Home Left

ଚଳିତ ବର୍ଷ ଦିଆଯିବନି ରମଣ ମାଗାସେସ୍‌ ଆଓ୍ବାର୍ଡ: ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବନ୍ଦ

ମାନିଲା,୯।୬: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମଣ ମାଗାସେସ୍‌ ଆଓ୍ବାର୍ଡ ଚଳିତ ବର୍ଷ ଦିଆ ଯିବନାହିଁ। ଏହି ଫିଲିପାଇନ୍ସ୍‌ ଶାନ୍ତି ପୁରସ୍କାରକୁ କରୋନା ମହାମାରୀ ପାଇଁ ରଦ୍ଦ କରାଯାଇଛି। ପ୍ରତିବର୍ଷ ଏହାକୁ ମାନିଲାଠାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଥାଏ। ୧୯୫୭ଠାରୁ ଗତ…

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ: ବରଗଡ଼ରେ ବିରୋଧ ପ୍ରଦର୍ଶନ

ବରଗଡ଼ ଅଫିସ,୯।୬: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ବୟ ସମିତି ଏବଂ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ବିରୋଧ କରିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଗାନ୍ଧୀଛକ ସମ୍ମୁଖରେ କୋସଲ…

ବିଶିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର, ୯।୬(ବ୍ୟୁରୋ): ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ଡା. ସନାତନ ଭାରତୀୟ ନ୍ୟୁରୋ…

ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ କହିଲା ଉତ୍ତରକୋରିଆ

ସିଓଲ,୯।୬: ଦକ୍ଷିଣକୋରିଆ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବା ଲାଗି ଉତ୍ତରକୋରିଆର ମଙ୍ଗଳବାର ନିଷ୍ପତ୍ତି ନେଇଛି। ଉତ୍ତରକୋରିଆ ବିରୋଧରେ ହେଉଥିବା ଅପପ୍ରଚାର ରୋକିବାରେ ଦକ୍ଷିଣକୋରିଆ ଅସମର୍ଥ ହୋଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଦକ୍ଷିଣକୋରିଆ ଶତ୍ରୁ ରାଷ୍ଟ୍ର ବୋଲି ଉତ୍ତରକୋରିଆ…

ପୁଣି ଗଞ୍ଜାମରେ ୧୮ କରୋନା ପଜିଟିଭ୍‌ ଚିହ୍ନଟ: ଚିକିତ୍ସିତ ହେଉଛନ୍ତି ୨୨୬

ଛତ୍ରପୁର,୯।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରୁ ମଙ୍ଗଳବାର ପୁଣି ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତିକରାଯାଇ ଚିକିତ୍ସା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛିା ଏହାକୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ଙ୍କ ସଂଖ୍ୟା ୬୪୯ରେ…

ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ଼ର ପ୍ରଥମ କରୋନା ଆକ୍ରାନ୍ତ: ସ୍ବାଗତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ

ବରଗଡ଼ ଅଫିସ,୯।୬: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୪ ମାଷ୍ଟରଟିକ୍ରା ବାସିନ୍ଦା ତଥା ବମ୍ବେ ଫେରନ୍ତା ଜଣେ ମହିଳା ଜିଲାର ପ୍ରଥମ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଭାବେ ଚିହ୍ନଟ ହୋଇଥିଲେ। ଗତମାସ ୨୩ ତାରିଖରୁ ସେ କୋଭିଡ ହସ୍ପିଟାଲରେ ଚିକିତ୍ସା…

ଅଫିସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଅଫିସଗୁଡିକ ପାଇଁ ନୂଆ କରୋନା ଗାଇଡ୍‌ଲାଇନ ଜାରି କରାଯାଇଛି । ଅଫିସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସରକାର ଏପରି ନିୟମ କରିଛନ୍ତି। ସମ୍ପୃକ୍ତ ନିୟମଗୁଡ଼ିକ ହେଲା: – ଅଫିସରେ ସାମାଜିକ ଦୂରତା…

ଭୁବନେଶ୍ୱରରୁ ୪ କରୋନା ପଜିଟିଭ ଚିହ୍ନଟ: ୩ ପୁରୁଷ, ଜଣେ ମହିଳା

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୬ କରୋନା ପଜିଟିଭ ମଧ୍ୟରୁ ଭୁବନେଶ୍ୱରର ୪ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣ ଯୁବକ ଥିବାବେଳେ ଜଣେ ଯୁବତୀ ଅଛନ୍ତି। ତେବେ ସମସ୍ତ ୪ ଆକ୍ରାନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ। ସେମାନଙ୍କ…

ଜୁଲାଇ ଶେଷ ସୁଦ୍ଧା ୫ଲକ୍ଷ ଛୁଇଁପାରେ କରୋନା ସଂକ୍ରମଣ, ଆବଶ୍ୟକ ୮୦ହଜାର ବେଡ୍‌: ସିସୋଡିଆ

ନୂଆଦିଲ୍ଲୀ,୯।୬: ଦିଲ୍ଲୀରେ ବେଲଗାମ୍‌ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟକୁ ନେଇ ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଧ୍ୟକ୍ଷତାରେ ଡିଡିଏମ୍‌ଏରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ…

ମହାମାରୀ ସମୟରେ ହୋଇଛି ମହାଦୁର୍ନୀତି: ପିସିସି ସଭାପତି

ଭୁବନେଶ୍ୱର, ୯।୬(ବ୍ୟୁରୋ): କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି। ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏ ନେଇ…

ଦିଲ୍ଲୀରେ କରୋନା ଗୋଷ୍ଠୀ ସଂକ୍ରମଣ ସଙ୍କେତ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୯।୬: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେବାର ସଙ୍କେତ ମିଳିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୨୯…

ଫ୍ରିଜ୍‌ରେ ରଖିବେନି

ବଜାରରୁ ଆଣିଥିବା ଅନେକ ସାମଗ୍ରୀକୁ କିଛି ଦିନ ତାଜା ରଖିବା ପାଇଁ ଫ୍ରିଜରେ ରଖାଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟପଦାର୍ଥ ରହିଛି, ଯାହାକୁ ଫ୍ରିଜରେ ରଖିଲେ ତାହା ନଷ୍ଟ ହୋଇ ଯାଇଥାଏ। ତେଣୁ କେଉଁ ପଦାର୍ଥକୁ ଫ୍ରିଜରେ ରଖିବେ ନାହିଁ ଜାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri