କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଅଧାନୋମ ଗେବ୍ରେଏସ କହିଛନ୍ତି। କରୋନା ଭାଇରସ ପାଇଁ ବିକଶିତ ହେଉଥିବା କୌଣସି ଟିକା କାମ କରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏନେଇ କୌଣସି ଗ୍ୟାରେଣ୍ଟି ଦେଇପାରିବ ନାହିଁ। ଏକ ଭର୍ଚୁଆଲ ପ୍ରେସ ବିଜ୍ଞପ୍ତି ଜରିଆରେ ଏବ୍ଲୁଲଏଚ୍‌ଓ ମୁଖ୍ୟ ଏହା କହିଛନ୍ତି। ତେବେ ଏହି ଟିକା ଉପରେ ଯେତେ ଅଧିକ ପରୀକ୍ଷା କରାଯିବ, ସେତେ ଉନ୍ନତ ତଥା ପ୍ରଭାବଶାଳୀ ଟିକା ବିକଶିତ ହୋଇପାରିବ। କରୋନାର ମୁକାବିଲା ପାଇଁ ପ୍ରାୟ ୨୦୦ ଟିକା ପ୍ରସ୍ତୁତ କରାଯାଉଛି। ଏହି ଟିକା ଏବେ କ୍ଲିନିକାଲ ଏବଂ ପ୍ରିକ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏଥି ମଧ୍ୟରୁ କିଛି ଟିକି ବିଫଳ ହେବ ଏବଂ କିଛି ସଫଳ ହେବ ବୋଲି ଟେଡ୍ରୋସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆଁରେ ବିଶ୍ୱ

ପ୍ୟାରିସ୍‌/ ତେହେରାନ୍‌, ୧୪।୩: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ୫, ୦୪୩ରେ ପହଞ୍ଚିଛି। କେବଳ ଉତ୍ପତ୍ତି ସ୍ଥଳ ଚାଇନାରେ ୩,୧୭୬ ମୁଣ୍ଡ ଏଥିଲାଗି ଗଡ଼ିଲାଣି।...

ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌...

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା...

ଶ୍ରମିକଙ୍କ ମୁଣ୍ଡରେ ପଡ଼ିଲା ୭୦ କେଜିର କଦଳୀ କାନ୍ଧି, ମାଲିକଙ୍କୁ ଦେବାକୁ ପଡ଼ିଲା ଏତିକି କୋଟି ଟଙ୍କା, ଜାଣିଲେ…

କାନବେରା,୯ା୧୦: ଏକ କଦଳୀ କ୍ଷେତରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୁଣ୍ଡରେ କଦଳୀ କାନ୍ଧିଟି ଖସି ପଡ଼ିଯିବାରୁ ମାଲିକଙ୍କୁ ବିପୁଳ ପରିମାଣର ଅର୍ଥ ଜରିମାନା ଆକାରରେ...

ସିଡ୍‌ନୀରେ ବିଚିତ୍ର ପ୍ରାଣୀ

ସିଡ୍‌ନୀ,୩।୩: ଅଷ୍ଟ୍ରେଲିଆର ସିଡ୍‌ନୀ ସହର ରାସ୍ତାରୁ ଏକ ବିଚିତ୍ର ପ୍ରାଣୀ ମିଳିଛି, ଯାହା ଜୀବବିଜ୍ଞାନୀ, ଶିକ୍ଷାବିତ୍‌ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିସ୍ମିତ କରିଛି। ହାରି...

କମ୍‌ଲା ହାରିସ୍‌ ଅନ୍‌ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର

ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍‌ ତାଙ୍କ ପରିଚୟ ପାଇଁ...

‘ଭାକ୍ସ ଲାଇଭ୍‌’ରେ ମେଘାନ୍‌-ହ୍ୟାରି

ବ୍ରିଟେନ୍‌ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲ କରୋନା ଟିକାର ପ୍ରୋତ୍ସାହନ ପାଇଁ ଗ୍ଲୋବାଲ କନ୍‌ସର୍ଟ ‘ଭାକ୍ସ ଲାଇଭ୍‌’ରେ ପ୍ରଚାର ଅଭିଯାନରେ ସାମିଲ ହେବେ।...

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ...

Advertisement
Archives

Model This Week