ବିବାହକୁ ମାସେ ପୂରିନି, ସ୍ବାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ତଥା ବୋଲ୍ଡ ମଡେଲ ପୁନମ ପାଣ୍ଡେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିଶ୍ୱାସ କରାଯାଉଥିଲା ଯେ ଅଭିନେତ୍ରୀ ନିଜକୁ ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହର କିଛି ଦିନ ପରେ ପୁନମ ସ୍ବାମୀଙ୍କ ନାଁରେ ମାରପିଟ ଏବଂ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆସିବା ପରେ ସାମଙ୍କୁ ପୋଲିସ ଗିରଫ କରିଛି। ପୁନମ ପାଣ୍ଡେ ଦକ୍ଷିଣ ଗୋଆର ଏକ ଗାଁରେ ଫିଲ୍ମ ଶୁୁଟିଂ କରୁଥିଲେ। ଏହି ଘଟଣା ସେହି ସମୟରେ ଘଟିଥିଲା। କାନାକୋନା ପୋଲିସ ଷ୍ଟେସନର ଇନ୍ସପେକ୍ଟର ତୁକାରାମ ଚାଭାନଙ୍କ ଅନୁଯାୟୀ ପୁନମ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଗତ ସୋମବାର ରାତିରେ ପୁନମଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେବା ସହ ଆକ୍ରମଣ କରିଥିଲେ। ଏହା ସହିତ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ସାମଙ୍କୁ ଗିରଫ ପରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଏବେ ତାଙ୍କୁ କୋର୍ଟରେ ହାଜର ହେବେ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ଏହି ଦମ୍ପତି ସୋସିଆଲ ମିଡିଆରେ ବିବାହ ଘୋଷଣା କରିଥିଲେ। ଏହା ପରେ ପନମ ଏବଂ ସାମଙ୍କୁ ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଉଭୟ ହନିମୁନ ପାଇଁ ଗୋଆ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପାର ବିଜୟ: କଲ୍ୟାଣସିଂହପୁରରେ ବିଜୟ ଉତ୍ସବ

କଲ୍ୟାଣସିଂହପୁର,୪।୫(ଦୀପକ କୁମାର ପରିଡା): ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ଆଦେଶ କ୍ରମେ ଜିଲା ସମ୍ପାଦକ ସନ୍ଦୀପ ଗୁଡୁଲାଙ୍କ ନେତୃତ୍ୱ ରେ ରାୟଗଡା ଜିଲା କଲ୍ୟାଣସିଂହପୁର ଟାଉନ…

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ’ଣ ସବୁ ସରକାରୀ ସୁବିଧା ପାଇବେ ମମତା, ଜାଣନ୍ତୁ କେତେ ମିଳିବ ପେନସନ

କୋଲକାତା,୫।୫: ମମତା ବାନାର୍ଜୀ ନିର୍ବାଚନରେ ହାରିଯାଇଛନ୍ତି। ତାଙ୍କର ଭବାନୀପୁର ଆସନ ସହିତ, ସେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନର ୧୫…

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚତୁର୍ଥୀ ରାତିରେ ସ୍ବାମୀଙ୍କୁ ଏମିତି କହିଦେଲେ ସ୍ତ୍ରୀ: ପରଦିନ ଦିନ ସକାଳୁ ଘଟିଲା…

ପାଟନା,୫।୫: ବିହାରର ବୈଶାଳୀ ଜିଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏକ ଫିଲ୍ମ ସ୍କ୍ରିପ୍ଟ ପରି ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏହା ଏକ ପରିବାରର…

୨୦୧୪ରେ କେତୋଟି ରାଜ୍ୟରେ କ୍ଷମତାରେ ଥିଲା ଭାଜପା, ଦେଶରେ କିପରି କଲା ପ୍ରାଧାନ୍ୟ ବିସ୍ତାର? ଜାଣନ୍ତୁ ମୋଦିଙ୍କ ସିକ୍ରେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ୨୦୨୬ ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟକୁ ପ୍ରକାଶ କରେ। ଏହି ଫଳାଫଳଗୁଡ଼ିକ…

ହୁମାଙ୍କ ବାଜିବ ସାହାନାଇ: ବୟଫ୍ରେଣ୍ଡଙ୍କ ସହ ରଚିବେ ବିବାହ

ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ବିବାହକୁ ନେଇ ନେଇ ଚାଲିଥିବା ଗୁଜବ ଶେଷରେ ସତ ହୋଇଛି। ନିକଟରେ ହୁମା ତାଙ୍କ…

ହୃଦୟବିଦାରକ ଘଟଣା; ଅଟୋରେ ନେଇ ଦୁଇ ଭଉଣୀଙ୍କୁ ଗଣବଳାତ୍କାର, ପୀଡିତାଙ୍କୁ ଟ୍ରେନରେ ଚଢ଼ାଇ ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୫।୫: ମଥୁରାରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି। ଦୁଇ ଭଉଣୀ ବୃନ୍ଦାବନର ଏକ ଆଶ୍ରମକୁ ଖାଇବା ପାଇଁ ଯାଇଥିଲେ, ଯେଉଁଠାରେ…

ରାଜପଥରେ ଟ୍ରକକୁ ପିଟିଲା ହାଇୱା   ହେଲପର ମୃତ, ଡ୍ରାଇଭର ଗୁରୁତର

 ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ  ଦୁର୍ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri