚିବ ତୁହିନ୍କାନ୍ତ ପାଣ୍ଡେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଜ୍ୱର ହେବାରୁ ସେ କୋଭିଡ-୧୯ ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଙ୍ଗଳବାର ପଜିଟିଭ୍…
ଲକ୍ଡାଉନ କଟକଣାକୁ କୋହଳ କଲା ମୁମ୍ବାଇ ବିଏମ୍ସି
ମୁମ୍ବାଇ,୯।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍ଡାଉନ ଜାରି ରହିଛି। ଇତିମଧ୍ୟରେ ଦୀର୍ଘ ଅଢ଼େଇ ମାସ ପରେ ଲକ୍ଡାଉନ…
ଲକ୍ଡାଉନରେ ଅଙ୍କିତାଙ୍କର ହେଲା ନିର୍ବନ୍ଧ !
ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ମାଧ୍ୟମରେ ବଲିଉଡ୍ରେ ଏଣ୍ଟ୍ରି କରିଥିବା ଟେଲିଭିଜନର ଫେମଶ ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେ ଏବେ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଆସିଥିବା ଟାଇଗର ଶ୍ରଫ, ଶ୍ରଦ୍ଧା କପୁର ଓ ରିତେଶ ଦେଶମୁଖଙ୍କ ଅଭିନୀତ ଫିଲ୍ମ ବାଗି-୩ରେ ବି ଅଙ୍କିତାଙ୍କୁ ଏକ…
୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା
ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି ସମସ୍ୟା ଦେଖିବାକୁ ମିଳିଛି ବେଲଜିୟମ୍ର ଏଣ୍ଟଓ୍ବର୍ପରେ। ଏଣ୍ଟଓ୍ବର୍ପରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୯ବର୍ଷ…
ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ
ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା ଘଯଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଜଇପୁରର ସିଏମ୍ଏଚ୍ଓ ଡାକ୍ତର ନରୋତ୍ତମ ଶର୍ମା କହିଛନ୍ତି,…
ଲକ୍ଡାଉନରେ ରେକର୍ଡ କଲା ପାର୍ଲେ-ଜି !
ନୂଆଦିଲ୍ଲୀ,୯।୬: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଜାରି ରହିଥିବା ଲକ୍ଡାଉନ ଯୋଗୁ ପ୍ରାୟତଃ ସମସ୍ତ ବ୍ୟବସାୟୀ କ୍ଷତି ସହିଛନ୍ତି। ଏମିତିକି କିଛି କିଛି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ବି ହୋଇଯାଇଛି। ହେଲେ ପାର୍ଲେ-ଜି ବିସ୍କୁଟ ଏତେ ଅଧିକ ପରିମାଣରେ…
ଚଳିତବର୍ଷ ପାନୀୟ ଜଳ ଯୋଗାଣ ପାଇଁ ଖର୍ଚ୍ଚହେବ ୧୦ ହଜାର କୋଟି
ଭୁବନେଶ୍ୱର, ୯।୬(ବ୍ୟୁରୋ): ଚଳିତ ବର୍ଷ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇବା ବାବଦରେ ରାଜ୍ୟ ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଆର୍ଏଡିପି, ବସୁଦ୍ଧା, ଡିଏମ୍ଏଫ୍ ଜରିଆରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମଙ୍ଗଳବାର ପାନୀୟ ଜଳ ସମ୍ପର୍କୀତ…
କ୍ରିକେଟରୁ ଅବସର ମିଳିଲେ ପିତାଙ୍କ ସହ ବିଲରେ କାମ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର
ଭାରତୀୟ ଦ୍ରୁତ ବୋଲର୍ ଉମେଶ ଯାଦବ ୧୯୮୭, ଅକ୍ଟୋବର ୨୫ରେ ଉତ୍ତର ପ୍ରଦେଶର ଦେଓରିଆରେ ଏକ ଗରିବ ଘରେ ଜନ୍ମଗ୍ରହଣ କରିଥିଲେ ଉମେଶ। ତାଙ୍କ ପିତା ନାଗପୁର ନିକଟ ଖାପରଖେଡା ଅଞ୍ଚଳରେ ଥିବା ଓ୍ବେଷ୍ଟର୍ଣ୍ଣ କୋଲ ଲିମିଟେଡ୍ର କୋଇଲା ଖଣିରେ ଶ୍ରମିକ…
ଏକାଠି ଭୋଜନ କଲେ ନିିବିଡ଼ ହୁଏ ସମ୍ପର୍କ
ପେନସିଲଭାନିଆ,୯।୬: ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ତଥା ନିବିଡ଼ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ପରିବାର ମୂଳଦୁଆ ପରି। ତେବେ ପରିବାର ସଦସ୍ୟ ଏକାଠି ଭୋଜନ କଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ। ଏନେଇ ଓହିଓ ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ…
Archives


