Home Left

ଖଣ୍ଡାଧାରରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କେନ୍ଦୁଝର,୭ା୬(ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ଖଣ୍ଡାଧାର ଜଳ ପ୍ରପାତରେ ବୁଡ଼ି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୌରଭ ମିଶ୍ର। ତାଙ୍କ ଘର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ ଛକ ଅଞ୍ଚଳରେ। କେତେଜଣ ସାଙ୍ଗଙ୍କ…

୯୭ ହଜାର କୋଟି ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୭।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଆଡିଆ ନାମକ କମ୍ପାନୀ ୫,୬୮୩ କୋଟି ଟଙ୍କା ନିବେଶ କରିବ। ଭାରତକୁ ଡିଜିଟାଲ ସୋସାଇଟ ଭାବେ ଗଢି ତୋଳିବାରେ ଏହି ନିବେଶ ସହାୟକ ହେବ ବୋଲି ରିଲାଏନ୍ସ ପକ୍ଷରୁ…

ପଡିଆରେ କାହିଁକି କାନ୍ଦିଥିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଲକ୍‌ଡାଉନରେ ରୋହିତ୍‌ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କ୍ରିକେଟ ପଡିଆରେ ପୁରୁଣା ଦିନର ସ୍ମୁତିକୁ ସେ ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରୁଛନ୍ତି। ରୋହିତଙ୍କ ବ୍ୟାଟିଂ ଦେଖିବାକୁ ସ୍ତ୍ରୀ ରିତିକା ପ୍ରାୟ ସବୁମ୍ୟାଚରେ ଉପସ୍ଥିତ ଥାନ୍ତି। ମୋହାଲିଠାରେ ରୋହିତ ଶ୍ରୀଲଙ୍କା…

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି। ବୟସ୍କମାନଙ୍କଠାରୁ ଆରମ୍ଭ କରି ଛୋଟପିଲାମାନେ ମଧ୍ୟ ସୋନୁଙ୍କୁ ଭଲପାଇବା ଦେଉଛନ୍ତି। ନିକଟରେ ଏକ କୁନି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ହିଜବୁଲର ଟପ୍‌ କମାଣ୍ଡର

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ଟଳିପଡିଛନ୍ତି। ମୃତକଙ୍କ ମଧ୍ୟରେ ପାକ ଆତଙ୍କୀ ସଂଗଠନ ହିଜବୁଲର ଟପ କମାଣ୍ଡର ଫାରୁକ ଅହମଦ ଭଟ୍‌ ଓରଫ ନାଲି ରହିଥିବା ଡିଜି ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି।…

ଚାଇନା ଜାରି କଲା ଶ୍ୱେତପତ୍ର: କେବେ, କେଉଁଠୁ ଆସିଛି କରୋନା

ବେଜିଂ,୭।୬: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଚାଇନାର ଉହାନ ସହରରୁ ଆସିଥିବା କରୋନା ଆମେରିକା ସମେତ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକାରେ କେବଳ ଏକ…

ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ

କନ୍ନଡ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ହୃତରୋଗରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ବେଙ୍ଗାଲୁରୁରେ ଥିବା ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ତାଙ୍କୁ…

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର…

ସୋମବାର ଲଘୁଚାପ ସୃଷ୍ଟି ସମ୍ଭାବନା: ୯ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୭।୬(ବ୍ୟୁରୋ)- ବାତ୍ୟ ‘ଅମ୍ଫନ’ ଓ ‘ନିସର୍ଗ’ ପରେ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ। ସୋମବାର ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୯ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ମହୁଲି କିଣିବାକୁ ନେଇ ଭରତପୁରରେ ଗୋଷ୍ଠୀ ସଂଘର୍ଷ: ୮ ଆହତ

ଭୁବନେଶ୍ୱର,୭।୬(ବ୍ୟୁରୋ): ମହୁଲି କିଣିବାକୁ ନେଇ ରାଜଧାନୀର ଖଣ୍ଡଗିରି ଥାନା ଭରତପୁର ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀ ପରସ୍ପର ଟେକା ପଥର ମାଡ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସ…

ଟ୍ରେନିଂ ଆରମ୍ଭ କଲେ ଆଫଗାନ୍‌ କ୍ରିକେଟର

କାବୁଲ,୭।୬(ପି.ଟି.): ଆଫ୍‌ଗାନିସ୍ତାନର କେତେଜଣ ତାରକା କ୍ରିକେଟର ଟ୍ରେନିଂ ତଥା ଅଭ୍ୟାସ ଆରମ୍ଭ କରିଛନ୍ତି। ସ୍ଥାନୀୟ କାବୁଲ କ୍ରିକେଟ ଷ୍ଟାଡିୟମରେ ରସିଦ ଖାନ୍‌, ମହମ୍ମଦ ନବିଙ୍କ ସମେତ ଆଉ କେତେଜଣ କ୍ରିକେଟର ଅଭ୍ୟାସ କରିଛନ୍ତି ବୋଲି ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ସୂଚନା…

ଆଇପିଏଲ୍‌: ବର୍ଣ୍ଣବୈଷମ୍ୟ ଆକ୍ଷେପ ନେଇ ସାମିଙ୍କ ଅଭିଯୋଗ

କିଙ୍ଗଷ୍ଟନ,୭।୬(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପ ଭଳି କଳଙ୍କ ରହିଛି। ଏକଥା ବିଶ୍ୱାସ ନ ହେଲେ ବି ସତ ବୋଲି ଓ୍ବେଷ୍ଟଇଣ୍ଡିଜ ପୂର୍ବତନ ଅଧିନାୟକ ଡାରେନ୍‌ ସାମିଙ୍କ ଅଭିଯୋଗରୁ ସ୍ପଷ୍ଟ ହୋଇଛି। ଆଇପିଏଲ୍‌ ଖେଳିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri