Home Left

ପୋଲିସ ମାଡ଼ ଅଭିଯୋଗ : ଏଏସ୍‌ପିଙ୍କୁ ଭେଟିଲେ ପରିବାର ସଦସ୍ୟ

ଛତ୍ରପୁର,୨୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ପୋଲିସ ମଙ୍ଗଳବାର ରାତିରେ ବଡ଼ମାଧପୁର ଗାଁର ଶଙ୍କର୍ଷଣ ସାହୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶଙ୍କର୍ଷଣଙ୍କ ନତକଟରେ ମଦ ଥିବା ସନ୍ଦେହକରି ପୋଲିସ ତାଙ୍କ ସହ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।…

ସଲମାନ୍‌ଙ୍କୁ ସପୋର୍ଟକରି ଟ୍ରୋଲ୍‌ ହେଲେ ସୁନୀଲ ଗ୍ରୋଭର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ସଲମାନ୍‌ ଖାନ୍‌ଙ୍କୁ ଟାର୍ଗେଟ କରାଯାଇଛି। ସଲମାନ୍‌ଙ୍କୁ ଲଗାତାର ଭାବେ ଟ୍ରୋଲ୍‌ କରାଯାଉଥିଲା। ଏହା ପରେ ସଲମାନ୍‌ ସୁଶାନ୍ତଙ୍କ ପରିବାରକୁ ସାହାଯ୍ୟ କରିବେ ବୋଲି ଏକ ଟୁଇଟ୍‌ କରିଥିଲେ। ସଲମାନ୍‌ଙ୍କ ଏହି ଟୁଇଟ୍‌…

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ରୁଷ୍‌ର ବିଜୟ ଉପଲେକ୍ଷ ପାଳିତ…

ଭାଗ୍ୟ ବଦଳାଇବ ଓଟ, ଜାଣନ୍ତୁ କାହିଁକି, କିପରି

ଓଟକୁ ମରୁଭୂମିର ଜାହାଜ କୁହାଯାଏ। ମାଲିକ ତାକୁ ଯେତେ କଷ୍ଟ ଦେଲେ ମଧ୍ୟ ସେ ସବୁ ସହି ତା’ର ମାଲିକକୁ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ, ଓଟ ଆପଣଙ୍କ ଭାଗ୍ୟ ବଦଳାଇବାରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାଣନ୍ତୁ…

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୪୬ ହଜାର ୫ ଶହ…

ଟୟଲେଟର ମୂଲ୍ୟ ୧୭୪ କୋଟି

ଦୀର୍ଘ ଦଶନ୍ଧି ଧରି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ପୁରୁଣା ଟେକ୍‌ନୋଲୋଜିର ଟୟଲେଟ୍‌ ବ୍ୟବହାର କରିଆସୁଥିଲା। ବର୍ତ୍ତମାନ ସେ ଏକ ନୂତନ ଟୟଲେଟ୍‌ ତିଆରି କରିଛି, ଯାହାର ମୂଲ୍ୟ ୨୩ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୭୪…

ନିଜକୁ ଯୁବତୀ ରୂପରେ ଦେଖି ଏମିତି କହିଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିଙ୍କ ‘ଫିମେଲ୍‌ ଭର୍ସନ୍‌’ର ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ଷ୍ଟାର କ୍ରିକେଟରମାନେ ମହିଳା ରୂପରେ ନଜର ଆସିଛନ୍ତି। ଏଥିରେ…

ସେବାୟତଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ: ସାନିଟାଇଜ୍‌ ହେବ ପୁରୀ ସହର

ପୁରୀ ଅଫିସ, ୨୪।୬: ଦ୍ୱିତୀୟ ଥର ଲାଗି ଶ୍ରୀମନ୍ଦିର ସେବାୟତଙ୍କର କରୋନା ଟେଷ୍ଟ ହେବ। ଆସନ୍ତା ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ଶେଷ ହେବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ବାହାରିବ ସେମାନଙ୍କୁ ବାହୁଡ଼ା ଯାତ୍ରା…

କରୋନାରେ ଟିଏମ୍‌ସି ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ

କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ତାମୋନାସ୍‌ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌…

ଫରଓ୍ବାର୍ଡ ପୋଷ୍ଟରେ ସେନା ମୁଖ୍ୟ

ଲଦ୍ଦାଖ,୨୪।୬: ଭାରତ-ଚାଇନା ସୀମା ଲଦ୍ଦାଖରେ ଜୁନ୍‌ ୧୫ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୨୦ ବୀର ଯବାନଙ୍କୁ ହରାଇଥିଲା। ଆଉ ଏହାର କଡା ଜବାବ ମଧ୍ୟ ଦେଇଥିଲା ଭାରତ। ଲଦ୍ଦାଖ ଗସ୍ତରେ ଥିବା ଭାରତୀୟ ସେନା…

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣଙ୍କୁ ମିଶାଇ କଟକ ସହରାଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଚିହ୍ନଟଙ୍କ ୨…

ଗୋଟିଏ ଦିନରେ ଚିହ୍ନଟ ହେଉଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାକୁ ନେଇ ଚିନ୍ତା ବି ବଢି ଯାଇଛି। ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୯୬୮ ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri